Yearly Archives

2024

ଭୋଟରଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି – ଭିଜିଲ୍ ଆପ୍

● ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ଆପ୍ ଜରିଆରେ ହୋଇଛି ୭୯,୦୦୦ରୁ ଅଧିକ ଉଲଂଘନ ଅଭିଯୋଗ : ୯୯% ମାମଲାର ଫଇସଲା● ଅବାଧ, ନିରପେକ୍ଷ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ୍‌ ପ୍ରଯୁକ୍ତି ଉପଯୋଗ ଲାଗି ନିର୍ବାଚନ ଆୟୋଗଙ୍କ ପଦକ୍ଷେପର ଏକ ଅଂଶ…
Read More...

ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର…
Read More...

ବରଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ୍‌ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକ୍‌ର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ମାନସ…
Read More...

ଗରିମା ପରିବାରର ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ମହିଳା ଅନୁଷ୍ଠାନ ଗରିମା ପରିବାର ତରଫରୁ ଷଷ୍ଠ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ତାରିଖ ଦିନ ସନ୍ଧ୍ୟା ୬ଟା ସମୟରେ ଭଞ୍ଜଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏନେଇ ସେକ୍ଟର୍‌ ୨ ସାହାନାଇ ମଣ୍ଡପଠାରେ ଆୟୋଜିତ ଏକ…
Read More...

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବଲାଙ୍ଗିର ଗସ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ସାଧାରଣ ନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ବଲାଙ୍ଗିର ଏବଂ ସୁବର୍ଣ୍ଣପୁର ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ…
Read More...

ଦୂରସଞ୍ଚାର ବିଭାଗର ନାଁ ନେଇ ଲୋକଙ୍କୁ ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍ ସମ୍ପର୍କରେ ମାର୍ଗଦର୍ଶିକା…

● ସରକାରୀ ଅଧିକାରୀଙ୍କ ପରିଚୟ ଦେଇ ବିଦେଶୀ ମୋବାଇଲ ନମ୍ବର (ଯେପରିକି +୯୨-xxxxx)ରୁ ହ୍ୱାଟ୍ସଆପ୍ କଲ୍ ମୋବାଇଲ୍‌ ନମ୍ବରର ଦୂରୁପଯୋଗ କରିବା ସମ୍ପର୍କରେ ସତର୍କ କଲେ● ସଞ୍ଚାର ସାଥୀ ପୋର୍ଟାଲର ଚକ୍ଷୁ ସନ୍ଦିଗ୍‌ଧ ଜାଲ ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରିବା ସୁବିଧାରେ ଏଭଳି ଠକେଇ…
Read More...

ମହିଳାମାନଙ୍କୁ ସଶକ୍ତ କରିବା ଆମ ବିଶ୍ୱର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏକ ନିବେଶ ଅଟେ : ଉପରାଷ୍ଟ୍ରପତି

ଲିଙ୍ଗଗତ ସମାନତା ଏବଂ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏକ ନ୍ୟାୟ ପୂର୍ଣ୍ଣ ଏବଂ ପ୍ରଗତିଶୀଳ ସମାଜର ମୌଳିକ ନୀତି : ଉପରାଷ୍ଟ୍ରପତିନାରୀ ଶକ୍ତି ବନ୍ଦନ ଅଧିନିୟମ କାରଣରୁ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇବା "ପୁରୁଷ ପ୍ରଧାନ ମାନସିକତା"କୁ ପରିବର୍ତ୍ତନ କରିବାରେ ସହାୟକ ହେବ ବୋଲି…
Read More...

ବିଜେଡ଼ିରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ

ସଇଁତଲ, (ପ୍ରମୋଦ ସେଲମା) : ପୂର୍ବତନ ମନ୍ତ୍ରୀ ତଥା ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇ ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ । ଗତକାଲି ସନ୍ଧ୍ୟାରେ ସେ କଂଗ୍ରେସ ଛାଡିଥିବା ବେଳେ ଶୁକ୍ରବାର ଭୁବନେଶ୍ୱରର ଶଙ୍ଖ ଭବନକୁ ଯାଇ ବିଜେଡ଼ିରେ ବିଦ୍ଧିବଦ୍ଧ ଭାବେ ସାମିଲ…
Read More...

ବିଜେଡ଼ି ସୁପ୍ରିମୋଙ୍କୁ କୃତଜ୍ଞତା ଜଣାଇଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ନାମ ଘୋଷଣା ପରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି କଳିକେଶ । ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ବିଜେଡ଼ି…
Read More...

ହିତାଧିକାରୀଙ୍କ ଭତ୍ତା ହଡ଼ପ୍‌ ଅଭିଯୋଗ କରାଯାଇଛି

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମକି ଗାଁର ବୃଦ୍ଧବୃଦ୍ଧା, ବିଧବା ଦିବ୍ୟାଙ୍ଗମାନଙ୍କ ଭତ୍ତା ଦୁର୍ନୀତି ହୋଇଥିବା ଭଳି ଭତ୍ତା ହିତାଧିକାରୀମାନେ ଏକ ସଙ୍ଗିନ ଅଭିଯୋଗ କରିଛନ୍ତି । ପାଉଥିବ ଭତ୍ତା ହିତାଧିକାରୀମାନଙ୍କ…
Read More...