Monthly Archives

January 2025

ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ଭୀମପାହାଡଠାରେ ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ବ୍ୟାଚ୍‌ର ବନ୍ଧୁମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୪୫ ବର୍ଷ ପରେ ସମସ୍ତ ବନ୍ଧୁ ଏକତ୍ରିତ ହୋଇ ଭାବ ବିହ୍ୱଳ ହୋଇପଡିଥିଲେ । ୪୫ ବର୍ଷ ତଳର
Read More...

ଭଗବାନ ବିଦ୍ୟା ମନ୍ଦିର ଖୁଜେନପାଲିରେ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଭଗବାନ ବିଦ୍ୟା ମନ୍ଦିର, ଖୁଜେନପାଲିରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁନୀଲ କୁମାର ଯୋଷୀଙ୍କ ସଭାପତିତ୍ୱରେ ଏହି ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସର୍ବ ବରିଷ୍ଠ କଳା ଶିକ୍ଷକ ସୁରେନ୍ଦ୍ର
Read More...

ସଂସଦକୁ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

ମାନ୍ୟବର ସଦସ୍ୟଗଣ,ସଂସଦର ଏହି ଅଧିବେଶନକୁ ସମ୍ବୋଧିତ କରିବା ମୋତେ ବହୁତ ଆନନ୍ଦ ଦେଇଛି ।ଦୁଇ ମାସ ପୂର୍ବେ, ଆମେ ଆମର ସମ୍ବିଧାନ ଲାଗୁ ହେବାର ୭୫ତମ ବାର୍ଷିକୀ ପାଳନ କରିଥିଲୁ ଏବଂ କିଛି ଦିନ ପୂର୍ବରୁ ଭାରତୀୟ ଗଣତନ୍ତ୍ର ଏହାର ୭୫ ବର୍ଷ ଯାତ୍ରା ସମାପ୍ତ କରିଥିଲା । ଏହା ଗଣତନ୍ତ୍ରର ଜନନୀ
Read More...

ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଜୀଙ୍କର ସମ୍ବୋଧନ ଆମ ବିକଶିତ ଭାରତ ଯାତ୍ରାର ବ୍ୟାପକ ଦୃଷ୍ଟିକୋଣକୁ ଦର୍ଶାଉଛି :…

ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଏଭଳି ଏକ ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନେ ଆଗକୁ ବଢିବାକୁ ସର୍ବୋତ୍ତମ ସୁଯୋଗ ପାଇଥାନ୍ତି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ସଂସଦର ଉଭୟ ଗୃହକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା
Read More...

ପ୍ରତିକୂଳ ବିଶ୍ୱ ପରିସ୍ଥିତି, ବୈଶ୍ୱିକ ପ୍ରତିଯୋଗିତା ଏବଂ ବଢୁଥିବା ସଂରକ୍ଷଣବାଦକୁ ଅତିକ୍ରମ କରି ଭାରତର ରପ୍ତାନି ୬…

ବୈଶ୍ୱିକ ସେବା ରପ୍ତାନିରେ ଭାରତର ଅଂଶ ୨୦୦୫ରେ ୧.୯ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୪.୩ ପ୍ରତିଶତରେ ପହଞ୍ଚିଛିପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ୫୫.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୪ର ସମାନ ଅବଧିରେ ୪୭.୨ ବିଲିୟନ
Read More...

ମୁରିବାହାଲ ଥାନା ପୁଲିସ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଛାତ୍ରଛାତ୍ରୀଙ୍କୁ ନେଇ ବିରାଟ ସଚେତନତା ପଦଯାତ୍ରା ଅନୁଷ୍ଠିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ତଥା ମୁରିବାହାଲ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡ଼ିଗ୍ରୀ ମହାବିଦ୍ୟାଳୟର ଏନଏସଏସ ବିଭାଗ,ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ତଥା
Read More...

ଗ୍ରାମ ଭିତରେ ପଶି ଜଣେ ବ୍ୟକ୍ତିକୁ ଆକ୍ରମଣ କଲା ଜଙ୍ଗଲୀ ବରାହ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମର ଭିତରକୁ ବନ୍ୟଜନ୍ତୁ ପ୍ରବେଶ କରି ଜଣେ ବ୍ୟକ୍ତିକୁ ଆକ୍ରମଣ କରିଥିବା ଜଣାପଡିଛି । ଆହତ
Read More...

ଜାତୀୟ ସଡ଼କ ସୁରକ୍ଷା ମାସ ଉଦ୍‌ଯାପନ ସମାରୋହ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଆଂଚଳିକ ପରିବହନ, ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସଡକ ସୁରକ୍ଷା ଆଇନ୍, ନିୟମ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଜିଲ୍ଲାରେ ଜାନୁଆରୀ ମାସ ବ୍ୟାପି ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା ।
Read More...

ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଘେରାଉ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ଓ କୁଆଁରମୁଣ୍ଡା ଶିଳ୍ପାଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା, ଆଞ୍ଚଳିକ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ରାଉରକେଲା କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି କରିବା, କଲୁଙ୍ଗା ରେଲୱେ ସାଇଡିଂରେ ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ
Read More...

ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ବେଦବ୍ୟାସ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ଓ ଲାୟନ୍ସ କ୍ଲବ ରାଉରକେଲା ବେଦବ୍ୟାସ ଗ୍ରେଟରର ମିଳିତ ଆନୁକୂଲ୍ୟ ତଥା ବରିଷ୍ଠ
Read More...