Monthly Archives

June 2026

ଯୌତୁକ ନିର୍ଯ୍ୟାତନା ଦେବା ସହ ହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ସାଜିଲା ନର ରାକ୍ଷାସ । ୨ ବର୍ଷର ପ୍ରେମ ସମ୍ପର୍କକୁ ଭୁଲିଗଲା ଅର୍ଥ ପିପାସୁ ସ୍ୱାମୀ । ଜନ୍ମଦିନରେ ସ୍ତ୍ରୀକୁ ଅତି ନିର୍ମମ ଭାବରେ ମାଡ଼ ମାରିବା ସହ ହତ୍ୟା କରିଥିବାର ଅଭିଯୋଗ ଆଣିଛନ୍ତି ଝିଅର ବାପା ମା' ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି
Read More...

ଅନ୍ନପୂର୍ଣ୍ଣା ସେବା ଅଭିଯାନରେ ୭୦୦ ଜଣଙ୍କୁ ଭୋଜନ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ପରିଚାଳିତ ‘ଅନ୍ନପୂର୍ଣ୍ଣା’ ସେବା କାର୍ଯ୍ୟକ୍ରମ ଅନ୍ତର୍ଗତ ରବିବାର ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍) ପରିସରରେ ପ୍ରାୟ ୭୦୦ ଜଣ ରୋଗୀ, ସେମାନଙ୍କ ସମ୍ପର୍କୀୟ ଏବଂ ଅନ୍ୟାନ୍ୟ ଆବଶ୍ୟକତା ମନ୍ଦ ଲୋକଙ୍କୁ ଭାତ,
Read More...

କଣ୍ଟାବାଞ୍ଜି-ତୁରେକେଲା ରେଳ ଲାଇନ୍ ନିକଟରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜିରୁ ତୁରେକେଲା ରେଳ ଲାଇନ୍ ରାସ୍ତା କଡ଼ରେ ଥିବା ଏକ ଶାଗୁଆନ ଗଛରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତିରୁ
Read More...

ଜୟପାଟଣା ଥାନାରେ ବଡ଼ କାର୍ଯ୍ୟାନୁଷ୍ଠାନ : ହୋମଗାର୍ଡ ପବିତ୍ର ମୋହନ ନିଲମ୍ବିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ବିଭାଗରେ ଦେଖିବାକୁ ମିଳିଛି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ । ଜୟପାଟଣା ଥାନାର ହୋମଗାର୍ଡ ପବିତ୍ର ମୋହନଙ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ କରିଛନ୍ତି କଳାହାଣ୍ଡି ଅତିରିକ୍ତ ଏସପି ଏହା ସହ ତାଙ୍କ ଉପରେ
Read More...

ଭାରତ ବିକାଶ ପରିଷଦ ସୋନପୁର ଶାଖାର କର୍ମଶାଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଭାରତ ବିକାଶ ପରିଷଦ ପଶ୍ଚିମ ପ୍ରାନ୍ତ ପକ୍ଷରୁ ପଲିଟେକନିକ୍ ସ୍ଥିତ କନଫରେନ୍ସ ହଲ୍ ଠାରେ ଏକ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଯୋଗ ଦେଇ କହିଥିଲେ ଏହି
Read More...

ପଣ୍ଡରାମାଳି ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ମହାକେନ୍ଦ୍ର ପଣ୍ଡରାମାଳି ସମାଜର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମା' ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ପରେ ସମାଜର ସଭାପତି ରଞ୍ଜନ ମହଲାଙ୍କ ସଭାପତିତ୍ୱରେ ବୈଠକ
Read More...

କ୍ରୀଡା ଶିକ୍ଷୟିତ୍ରୀଙ୍କ ଅବସର ଗ୍ରହଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପିଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ଶ୍ରୀମତୀ ନୀଳିମା ରାଣୀ ମହାନ୍ତିଙ୍କ ଅବସର ଗ୍ରହଣ ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଏକ ଭାବବିହ୍ୱଳ ବିଦାୟୀ ସମାରୋହ ଆୟୋଜିତ ହୋଇଥିଲା । ଏହି ଅବସରରେ ବିଦ୍ୟାଳୟର
Read More...

ଢାବା ଓ ବେଆଇନ ମଦ ବିକ୍ରି କେନ୍ଦ୍ରରେ ପୁଲିସର ଚଢ଼ାଉ : ଦୁଇ ଅଭିଯୁକ୍ତ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପୁଲିସ ପକ୍ଷରୁ ବେଆଇନ ମଦ ବିକ୍ରି ଓ ମହଜୁଦ ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅନ୍ତର୍ଗତ ଶନିବାର ଦୁଇଟି ପୃଥକ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ
Read More...

ସୁଲଭ ଋଣ ଏବଂ ସାମାଜିକ ସୁରକ୍ଷା ମାଧ୍ୟମରେ ଉଠା ଦୋକାନୀମାନଙ୍କୁ ସଶକ୍ତ କରିବାର ଛଅ ବର୍ଷ ପୂରଣ କଲା ପିଏମ୍ ସ୍ୱନିଧି

• ଆସାମ, ମିଜୋରାମ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶର ହିତାଧିକାରୀମାନଙ୍କ ଉପସ୍ଥିତିରେ ତ୍ରିପୁରାର ଅଗରତାଲାଠାରେ ପିଏମ୍‍ ସ୍ୱନିଧି ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମନୋହର ଲାଲ;• ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କ ହାରାହାରି ବାର୍ଷିକ ଆୟରେ
Read More...

ସିବିସି ଭୁବନେଶ୍ୱର ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ସୁସ୍ଥ ଭାରତ ପାଇଁ ତମାଖୁମୁକ୍ତ ଜୀବନଶୈଳୀ ଭୁବନେଶ୍ୱର, (ପିଆଇବି) : ବିଶ୍ୱ ତମାଖୁ ବର୍ଜନ ଦିବସ ୨୦୨୬ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱର ପକ୍ଷରୁ ଜେନେସିସ ହିଲିଂ ସେଣ୍ଟର, ଭୁବନେଶ୍ୱରଠାରେ ତମାଖୁ ସେବନର କୁପ୍ରଭାବ
Read More...