Monthly Archives

February 2024

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ରବିବାରଠାରୁ ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ନାଟବାଦୀ-ନାଟଯାତ୍ରାରେ ସମ୍ବଲପୁର, ବରଗଡ଼, ସୋନପୁର ଓ ବଲାଙ୍ଗିରର ୭ଟି କୋଶଲି ନାଟକ ପ୍ରଦର୍ଶିତ ହୋଇଥିବା ବେଳେ
Read More...

କପିଲାଭଟାରେ ମୋ ବ୍ୟାଙ୍କ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର କପିଲାଭଟା ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରଠାରେ ମୋ ବ୍ୟାଙ୍କ ଉଦ୍‌ଘାଟିତ ହୋଇଯାଇଛି । ସାରା ଓଡ଼ିଶାରେ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ବ୍ୟାଙ୍କଙ୍କୁ
Read More...

ଜୟପାଟଣାରେ ରାଷ୍ଟ୍ର ଜାଗରଣ ଅଭିଯାନ : ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ଗାୟତ୍ରୀ ଶକ୍ତି ପୀଠଠାରେ ଆୟୋଜିତ ହେବାକୁ ଥିବା ରାଷ୍ଟ୍ର ଜାଗରଣ ଅଭିଯାନ ଅନ୍ତର୍ଗତ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞର ଶୁଭାରମ୍ଭ ହୋଇଯାଇଛି । ଗୁରୁବାର ଶତାଧିକ ଧର୍ମପରାୟଣ ମହିଳା ସ୍ଥାନୀୟ ପୁଷ୍କରିଣୀରୁ ଏକ ସୁସଜ୍ଜିତ ପଟୁଆରରେ ପବିତ୍ର ଜଳ
Read More...

ସ୍କୁଲ ଖୋଲିବା ଦାବିରେ ଏସୟୁସିଆଇ କମ୍ୟୁନିଷ୍ଟର ବିକ୍ଷୋଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଲଖାରପଦର, ଭତ୍ରାପାଲି, ମଧୁପୁର, ବରପାଲିପଡା ଗ୍ରାମର ସ୍କୁଲ ସହ ବ୍ଲକର ବିଭିନ୍ନ ଗ୍ରାମରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ଦାବିରେ ଏସ୍‌ୟୁସିଆଇ(କମ୍ୟୁନିଷ୍ଟ) ଗୁଡଭେଲା ଶାଖା ପକ୍ଷରୁ ବିଇଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରଠାରେ ସେବା ନିବୃତ୍ତ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ କର୍ମଚାରୀ କେଶବ ଚନ୍ଦ୍ର ସାହୁଙ୍କୁ ସେବା ନିବୃତ୍ତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୀର୍ଘ ଚାରି ଦଶନ୍ଧି ଧରି ୧୯୮୨ ମସିହା ଠାରୁ ନିରନ୍ତର ଏଠାରେ ନିଜର କର୍ମ ସାଧନା ଦେଇ ଥିବାରୁ ମହାବିଦ୍ୟାଳୟ ତରଫରୁ ତାଙ୍କୁ
Read More...

ଅଜଣା ଗାଡ଼ି ଧକ୍କାରେ ଯୁବକ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଗୁରୁତର ହୋଇ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଆଜି ସଂଧ୍ୟାରେ ତରଭା ଥାନା ଅନ୍ତର୍ଗତ ବୁଦେଲବାହାଲି ଗାଁର ଦିଲୀପ ଝାଙ୍କର(୩୫) କୌଣସି କାମରେ ବାଇକ୍‌ ଯୋଗେ
Read More...

ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଲା ବାଇକ୍‌, ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରସାମ୍ୟ ହରାଇ ଚାଷ ଜମିକୁ ପଶିଯାଇଛି ଏକ ବାଇକ୍‌ । ଏଥିରେ ଆରୋହୀ ଜଣକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତରଭା ଥାନା ଅନ୍ତର୍ଗତ ସିଂହାରୀ ଗାଁର ବବଲୁ ଦୀପ(୧୮) କୌଣସି କାମରେ ବାଇକ୍‌ ଯୋଗେ ଚାରଭଟା ଯାଇ ଫେରୁଥିବା ବେଳେ ବରମୁଣ୍ଡା ଗାଁ
Read More...

ଗନ୍ଧମାର୍ଦ୍ଦନ ଶିିଳ୍ପତାଲିମ୍‌ କେନ୍ଦ୍ରଠାରେ ଝିଅମାନଙ୍କୁ ଅଗ୍ନିବୀର ଉପରେ ୫ ଦିନିଆ ତାଲିମ ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିକା ସମାଜରେ ଝିଅମାନେ ବି ପୁଅମାନଙ୍କ ଠୁ କମ୍‌ ନୁହଁନ୍ତି । ସେମାନେ ବି ଦେଶ ମାତୃକାର ସେବା କରିବା ପାଇଁ ଆଗେଇ ଆସୁଥିବା ବେଳେ ବଲାଙ୍ଗିର ସହର ସ୍ଥିତ ଗନ୍ଧମାର୍ଦ୍ଦନ ଶିିଳ୍ପତାଲିମ୍‌ କେନ୍ଦ୍ରଠାରେ ଦେଶ ସେବା କ୍ଷେତ୍ରରେ ନିୟୋଜିତ ହେବା ପାଇଁ ସେମାନଙ୍କ
Read More...

ପ୍ରଧାନ ଶିକ୍ଷକ ଗୁଣନିଧି ମେହେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତୁରେକେଲା କ୍ଲଷ୍ଟର ଅଧିନରେ ଥିବା ବୁଢ଼ୀ ବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁଣନିଧି ମେହେର ଅବସର ଗ୍ରହଣ କରିବା ଅବସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଭାରେ ଜୟନ୍ତ କୁମାର ପ୍ରଧାନ,
Read More...

ବଲାଙ୍ଗିରରେ ବସୁଧା ଯୋଜନାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ବସୁଧା ଯୋଜନାର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍‌ଚୁଆଲ୍‌ ମୋଡ଼୍‌ରେ ଉଦ୍‌ଘାଟିତ ହୋଇଥିବା ଏହି ପ୍ରକଳ୍ପ ବଲାଙ୍ଗିର ସହରର ପ୍ରତ୍ୟେକ ପଡ଼ାକୁ ୨୪ ଘଂଟା ପିଇବା ପାଣି ଯୋଗାଇବାରେ ବିଶେଷ ସହାୟକ ହେବ ବୋଲି ବଲାଙ୍ଗିର
Read More...