Monthly Archives

February 2023

ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟ କୁମାର ବାଗଙ୍କ ସଫଳତାର ସହ ଚାକିରୀ କାଳ ସମାପ୍ତ ହୋଇଥିବା ବେଳେ ଆଜି ଏହି ଅବସରରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା
Read More...

ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ସ୍ଥିତ ସାତ ମହଲାର ସମ୍ମିଳନୀ କକ୍ଷ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ହସପିଟାଲରେ କାର୍ଯ୍ୟରତ ଥିବା ଆସିଷ୍ଟାଣ୍ଟ ନର୍ସିଂ ସୁପରିଟେଣ୍ଡେଣ୍ଟ ଭବାନୀ ବାଳା
Read More...

ବିଶିଷ୍ଟ କଥାକାର ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସେକ୍ଟର -୫ ସ୍ଥିତ ଶ୍ରୀଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଥାକାର ପଦ୍ମଭୂଷଣ ମନୋଜ ଦାସଙ୍କ ୮୯ତମ ଜୟନ୍ତୀ ପାଳନ ଉପଲକ୍ଷେ "ଚେତନାର ଉତ୍ତରଣ -ମନୋଜ ଦାସଙ୍କ କଥା ସାହିତ୍ୟର ଏକ ଆକଳନ" ଶୀର୍ଷକ ଆଲୋଚନାଚକ୍ର
Read More...

ମାଲପଡାରେ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିଲେ : ଧରିଲା ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କଫ୍‌ ସିରଫ୍‌ ଚୋରା ଚାଲାଣ ମାମାଲା ବଢି ବଢି ଚାଲିଥିବା ବେଳେ ଆଜି ସହରର ମାଲପଡାରେ ଏକ କିରାଣା ଦୋକାନରେ ଅବୈଧ ଭାବରେ କଫ୍‌ ସିରଫ୍‌ ବିକୁଥିବା ସମୟରେ ବଲାଙ୍ଗିର ଟାଉନ ପୁଲିସ ଚଢାଉ କରି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କୁ
Read More...

ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା କଳାହାଣ୍ଡି, (ପି.କେ. ସାହୁ) : ଆଜି ଭବାନୀପାଟଣା ଟାଉନ୍ ହଲଠାରେ ଜିଲ୍ଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ
Read More...

ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଉଦ୍‌ଯାପିତ

କଳାହାଣ୍ଡି, (ପି.କେ. ସାହୁ) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଏବଂ ମିଶନ ଲାଇଫ ଶୀର୍ଷକ ଦୁଇଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ
Read More...

ତେନ୍ତୁଳିମୁଣ୍ଡା ଦୁଇ ନମ୍ବର ଅଙ୍ଗନୱାଡି ସେଣ୍ଟରରୁ ତାଲା ଭାଙ୍ଗି ଚୋରି

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ଥାନା ଅନ୍ତର୍ଗତ ତେନ୍ତୁଳିମୁଣ୍ଡା ଗ୍ରାମରେ ଥିବା ୨ ନମ୍ବର ଅଙ୍ଗନୱାଡି ସେଣ୍ଟରରୁ ଚୋର ମାନେ ତାଲା ଭାଙ୍ଗି ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ସେଣ୍ଟରର ହେଲପର ଶକୁନ୍ତଳା ନାଗ
Read More...

ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ୍‌ଙ୍କ ୯ମ ଓଡିଶା ଏନ୍‌ସିସି ବାଟାଲିୟନ ଓ ସିଏସ୍‌ଡ଼ି କ୍ୟାଣ୍ଟିନ୍ ଗ୍ରସ୍ତ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ସାଂସଦ ତଥା ଭାରତର ରକ୍ଷା ସ୍ଥାୟୀ ସମିତିର ଅଧ୍ୟକ୍ଷ ଜୁଏଲ୍‌ ଓରାମ୍‌ଙ୍କ ରାଉରକେଲା ଗସ୍ତ ଅବସରରେ ରାଉରକେଲା ପୂର୍ବତନ ସୈନିକ ସଂଘ ଓ ସେକ୍ଟର ୬ ସ୍ଥିତ ୯ମ ଓଡିଶା ଏନ୍‌ସିସି ବାଟାଲିୟନକୁ ବୁଲିଯାଇଥିଲେ । ସେଠାରେ ଏନ୍‌ସିସି ବାଟାଲିୟନ
Read More...

ଅନ୍ତର୍ଜାତୀୟ ବରିଷ୍ଠ କ୍ରୀଡାବିତ୍‌ଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ : ତଳେ ଶୋଇ ହେଲେ ଚିକିତ୍ସିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତର୍ଜାତୀୟ ବରିଷ୍ଠ କ୍ରୀଡାବିତ୍‌ଙ୍କୁ ହସ୍ପିଟାଲରେ ମିଳିଲାନି ବେଡ୍ । ତଳେ ଶୋଇ ହେଲେ ଚିକିତ୍ସିତ । ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନଜର ଆସିଛି ଏଭଳି ଦୃଶ୍ୟ । ହକି ଖେଳାଳୀ ସୁଶ୍ରୀ ଆନନ୍ଦିନୀ ଦର୍ଜୀଙ୍କୁ ହସ୍ପିଟାଲ ବାରଣ୍ଡା ଚଟାଣରେ ରଖି
Read More...

ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଉଦ୍ୟମରେ ଉପର ଲାନ୍ଥ ପ୍ରକଳ୍ପ ବଜେଟରେ ପାସ୍

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଘାଗୁର୍ଲି ପଞ୍ଚାୟତ ଅଧିନରେ ଥିବା ଉପର ଲାନ୍ଥ ଜଳସେଚନ ପ୍ରକଳ୍ପ ପାଇଁ ୨୫ ବର୍ଷରୁ ଅଞ୍ଚଳବାସୀ ଦାବୀ କରିଆସୁଥିଲେ । କିନ୍ତୁ ତାହା କେବଳ ଆଶା ହୋଇ ରହିଥିବା ବେଳେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର
Read More...