Monthly Archives

January 2024

ମୁରିବାହାଲରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଶ୍ରୀରାମ ମନ୍ଦିର ନିର୍ମାଣ କମିଟି ଆନୁକୂଲ୍ୟରେ ବୁଧବାର ବଜରଙ୍ଗ ଦଳ, ବିଶ୍ଵ ହିନ୍ଦୁ ପରିଷଦ, ସମସ୍ତ ହିନ୍ଦୁ ଭାଇ ତଥା ମୁରିବାହାଲ ଗ୍ରାମ ପଞ୍ଚାୟତର ଜନସାଧାରଣ ତଥା ମୁରିବାହାଲର ବ୍ଲକ, ବସ୍ତି, ଭୋଇପଡା, ଘଣ୍ଟବାହାଲ, ବନବାହାଲ୍ ଓ ଯମୁନା ଗ୍ରାମର
Read More...

ସ୍ନାତକୋତ୍ତର ଭାଷା ବିଜ୍ଞାନ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଭାଷା ସମ୍ପର୍କିତ ଆନ୍ତର୍ଜାତିକ ସ୍ତରର ଏକ ଆଲୋଚନାଚକ୍ର…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ସରକାରଙ୍କ "ନୂଆ-ଓ" ପକ୍ଷରୁ ନିଆ ହୋଇଥିବା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ତୃତୀୟ ପର୍ଯ୍ୟାୟର ଆଜି ଅନ୍ତିମ ଦିନରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଭାଷା ବିଜ୍ଞାନ ପକ୍ଷରୁ ଦକ୍ଷିଣ ଓଡ଼ିଶାର ଭାଷା ସମ୍ପର୍କିତ ଆନ୍ତର୍ଜାତିକ
Read More...

ହୁମ୍ବର ଗ୍ରାମରେ ଯଜ୍ଞ-ପ୍ରତିଷ୍ଠାତ୍ସୋବ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ହୁମ୍ବର ଗ୍ରାମରେ ଶ୍ରୀ ଶ୍ରୀ ଷଢ଼ଭୂଜ ଗୌରାଙ୍ଗ ଓ ନିତାଇ ଗୌର ବିଗ୍ରହ, ପାର୍ଶ୍ୱ ଦେବଦେବୀଙ୍କ ବିଗ୍ରହ ଏବଂ ନବନିର୍ମିତ ମନ୍ଦିର ଯଜ୍ଞ-ପ୍ରତିଷ୍ଠାତ୍ସୋବ ବୁଧବାର ପରିସମାପ୍ତି ଘଟିଛି । ବିଗ୍ରହମାନଙ୍କୁ ପ୍ରାଣ-ପ୍ରତିଷ୍ଠା
Read More...

ମୁରିବାହାଲ ବ୍ଲକସ୍ତରୀୟ ସଂଶାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସୂଚନା ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ଅନ୍ତର୍ଗତ ମୁରିବାହାଲ ବ୍ଲକ ପ୍ରଶାସନ ଓ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ବ୍ଲକସ୍ତରୀୟ ସଂଶାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ତା.୨୪/୦୧/୨୦୨୪ରିଖ ଏବଂ ତା.୩୦/୦୧/୨୦୨୪ରିଖ ଦୁଇଦିନ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହୋମିଓପାଥି ଚିକିତ୍ସା ଅଧିକାରୀ ଡା. ଶୋଭାରାଣୀ ନାୟକ ଅବସର ଗ୍ରହଣ କରିଛନ୍ତି । ତାଙ୍କର ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ଡା. ଅଶୋକ କୁମାର ସେଠୀ ସଭାପତିତ୍ୱ କରିଥିଲେ । ଡା. ଲକ୍ଷ୍ମୀପ୍ରିୟା ସେଠୀ, ଡା. ସିବାଶିଷ ତ୍ରିପାଠୀ,
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ୬୩ତମ ବାର୍ଷିକ ଉତ୍ସବ ପାଳନ

ଜୀବନର ଲକ୍ଷକୁ ସ୍ଥିର କରି ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନିଅ : ମନ୍ତ୍ରୀ ସାରଦା ନାୟକ ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତ୍ୟେକ ଛାତ୍ର ନିଜ ଜୌବନର ଲକ୍ଷ୍ୟକୁ ସ୍ଥିର କରି ସେହି ଅନୁସାରେ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନିଅ । ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଉପଲକ୍ଷେ ବଲାଙ୍ଗିର ଗାନ୍ଧୀ ପାଠାଗାର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ସଂଘର ସଭ୍ୟମାନଙ୍କ ଉପସ୍ଥିତିରେ ପ୍ରଦୀପ
Read More...

ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ମାର୍ଚ୍ଚ ମାସରେ ହେବାକୁ ଥିବା ଖଣ୍ଡାୟତ କ୍ଷତ୍ରୀୟ ମହାସଭାର ରାଜ୍ୟ ସମ୍ମିଳନୀ ପାଇଁ ସେକ୍ଟର ୩ ଖଡ୍ଗ ଭବନଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାସଭାର ଉପ ସଭାପତି ସୁରେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ
Read More...

ବିଜେପି ମୁଖପାତ୍ର ପ୍ରଦୀପ ପୁରୋହିତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ବିଜେପି ରାଜ୍ୟ ମୁଖପାତ୍ର ଭାବେ ମନୋନୀତ ହୋଇଛନ୍ତି । ଏହି ଖବର ଶୁଣିଲା ପରେ ପଦ୍ମପୁର ବିଜେପି ମହଲରେ ଖୁସିର ଲହରୀ ଖେଳିଯାଇଛି । ବିଜେପିର ପଦାଧିକାରୀ, ନିର୍ବାଚିତ
Read More...

ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ଉଦ୍‌ଯାପନୀ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ରବିନ୍ଦ୍ର କୁମାର ଜେନା
Read More...