Monthly Archives

September 2022

ଘରେ ପଶି ଚୋରି ଅଭିଯୋଗ : ୨ ଅଟକ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଶିବାଜୀନଗର ସ୍ଥିତ ବିବେକାନନ୍ଦ ରାୟଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଘରେ ପଶି ଚୋରମାନେ ପ୍ରାୟ ୨ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରି ନେଇଥିବା ସମ୍ପର୍କରେ ସେ ବୁଧବାର କଣ୍ଟାବାଞ୍ଜି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ
Read More...

୧୦ ଶ୍ରମିକ ଉଦ୍ଧାର, ୨ ଗିରଫ

ତୁରେକେଲା, (କୈଳାଶ ସଗ୍ରିଆ) : ବେଆଇନ ଭାବେ ରାଜ୍ୟ ବାହାରକୁ ଚାଳାଣ ହେଉଥିବା ୧୦ ଜଣ ଦାଦନ ଶ୍ରମିକଙ୍କୁ ତୁରେକେଲା ଥାନା ପୋଲିସ ଉଦ୍ଧାର କରିଛି । ଏମାନଙ୍କୁ ଚାଳାଣ କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୨ ଜଣ ହେଲେ ଝରଣୀ ଗାଁର ସର୍ଦ୍ଦାର ସଞ୍ଜିବ ବଚ୍ଛା ଏବଂ ତାଙ୍କ
Read More...

ହାତୀସରାରେ ଲୋକକଳା ମହୋତ୍ସବ ଆସନ୍ତା ୩ରୁ

ଦେଓଗାଁ, (କେପିଏନ୍‌ଏସ୍‌) : ଆସନ୍ତା ୩ରୁ ୫ ତାରିଖ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ ହାତୀସରା ଗାଁରେ ଲୋକକଳା ମହୋତ୍ସବ ଆୟୋଜିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଆୟୋଜକ ହରିଜନ ଆଦିବାସୀ ଯୁବକ ସଂଗଠନ ଓ ଲୋକକଳା ମହୋତ୍ସବ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ବୁଗୁଡ଼ା/ଭଞ୍ଜନଗର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ବୁଗୁଡ଼ା ଜଳସେଚନ ବିଭାଗ(ବାଘୁଆ ପ୍ରକଳ୍ପ)ର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଘରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଶୁକ୍ରବାର ବାଘୁଆ ପ୍ରକଳ୍ପର ସହକାରୀ ନିର୍ବାହୀଯନ୍ତ୍ରୀ ବିଷ୍ଣୁ ଚରଣ ସାହୁଙ୍କ ବାସଭବନ ଓ
Read More...

ଖପ୍ରାଖୋଲରେ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ବୈଠକ

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ଥାନୀୟ ଖପ୍ରାଖୋଲ ବ୍ଲକ କୃଷକ ଉତ୍ପାଦକ କମ୍ପାନୀ କାର୍ଯ୍ୟାଳୟ ପରିସରରେ କମ୍ପାନୀର ବାର୍ଷିକ ସଭା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ସିଇଓ ଗଣେଶ ବାନଛୋର୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବ୍ଲକ କୃଷି ଅଧିକାରୀ ଡ଼ମୁରୁଧର ମେହେର,
Read More...

ଅଙ୍ଗଶ୍ରୀ ଅଳଙ୍କାର ଦୋକାନର ଛାତ ଟିଣ କାଟି ରୂପା ଗହଣା ଚୋରି ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ପାଉ ପାଉ ସମଲେଶ୍ୱରୀ ମନ୍ଦିର ରାସ୍ତା ମୁୁଖ୍ୟ ବଜାରର ଅଙ୍ଗଶ୍ରୀ ଅଳଙ୍କାର ଦୋକାନରେ ଚୋରମାନେ କଳା କନା ବୁଲାଇଛନ୍ତି । ଦୋକାନର ଛାତ ଟିଣ ଫାଡି ଚୋରି କରାଯାଥିବା ସ୍ପଷ୍ଟ ଜଣା ପଡୁଥିବା ବେଳେ ଚୋରି ସାମଗ୍ରୀ ପ୍ରାୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ
Read More...

ଲୋଇସିଂହା ଥାନାରେ ୭ ବର୍ଷ ପରେ ଜଣେ ଦୋଷୀ ଧରାପଡିଥିବା ନେଇ ବଲାଙ୍ଗିର ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ଥାନାରେ ୭ ବର୍ଷ ପରେ ଜଣେ ଦୋଷୀ ଧରାପଡିଥିବା ନେଇ ବଲାଙ୍ଗିର ଏସ୍‌ପି ନିତିନ କୁଶଲକର ଆଜି ସୂଚନା ଦେଇଛନ୍ତି । ଏସ୍‌ପିଙ୍କ ସୂଚନା ଅନୁସାରେ ଲୋଇସିଂହା ଥାନା ଆଇ.ପି.ସି.୨୪.୦୩.୨୦୧୫ ୟୁ/ ଏସ୍‌ ୩୪୧/୨୯୪/୩୦୭/୩୨୩/୫୦୬/୩୪ ମାମଲା ନମ୍ବର ୬୧ରେ
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ କପିଲବାହାଲ ଗ୍ରାମରେ ଜନ ଶୁଣାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ଵାରା ପ୍ରଭାବିତ ଲୋଇସିଂହା ବ୍ଲକର ରେଙ୍ଗାଲି ଗ୍ରାମ ପଂଚାୟତ ଅନ୍ତର୍ଗତ କପିଲବାହାଲ ଗ୍ରାମଠାରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ
Read More...

ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲରେ ବ୍ଲକସ୍ତରୀୟ ବିଜ୍ଞାନ ସେମିନାର ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସେମିନାରରେ ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଏହି ସେମିନାର କାର୍ଯ୍ୟକ୍ରମରେ ପାଇକମାଲ ବ୍ଲକର ୧୮ଟି
Read More...

ବୁଣାକାରଙ୍କୁ ପରିଚୟ ପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବ୍ଲକ ସ୍ଥିତ ଚନ୍ଦନଭାଟି କଲ୍ୟାଣ ମଣ୍ଡପ ଠାରେ ଓଡିଶା ଜୀବିକା ମିଶନ ଦ୍ୱାରା ଆୟୋଜିତ ଏକ ବୁଣାକାର ସମ୍ମିଳନୀରେ ବୁଣାକାରମାନଙ୍କୁ ପରିଚୟ ପତ୍ର ଏବଂ ଚେକ୍‌ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।
Read More...