Monthly Archives

March 2021

୪୫ ବର୍ଷ ଏବଂ ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ୍‌ ଟୀକାକରଣ ଏପ୍ରିଲ ୧ରୁ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪୫ ବର୍ଷ ଏବଂ ତା’ ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପାଇଁ କୋଭିଡ୍‌ ଟୀକାକରଣ ଏପ୍ରିଲ୍‌ ୧ରୁ ଆରମ୍ଭ ହେବ । ଏଥିପାଇଁ ଜିଲ୍ଲା ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ଯଥା- ଉଠା ଦୋକାନୀ, ମାଛ ମାଂସ
Read More...

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଦ୍ୱାରା ସ୍ୱୟଂ ସହାୟକ ବ୍ଲକ ଓ ଜିଲ୍ଲା ସ୍ତରୀୟ ଫେଡେରେସନ୍‌ ପ୍ରେସିଡେଣ୍ଟ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଟ୍ରେନିଂ ସେଣ୍ଟର କକ୍ଷରେ ଜିଲ୍ଲା ସ୍ତରୀୟ ଫେଡେରେସନ୍‌ ପ୍ରେସିଡେଣ୍ଟ, ସେକ୍ରେଟେରୀ ଓ ଆଗୁଆ ମେମ୍ବର ମାନଙ୍କୁ ନେଇ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଗତ ତା.୩୧.୦୩.୨୦୨୧ରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ
Read More...

କରୋନା ସ୍ଥିତି ନେଇ ଗଞ୍ଜାମ ଜିଲାପାଳଙ୍କ ବୈଠକ : ପ୍ରତି ବ୍ଲକ ଓ ଏନଏସିରେ ଖୋଲିବ କୋଭିଡ କଣ୍ଟ୍ରୋଲ​‌ ରୁମ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେ‌ଡ୍ଡୀ) : ମହାରାଷ୍ଟ୍ର, ଗୁଜରାଟ ସମେତ ଅନ୍ୟ କେତେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ବୃଦ୍ଧି ପାଇବାର ଦେଖାଦେଇଛି । ମହାରାଷ୍ଟ୍ର, ଗୁଜୁରାଟ ଭଳି ପଡୋଶୀ ରାଜ୍ୟରେ କରୋନାର ଲହରୀ ବୃଦ୍ଧି ପରିଲିଖିତ
Read More...

ପ୍ରଫୁଲ୍ଲ କୁମାର ଭୋଇଙ୍କ ବିଦାୟକାଳୀନ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବ୍ରାହ୍ମଣଡିହୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ କୁମାର ଭୋଇଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ ଦୟାନିଧି କୈବର୍ତ୍ତଙ୍କ ସଭାପତି‌ତ୍ୱ ଅନୁଷ୍ଠିତ ହୋଇଥିଲା । କୋଭିଡ ନିୟମ ପାଳନ ପୂର୍ବକ
Read More...

ଅଜଣା ରୋଗରେ ଆକ୍ରାନ୍ତ ରାହାସର ଚିକିତ୍ସା ପାଇଁ ଅର୍ଥସାଜିଛି ବାଧକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ /ପଞ୍ଚାୟତର କର୍ଲାଖୁଟୁନା ଗ୍ରାମର ଗରୀବ ଆଦିବାସୀ ରାହାସ ବରିହା(୪୫)ଦୀର୍ଘ ଦିନ ହେବ ଅଜଣା ପେଟ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ରାହାସ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରୁଥିଲେ ହେଲେ ସେ ଅଜଣା
Read More...

ବ୍ରାହ୍ମଣୀ ଜୋର୍‌ ଅତିରିକ୍ତ ଶ୍ରେଣୀ କୋଠରିର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବ୍ଲକ୍ ଅଧ୍ୟକ୍ଷା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ବ୍ରାହ୍ମଣୀ ଜୋର ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ କୋଠରି ନିର୍ମାଣ ପାଇଁ ବ୍ଳକ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ
Read More...

ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସାହାଜପିଟା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ବିଶିଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ
Read More...

‌ସ୍ୱାଗତ ସମ୍ବର୍ଦ୍ଧନା ଓ ଆଚାର୍ୟ୍ୟ ବିକାଶ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସର‌ସ୍ୱତୀ ଶିଶୁମନ୍ଦିର ପରିସରରେ ନୂତନ ପରିଚାଳନା ସମିତି ସଦସ୍ୟଙ୍କୁ ‌ସ୍ୱାଗତ ସମ୍ବର୍ଦ୍ଧନା ଓ ଆଚାର୍ୟ୍ୟ ବିକାଶ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନାଚାର୍ୟ୍ୟ ସାନନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ ଓ ସଭାକାର୍ୟ୍ୟ ପରିଚାଳନା
Read More...

ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ମଣ୍ତଳ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଜଗଦଳପୁର ମଣ୍ଡଳର ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ନିଲଜୀପତ୍ରା ଛକ ଠାରେ ଜଗଦଲପୁର ମଣ୍ଡଳ ସଭାପତି ହରେକୃଷ୍ଣ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି
Read More...

ଟିଟିଲାଗଡ ବିକାଶ ସେବା ତରଫରୁ ପୁଣି ଆରମ୍ଭ ହେଲା ଫ୍ରି ସାନିଟେସନ

ଟିଟିଲାଗଡ, (ଗୌରବ ଦର୍ଜୀ) : ସମ୍ପ୍ରତ୍ତି ସାରା ଦେଶ ତଥା ଓଡ଼ିଶାରେ ମଧ୍ୟ କରୋନାର ଦ୍ଵିତୀୟ ଲହରୀ ଆରମ୍ଭ ହୋଇଯାଇଛି । ଏହି ପରପ୍ରେକ୍ଷୀରେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ସହରରେ ମଧ୍ୟ ପ୍ରତିଦିନ ବିଭିନ୍ନ ୱାର୍ଡରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ବିଗତ
Read More...