Monthly Archives

August 2020

ରାଜ୍ୟରେ ପ୍ରଥମ ଥର ଜଣେ ଡାକ୍ତରଙ୍କ ଜୀବନ ନେଲା କରୋନା

ସମ୍ବଲପୁର (ଦାମୋଦର ପଣ୍ଡା) : ରାଜ୍ୟରେ କରୋନା ପ୍ରଥମ ଥର ଜଣେ ଡାକ୍ତରଙ୍କ ଜୀବନ ନେଇଛି । ହୀରାକୁଦ ଇଏସ୍ଆଇ ଡାକ୍ତରଖାନାର ଡାକ୍ତର କୁଳମଣୀ ସୁନା କରୋନା ଆକ୍ରାନ୍ତ ହୋଇ ଗୁରୁବାର ପ୍ରାଣ ହରେଇଛନ୍ତି । ସେ ସମ୍ବଲପୁର ସହର ଷ୍ଟେସନପଡ଼ାର ମୂଳ ବାସିନ୍ଦା, ଯେଉଁ ପଡା ଏବେ କରୋନାର ହଟ୍ ସ୍ପଟ୍…
Read More...

ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ଦ୍ୱାରା ୮୭୨୨.୩୮ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବ ଅନୁମୋଦିତ

• ଏଥିରେ ବାୟୁସେନା ପାଇଁ ୧୦୬ଟି ମୌଳିକ ତାଲିମ ପ୍ରଦାନକାରୀ ବିମାନ ଅନ୍ତର୍ଭୁକ୍ତ ନୂଆଦିଲ୍ଲୀ, (ପିଆଇବି) : ଦେଶୀ କାରିଗରୀ ଜ୍ଞାନକୌଶଳରେ ସାମରିକ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ କରିବାକୁ ଭାରତୀୟ ସେନା ଗୁରୁତ୍ୱ…
Read More...

ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ଅଚଳ

ସମ୍ବଲପୁର, (ଦାମୋଦର ପଣ୍ଡା) : ଶବଦାହ ପାଇଁ ସମ୍ବଲପୁର ରାଜଘାଟରେ ଥିବା ବୈଦ୍ୟୁତିକ ଚୁଲା ରବିବାର ଅଚଳ ହୋଇଯାଇଛି, ଏହାର କଏଲ ପୋଡି ଯାଇଥିବା ବେଳେ କୋଲକାତାରୁ କମ୍ପାନୀ ମିସ୍ତ୍ରୀ ଆସିଲେ ଯାଇ କାର୍ୟ୍ୟକ୍ଷମ ହୋଇ ପାରିବ । ବର୍ତମାନ ସ୍ଥିତିରେ କେବଳ ପରିବେଶ ଦୃଷ୍ଟିରୁ ନୁହେଁ, କୋଭିଡ…
Read More...

ମଣିଷ ଓ ହାତୀ ସଂଘର୍ଷର ଅବସାନ ନିମନ୍ତେ ସରକାର ବଦ୍ଧପରିକର, କହିଲେ ପରିବେଶ ମନ୍ତ୍ରୀ

• ବିଶ୍ଵ ହସ୍ତୀ ଦିବସ ଅବ୍ୟବହିତ ପୂର୍ବରୁ ମଣିଷ ଓ ହାତୀ ଲଢେଇ ନେଇ ଜାରି କରାଗଲା ମାର୍ଗଦର୍ଶିକା ପୁସ୍ତିକା ନୂଆଦିଲ୍ଲୀ, (ପିଆଇବି) : ମଣିଷ ଓ ହାତୀ ସଂଘର୍ଷ ଏଡାଇବା ପାଇଁ ଜଙ୍ଗଲରେ ହିଁ ହାତିମାନଙ୍କୁ ଖାଇବା ଓ ପାଣି ଯୋଗାଇବା ଉପରେ ଜୋରଦାର ଉଦ୍ୟମ ହେଉଥିବା ବିଶ୍ଵ ହସ୍ତୀ ଦିବସ…
Read More...

ଗୋଟିଏ ଦିନରେ ୭,୧୯,୩୬୪ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଛି ଭାରତ

• ଏବେ ସମୁଦାୟ ପରୀକ୍ଷଣ ସଂଖ୍ୟା ୨,୪୧,୦୬,୫୩୫ ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି । ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତକାଲି ୨୪ ଘଣ୍ଟା ମଧ୍ୟରେ ୭,୧୯,୩୬୪ ନମୁନା ପରୀକ୍ଷା କରିଛି ।ଏହିଭଳି ଦୈନିକ…
Read More...

ରେଙ୍ଗାଲିଠାରେ ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ

ସମ୍ବଲପୁର(ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ନୂଆ ସିଭିଲ ଜଜ (ଜୁନିଅର ଡିଭିଜନ) ତଥା ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ ରହିଛି । ହାଇକୋର୍ଟ ଏ ସମ୍ପର୍କରେ ରେଙ୍ଗାଲିରେ ଥିବା ବିଭିନ୍ନ ବ୍ୟବସ୍ଥା ପ୍ରସଙ୍ଗରେ ଯଥାଶୀଘ୍ର ସବିଶେଷ ତଥ୍ୟ ଦାଖଲ ପାଇଁ ସମ୍ବଲପୁର ଜିଲ୍ଲା ଓ…
Read More...

କୋଭିଡ-୧୯ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ ଗଣମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାରେ ଯେଭଳି ବ୍ୟାପକ ଭାବରେ କରୋନା ବ୍ୟାପିଲାଣି ତାହା ଚିନ୍ତାର ବିଷୟ ହୋଇଥିବା ବେଳେ ସାରା ଓଡ଼ିଶାକୁ ଏହା ଗ୍ରାସ କରି…
Read More...

ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଏସପିଙ୍କୁ ଅନୁରୋଧ କଲା ଯୁବ ଯାଦବ ମହାସଭା

କଳାହାଣ୍ଡି,(କେପିଏନେସ): ସାଗବାହାଲୀ ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କୁ ଅନୁରୋଧ କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା । ସୂଚନା ମୁତାବକ କୋକସରା ଥାନା ସାଗବାହାଲୀ ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ । ରାକ୍ଷୀ ପୂର୍ଣ୍ଣିମା…
Read More...

କରୋନା ଯୋଦ୍ଧା ସମ୍ମାନିତ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ଭାରତୀୟ ମାନବ ଅଧିକାର ସଚେତନ ଆସୋସିଏସନ ଏବଂ ଜାତୀୟ ବ୍ରାହ୍ମଣ ଅଧିକାର ମଂଚର ମିଳିତ ଉଦ୍ୟମରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । ଓଡିଶା ପ୍ରଶାସନିକ ସେବା ଅଧିକାରୀ ତଥା ଜଣେ ସମାଜସେବୀ…
Read More...

ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟକୁ ନେଇ ବିରୋଧ ଓ ଅଫିସ ଘେରାଉ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) :ସଇଁନ୍ତଳା ଅଞ୍ଚଳ ଦିନକୁ ଦିନ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବାରମ୍ବାର ବିଦ୍ୟୁତ କାଟ ହେଉଛି । ଫଳରେ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେବା ସହ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ା ବାଧା ସୃଷ୍ଟି ହେଉଛି । ଅଞ୍ଚଳରେ ସ୍ବଳ୍ପ ବୃଷ୍ଟି ଯୋଗୁଁ ଚାଷୀ…
Read More...