Monthly Archives

September 2020

ଘୋଷଣା ହେଲା ଅନ୍‌ଲକ୍‌-୫ ଗାଇଡ୍‌ ଲାଇନ୍‌ : ସ୍କୁଲ୍‌, କଲେଜ୍‌ ଖୋଲିବାରେ ନୂଆ ନିୟମ

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍‌ଲକ୍‌-୫କୁ ନେଇ ନିର୍ଦ୍ଦେଶ ଜାରି କରାଯାଇଥିବା ବେଳେ ସ୍କୁଲ ଓ କଲେଜ ଖୋଲିବାକୁ ନେଇ ମଧ୍ୟ ନିୟମ ରହିଛି । ଗୃହ ମନ୍ତ୍ରଣାଳୟର ଗାଇଡ୍‌ ଲାଇନ୍‌ରେ କୁହାଯାଇଛି ଯେ, ୧୫ ଅକ୍ଟୋବରରୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ସ୍କୁଲ ଓ କଲେଜ ଖୋଲାଯାଇ
Read More...

ଡା. ଶଙ୍କର ରାମଚନ୍ଦାନୀଙ୍କ ମହାନତା : ସାଧାରଣରେ ପ୍ରସଂଶା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟକୁ ଅକ୍‌ସିଜେନ୍‌ ସିଲିଣ୍ଡର, ପଲ୍ସ ଅକ୍ସିମିଟର, ନେବୋଲାଇଜର ଏବଂ ଗ୍ଲୁକୋମିଟର ଦାନ କରିଛନ୍ତି ଡା. ଶଙ୍କର ରାମଚନ୍ଦାନୀ । ବର୍ତମାନ ଚାଲିଥିବା କରୋନା ମହାମାରୀ ସମୟରେ ଚିକିତ୍ସାଳୟ ମାନଙ୍କରେ ଅକ୍‌ସିଜେନ୍
Read More...

ସୁନାମଧନ୍ୟ ଡାକ୍ତର ସୁଶାନ୍ତ ସର୍ବ ଭାରତୀୟ ସ୍ତରରେ ସମ୍ମାନିତ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ଅବସ୍ଥିତ ପବିତ୍ର ନୃସିଂହନାଥ ମନ୍ଦିର ନିକଟରେ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନରେ ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ୟରତ
Read More...

ବାବ୍‌ରୀ ମସ୍‌ଜିଦ୍‌ ମାମଲାର ଶୁଣାଣି ଆସିବା ପରେ ପାକିସ୍ତାନ ଉଦ୍‌ଗାରିଲା ବିଷ

ନୂଆଦିଲ୍ଲୀ : ୬ ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍‌ରୀ ମସ୍‌ଜିଦ୍‌ ଭଂଗା ମାମଲାରେ ଆଜି ସିବିଆଇ ସ୍ୱତନ୍ତ୍ର ଅଦାତଲ ଶୁଣାଣି କରି ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ୍‌ କରିଥିବା ବେଳେ ପାକିସ୍ତାନ ଉଦ୍‌ଗାରିଛି ବିଷ । ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାରେ
Read More...

କବିତା : ଅସରା

ପ୍ରଦୀପ କୁମାର ପଣ୍ଡା ସବୁକିଛି ସରି ଯାଇନି ବସୁଧାରୁଯାହା ଚକିତ କରେ ଆମକୁ,ଯେମିତି ତୁମ ଆକାଶର ମେଘ । ଆକାଶର ନୀଳିମାର ବି ଏକ ପରିମାପ ଅଛି,ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଟନ । ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର ସବୁଜିମା,ଦଳେ
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଅନ୍‌ଲାଇନ୍‌ ଜିଲ୍ଲାସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ ଓ କ୍ଷୁଦ୍ର ନାଟକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସାକ୍ଷରତା ସଂଘର ସଦସ୍ୟମାନଙ୍କ ମଧ୍ୟରେ ଆଇନ ସଚେତନତା ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ, ଚିତ୍ରାଙ୍କନ ଓ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୨୫ ଟି ବିଦ୍ୟାଳୟ
Read More...

ସେଲ୍‌ଫି ଜୋନ୍‌ରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ମାମଲା : ଜିଲାପାଳଙ୍କ ଠାରେ ପ୍ରଶାସନିକ ତଦନ୍ତ ଦାବୀ କଲେ ୩ ଜଣିଆ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଭାଗୀରଥି ଛକ ସ୍ଥିତ ଆଇ ଲଭ୍‌ ବଲାଙ୍ଗିର ସେଲ୍‌ଫି ଜୋନ୍‌ରେ ହୋଇଥିବା ଦୁର୍ନୀତିର ପ୍ରଶାସନିକ ତଦନ୍ତ ଦାବୀରେ ଏକ ତିନି ଜଣିଆ କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଥିରେ ବଲାଙ୍ଗିର ୟୁଥ୍‌ ଏକ୍ସନ କମିଟିର ସଭାପତି ବିନୋଦ କୁମାର
Read More...

ପଦ୍ମପୁର ଟାଉନ ଲାଇଟ୍ ସେବାରେ ସମୟର ବ୍ୟତିକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିର ସହରବାସୀଙ୍କୁ ଟାଉନ ଲାଇଟ୍ ବା ଷ୍ଟ୍ରିଟ ଲାଇଟ୍ ସେବାରେ ଏନ୍ଏସି ଓ ବିଦ୍ୟୁତ ବିଭାଗ ଦ୍ୱାରା ସମୟର ବ୍ୟତିକ୍ରମ କରା ଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ସୂର୍ୟ୍ୟଦୟ ଓ ସୂର୍ୟ୍ୟାସ୍ତ ସମୟରେ ପରିବର୍ତ୍ତନ ଥିବା ବେଳେ ଟାଉନ
Read More...

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଶ୍ୱନାଥ ଶତପଥୀଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେ଼ମୀର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରୁଗୁଡ଼ିପଡ଼ା ବାସିନ୍ଦା ବିଶ୍ୱନାଥ ଶତପଥୀ(୮୦)ଙ୍କ ଆଜି ସଂଧ୍ୟା ୬ଟା୩୦ମି.ରେ ଦେହାନ୍ତ ହୋଇଯାଇଥିବା ବେଳେ ବଲାଙ୍ଗିର ଜିଲ୍ଲା ଶିକ୍ଷକ ଜଗତରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ ଶତପଥୀ ଜଣେ
Read More...

ନିଲମ୍ବିତ ଗୁଡଭେଲା ବିଡିଓଙ୍କୁ ନୂଆପଡା ଡେପୁଟି ଜିଲ୍ଲାପାଳ ଦାୟିତ୍ୱ : ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ସ୍ପେସିଆଲ ଅଡିଡ ଟିମ୍‌କୁ ସହେଯାଗ କରିନଥିବାରୁ ନିଳମ୍ବିତ ହୋଇଥିବା ଗୁଡଭେଲା ବ୍ଳକର ପୂର୍ବତନ ବ୍ଳକ ବିଡିଓ ବିଜ୍ଞାନ କୁମ୍ଭାରଙ୍କ ନାମରେ ପ୍ରାୟ ଦୁଇ କୋଟିରୁ ଅଧିକ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଥିବା ବେଳେ ତାଙ୍କୁ କିପରି ରାଜ୍ୟ ସରକାର ନୂଆପଡା
Read More...
error: Content is protected !!