Browsing Category
ଭଲ ଖବର
ଗତକାଲି ଦେଓଗାଁ ବ୍ଲକରେ କରୋନା ଶୂନ୍
ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ଦେଓଗାଁ ବ୍ଲକରେ କୌଣସି କରୋନା ରୋଗୀ ଚିହ୍ନଟ ହୋଇନଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।
Read More...
Read More...
ତାଙ୍କ ମୃତ୍ୟୁ ପରେ ୩ ଟି ରାଜ୍ୟରୁ ୭ ଜଣଙ୍କୁ ନୂତନ ଜୀବନ ଦେଲେ କାମିନୀ
ସୁରଟ : ସୁରଟର ଜଣେ ମହିଳାଙ୍କ ଅଙ୍ଗରୁ ପାଞ୍ଚ ଜଣ ନୂଆ ଜୀବନ ପାଇଛନ୍ତି ଏବଂ ଆଉ ଦୁଇଜଣ ଲୋକ ଉପକୃତ ହେବାକୁ ଯାଉଛନ୍ତି । ଏହି ମହିଳା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । କିନ୍ତୁ ତାଙ୍କ ହୃଦୟ ଏବେ ବି ଜଣେ ମହିଳାଙ୍କ ଛାତିରେ ଜୀବିତ ରହିଛି । ତାଙ୍କ ଫୁସଫୁସ ଅନ୍ୟ ମହିଳାଙ୍କ ରକ୍ତରେ!-->…
Read More...
Read More...
କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ବିପଦଜନକ ହେବ ନାହିଁ : ଡକ୍ଟର ଗୁଲେରିଆ
ନୂଆଦିଲ୍ଲୀ : କୋଭିଡ -୧୯ର ତୃତୀୟ ତରଙ୍ଗକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତୃତୀୟ ତରଙ୍ଗ ପିଲାମାନଙ୍କୁ ପ୍ରଭାବିତ କରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କୌଣସି ସର୍ଭେରୁ ଏଭଳି ଘଟଣା ବାହାରି!-->…
Read More...
Read More...
ଭଲ ଖବର : କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍ ପାଇଁ ସରକାର ନିର୍ଦ୍ଦେଶ ଦେଲେ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଟିକା ନୀତି ଘୋଷଣା କରିବା ପରେ କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ ଆଣ୍ଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି ଯେ, କେନ୍ଦ୍ର!-->…
Read More...
Read More...
ଟାଉନ୍ ଥାନା ଆଇଆଇସି.ଙ୍କ ପ୍ରଶଂସନୀୟ ପଦକ୍ଷେପ : ମେଡ଼ିକାଲରେ ଭର୍ତ୍ତି କଲେ ଅସହାୟ ଅସୁସ୍ଥ କୋଭିଡ୍ ରୋଗୀଙ୍କୁ
ବଲାଙ୍ଗିର, (କେପିଏନ୍ଏସ୍) : ସୁନାମଧନ୍ୟ ସାହିତ୍ୟିକ ରଘୁନାଥ ବାବୁ ଗତକାଲି ସ୍ଥାନୀୟ ରାମେଶ୍ୱର ନଗରର ଦୀର୍ଘ ୫ ଦିନ ଧରି ଜ୍ୱରରେ ପୀଡ଼ିତ ଥିବା ଦୈତାରୀ ମେହେର ନାମକ ଜଣେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ପରେ ତାଙ୍କୁ ମେଡ଼ିକାଲ୍ ସୁବିଧା ଯୋଗାଇ ଦେବାକୁ ସୋସିଆଲ୍ ମିଡ଼ିଆରେ!-->…
Read More...
Read More...
ସମାଜସେବୀଙ୍କ ଯୋଗୁଁ ମାଙ୍କଡର ଜୀବନ ବଞ୍ଚିଲା
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଦିନକୁ ଦିନ ଜଙ୍ଗଲ ଧ୍ୱଂସ ହେବାରେ ଲାଗିଛି, ଯାହା ଫଳରେ ଜୀବଜନ୍ତୁ ମାନେ ଗାଁ ମୁଁହା ହେଉଛନ୍ତି । କିଛିଦିନ ହେଲା ଗୋଟିଏ ଦଳ ମାଙ୍କଡ଼ ବ୍ରାହ୍ମଣୀ, ରଜାମରା ଓ ଜାମୁଟଝୁଲା ଗ୍ରାମକୁ ପଶି ଆସି ପନିପରିବା, ଆମ୍ବ ଆଦି ଗଛ ଗୁଡିକୁ ନଷ୍ଟ କରିବାରେ ଲାଗିଛନ୍ତି!-->…
Read More...
Read More...
କରୋନାରେ ଘରେ ସୁସ୍ଥ ହେଇଥିବା ଜଣେ କରୋନା ବିଜୟୀଙ୍କ କଥା
କଳାହାଣ୍ଡି, (ହେମନ୍ତ ସାହୁ) : ଏବେ ସାରା ବିଶ୍ୱ କରୋନାର କବଳରେ । ଭାରତରେ ଦିନକୁ ଲକ୍ଷାଧିକ କରୋନା ସଂକ୍ରମିତଙ୍କ ସଂଖ୍ୟା ନଜରକୁ ଆସୁଥିବାବେଳେ ଓଡ଼ିଶାରେ ପାଖାପାଖି ଆଠହଜାର ସଂକ୍ରମିତ ପ୍ରତିଦିନ । କରୋନା ଆକ୍ରାନ୍ତଙ୍କ ଅବସ୍ଥାକୁ ଦେଖି ଘରେ ପୃଥକବାସରେ ରହି ଚିକିତ୍ସା ପାଇଁ ପରାମର୍ଶ!-->…
Read More...
Read More...
ଚାରପାଲି ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଚାରପାଲି ଗ୍ରାମରେ ବାଜୀରାଉତ କ୍ଳବ ଆନୁକୁଲ୍ୟରେ କୋଭିଡ୍-୧୯ ଗାଇଡ ଲାଇନ ପାଳନ କରି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଜୀରାଉତ କ୍ଳବ ସଦସ୍ୟ ବୃନ୍ଦ ହାତରେ ସାନିଟାଇଜର ଓ ମାସ୍କ ଧରି ଗ୍ରାମର ପ୍ରତ୍ୟେକ ଘରକୁ!-->…
Read More...
Read More...
ପକ୍ଷୀଙ୍କ ପାଇଁ ପାଣି ପିଇବାର ବ୍ୟବସ୍ଥା କଲେ ସମାଜସେବୀ ପ୍ରତାପ ସାହୁ
ଭୁବନେଶ୍ୱର, (କେପିଏନ୍ଏସ୍) : ମହାମାରୀ କରୋନାର ଦ୍ୱିତୀୟ ଲହରରେ ଲୋକମାନେ ଏକପ୍ରକାର ତ୍ରାହି ତ୍ରାହି ଡାକୁଥିବା ବେଳେ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଦୋହଳି ଯାଇଛି । ପେଟକୁ ମୁଠାଏ ଦାନା ପାଇଁ ଡହଳ ବିକଳ ହେଉଛନ୍ତି ଗରିବ ନିରାଶ୍ରୟ ଲୋକମାନେ । ଏଥିରେ ପକ୍ଷୀମାନେ ବି ବାଦ୍!-->…
Read More...
Read More...
ଆଜିଠୁ ବରଗଡ଼ ସହରରେ ଗଡିବ ସଂକଳ୍ପ ରଥ
ବରଗଡ଼, (ନିରୋଜ କୁମାର ପାଣୀ) : କରୋନାର ଦ୍ବିତୀୟ ଲହରୀ ବର୍ତ୍ତମାନ ଦିନକୁ ଦିନ ତାର କାୟା ବିସ୍ତାର କରୁଥିବା ବେଳେ ବରଗଡ଼ ସହରରେ ମଧ୍ୟ ବେଶ ମାତ୍ରାରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଏଣୁ ଜରୁରୀକାଳୀନ ସମୟରେ ଲୋକଙ୍କୁ ଚିକତ୍ସାଲୟକୁ ପହଞ୍ଚାଇବା ପାଇଁ ଆଜିଠୁଁ ବରଗଡ଼ ସହରରେ ଆରମ୍ଭ!-->…
Read More...
Read More...
