Browsing Category

ମନୋରଞ୍ଜନ

ସଲମାନ-କ୍ୟାଟ୍ରିନାଙ୍କ ‘ଟାଇଗର ୩’ ସୁଟିଂ ପୁଣି ଆରମ୍ଭ କରିବେ, ଶେଷ ହେବ ଆଉଟ୍‌ ଡେ଼ାର୍‌ ସୁଟ୍

ମୁମ୍ବାଇ : ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଏହି ଶନିବାର ଠାରୁ ମୁମ୍ବାଇର ୟଶ ରାଜ ଫିଲ୍ମ ଷ୍ଟୁଡିଓରେ 'ଟାଇଗର ୩'ର ସୁଟିଂ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରର ଶେଷ ଆଉଟ୍‌ ଡେ଼ାର୍‌ ସୁଟ୍ ଫେବୃଆରୀ ୧୪ରୁ ନୂଆଦିଲ୍ଲୀରେ ଆରମ୍ଭ ହେବ ଏବଂ ଏହି
Read More...

‘ବଜରଙ୍ଗୀ ଭାଇଜାନ’ର ସିକ୍ୱେଲ ତିଆରି ହେବ : ସଲମାନ ଖାନ ନିଶ୍ଚିତ କଲେ

ମୁମ୍ବାଇ : ବଲିଉଡ ଅଭିନେତା ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଭଲ ଖବର ଆସିଛି । ସୁପରଷ୍ଟାର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ, ତାଙ୍କ ଚଳଚ୍ଚିତ୍ର 'ବଜରଙ୍ଗୀ ଭାଇଜାନ'ର ସିକ୍ୱେଲ ଖୁବ ଶୀଘ୍ର ଆସିବ । ବଲିଉଡର ସୁପରଷ୍ଟାର ସଲମାନ ଖାନ ପ୍ରକାଶ କରିଛନ୍ତି ଯେ, ଏହାର ସିକ୍ୱେଲ
Read More...

ମୁକ୍ତିଲାଭ କଲା ପଦ୍ମିନୀ କୋଲ୍‌ହାପୁରେଙ୍କ ଗୀତ ‘ୟେ ଗଲିୟାଁ ୟେ ଚୌବାରା’ : କଣ୍ଠଦାନ କଲେ ଅଭିନେତ୍ରୀ…

ମୁମ୍ବାଇ : 'ପ୍ରେମ୍ ରୋଗ' ଚଳଚିତ୍ରର ପଦ୍ମିନୀ କୋଲ୍‌ହାପୁରେଙ୍କ ଆଇକନିକ୍ ଗୀତ 'ୟେ ଗଲିୟାଁ ୟେ ଚୌବାରା'ର ନୂତନ ସଂସ୍କରଣ ମୁକ୍ତିଲାଭ କରିଛି । ଏହି ଗୀତଟିକୁ ଅଭିନେତ୍ରୀ ନିଜେ ତାଙ୍କ ସୁମଧୁର ସ୍ୱରରେ ଗାଇଛନ୍ତି । ପ୍ରିୟଙ୍କା ଶର୍ମାଙ୍କ ଲେବଲ୍ ୱାନ ହୃଦୟସ୍ପର୍ଶୀ ବିବାହ ସଂଗୀତ ମୁକ୍ତ
Read More...

ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ କ୍ୟାଟ୍ରିନା-ଭିକି

ମୁମ୍ବାଇ : ରାଜସ୍ଥାନ ସଓ୍ୱାଇ ମାଧୋପୁରର ସିକ୍ସ ସେନ୍ସେସ୍ ଫୋର୍ଟ ବର୍ଓ୍ୱାଡ଼ା ଠାରେ ଆସନ୍ତା ୯ ତାରିଖରେ ପାରଂପରିକ ରିତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବେ ଷ୍ଟାର୍ ଯୋଡ଼ି- କ୍ୟାଟ୍ରିନା କୈଫ୍ ଓ ଭିକି କୌଶଲ । ୭ରୁ ୯ ତାରିଖ ଯାଏଁ ରାଜକୀୟ ଅନ୍ଦାଜରେ ଚାଲିବ ଉତ୍ସବ । ସେଥିପାଇଁ ୬ରୁ
Read More...

ଜର୍ମାନୀରେ ଚିକିତ୍ସିତ ହେଉଥିବା ଫିଲ୍ମ ସୁପର୍‌ ଷ୍ଟାର୍‌ ଅନିଲ କପୁର ସେଠାରୁ ଭିଡିଓ ସେୟାର କଲେ

ମୁମ୍ବାଇ : ବଲିଉଡ ଅଭିନେତା ସୁପର୍‌ ଷ୍ଟାର୍‌ ଅନିଲ କପୁର ଅସୁସ୍ଥ ଅଛନ୍ତି, ଯେଉଁଥିପାଇଁ ସେ ଜର୍ମାନୀ ଯାଇ ସେଠାରେ ଚିକିତ୍ସିତ ହେଉଛନ୍ତି । ଜର୍ମାନୀରେ ଚିକିତ୍ସା ସମୟରେ ଅନିଲ କପୁର ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଜର୍ମାନୀ ରାସ୍ତାରେ ବୁଲୁଥିବାର
Read More...

ହେମାମାଲିନି ଏବଂ ପ୍ରସୁନ୍ ଯୋଶୀଙ୍କୁ ‘ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର’ ପୁରସ୍କାର ମିଳିବ

ନୂଆଦିଲ୍ଲୀ : ୨୦ ରୁ ୨୮ ନଭେମ୍ବର ୨୦୨୧ ପର୍ୟ୍ୟନ୍ତ ଗୋଆରେ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଅନୁଷ୍ଠିତ ହେବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଘୋଷଣା କରିଛନ୍ତି ଯେ, ନଭେମ୍ବର ୨୦ ରୁ ୨୮ ତାରିଖ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ
Read More...

ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ନିଜ ଅଫିସରେ ଦୀପାବଳି ପୂଜା ପାଇଁ ପୂଜା ଥାଳି ସହ

ମୁମ୍ବାଇ : ଦୀପାବଳି ପର୍ବ ସମସ୍ତଙ୍କ ମୁହଁରେ ଆଲୋକ ଆଣିଦେଇଛି । ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତଙ୍କ ମୁହଁରେ ମଧ୍ୟ ସମାନ ଆଲୋକ ରହିଛି । ଦୀପାବଳି ପୂଜା ପାଇଁ ପ୍ରସ୍ତୁତି ବେଳେ କଙ୍ଗନା ସୋସିଆଲ ମିଡିଆରେ ଅନେକ ଛବି ସେୟାର କରିଛନ୍ତି । ଏହି ଚିତ୍ରଗୁଡ଼ିକରେ ଅଭିନେତ୍ରୀ ହସୁଥିବା ନଜରକୁ
Read More...

ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କ ପରଲୋକ

ନୂଆଦିଲ୍ଲୀ : ଲୋକପ୍ରିୟ ଧାରାବାହିକ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ୮୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ ରୋଗାଗ୍ରସ୍ତ ଥିବା ବେଳେ ଗତକାଲି ରାତିରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଛି । ଆଜି ସକାଳେ ମୁମ୍ବାଇର
Read More...

ଆଜିଠାରୁ ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଥିବା ରାମଲୀଳା ଦୂରଦର୍ଶନ ଏବଂ ଡିଜିଟାଲ ପ୍ଲାଟଫର୍ମରେ ପ୍ରସାରିତ ହେବ

ଅଯୋଧ୍ୟା : ରାମଲୀଳା ମଙ୍ଗଳବାର ଠାରୁ ଭଗବାନ ରାମଙ୍କ ସହର ଅଯୋଧ୍ୟାରେ ମଞ୍ଚସ୍ଥ ହେବାକୁ ଯାଉଛି । ଅଯୋଧ୍ୟାରେ ଥିବା ଏହି ପ୍ରସିଦ୍ଧ ରାମଲୀଳାରେ ଫିଲ୍ମ ବ୍ୟକ୍ତିତ୍ୱମାନେ ମଧ୍ୟ ନଜରକୁ ଆସିବେ ଏବଂ ଏହା ଦୂରଦର୍ଶନ ଏବଂ ସୋସିଆଲ ମିଡିଆରେ ପ୍ରସାରିତ ହେବ । ଏଥି ସହିତ ରାମଲୀଳା ଡିଜିଟାଲ
Read More...