Browsing Category

ମନୋରଞ୍ଜନ

ଚର୍ଚ୍ଚାରେ ଅର୍ଚ୍ଚନା : ସାରା ଓଡିଶାରେ ତାଙ୍କ ସଂଗୀତର ସ୍ୱରରେ ଝୁମନ୍ତି ଦର୍ଶକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଲା ବେଳୁ ସବୁବେଳେ ମନେ ମନେ ଗୁଣୁ ଗୁଣୁ ଗୀତ ଗାଉଥିଲେ ଅର୍ଚ୍ଚନା । ମନରେ ସବୁବେଳେ ଅନକେ ଉତ୍ସାହ ରହିଥିଲା ସଂଗୀତ ଜଗତ ପାଇଁ । ଗୀତ ଶିଖାଇବା ପାଇଁ ତାଙ୍କର କେହି ଗୁରୁ ନଥିଲେ । କିନ୍ତୁ ତାଙ୍କ ମା’ଙ୍କଠୁ ନିଜ ଅଜ୍ଞାତରେ ଶିଖିଯାଇଥିଲେ ଗୀତ ଗାଇବା ।
Read More...

ଚଳଚ୍ଚିତ୍ରକୁ ଆସିବା ପୂର୍ବରୁ ମୁମ୍ବାଇ ପୋଲିସରେ ସବ୍‌-ଇନ୍ସପେକ୍ଟର ଥିଲେ ରାଜକୁମାର : ତାଙ୍କ ସ୍ୱତନ୍ତ୍ର ଶୈଳୀର…

ମୁମ୍ବାଇ : ବଲିଉଡ ଅଭିନେତା ରାଜକୁମାର ୩ ଜୁଲାଇ ୧୯୯୬ରେ ଜଗତରୁ ବିଦାୟ ନେଇଥିଲେ । ଆଜି ତାଙ୍କର ଶ୍ରାଦ୍ଧ ବାର୍ଷିକୀ । ସେ ତାଙ୍କର ବଳିଷ୍ଠ ଅଭିନୟ ସହିତ ସ୍ୱତନ୍ତ୍ର ଶୈଳୀର ସଂଳାପ ବିତରଣ ପାଇଁ ଏବେ ମଧ୍ୟ ଚଳଚ୍ଚିତ୍ର ପ୍ରେମୀଙ୍କ ଜଗତରେ ଖୁବ୍‌ ଫେମସ୍‌ । ତାଙ୍କର ସଂଳାପ ଆଜି ବି ପ୍ରସିଦ୍ଧ
Read More...

ଖୁବ୍‌ ଶୀଘ୍ର ଫିଲହାଲ୍‌-୨ ମ୍ୟୁଜିକ୍‌ ଭିଡିଓରେ ଆସିବେ ରୋମାଣ୍ଟିକ୍‌ ହିରୋ ଅକ୍ଷୟ କୁମାର

ମୁମ୍ବାଇ : ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଅକ୍ଷୟ କୁମାର ଏବଂ ଅଭିନେତ୍ରୀ ନୂପୁର ସାନନ୍‌ଙ୍କ ହିଟ୍‌ ମ୍ୟୁଜିକ୍‌ ଭିଡିଓ ଫିଲ୍‌ହାଲ୍‌ର ଦ୍ୱିତୀୟ ଭାଗ ଫିଲ୍‌ହାଲ୍‌ -୨ ଖୁବ୍‌ ଶୀଘ୍ର ଆସୁଛି । ଏ ନେଇ ଅକ୍ଷୟ କୁମାର ମ୍ୟୁଜିକ୍‌ ଭଡିଓର ଟିଜର୍‌ ରିଲିଜ ଡେଟ୍‌ ଘୋଷଣା
Read More...

ଶାହାରୁଖ ଖାନ ଦାଢ଼ି କାଟି କାମକୁ ଫେରିବାକୁ ପ୍ରସ୍ତୁତ

ମୁମ୍ବାଇ : ଶାହାରୁଖ ଖାନ ନିଜ ସ୍ୱତନ୍ତ୍ର ଶୈଳୀରେ ପ୍ରଶଂସକଙ୍କୁ ପ୍ରଭାବିତ କରିବାରେ କେବେ ବିଫଳ ହୋଇ ନାହାନ୍ତି । ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ ସ୍କ୍ରୋଲ୍ କଲେ, କିଙ୍ଗ ଖାନଙ୍କ କିଛି ଚମତ୍କାର ସେଲଫି ସାମ୍ନାକୁ ଆସେ, ଯାହା ହୃଦୟକୁ ଛୁଇଁଯାଏ । ବହୁତ ସମୟ ପରେ, ଶାହାରୁଖ
Read More...

ଅମିତାଭ ବଚ୍ଚନ ଏବଂ ଜୟାଙ୍କ ବିବାହକୁ ୪୮ ବର୍ଷ ପୂରିଲା, ବିଗ୍ ବି ସେୟାର କଲେ ବିଶେଷ ଚିତ୍ର

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନ ବିବାହର ୪୮ ବର୍ଷ ସମାପ୍ତ କରିଛନ୍ତି । ଏହି ବିଶେଷ ଅବସରରେ ବିଗ୍ ବି ସୋସିଆଲ ମିଡିଆରେ ତାଙ୍କ ବିବାହର ଏକ ଆକର୍ଷଣୀୟ ଚିତ୍ର ସେୟାର କରିଛନ୍ତି । ଯେଉଁମାନେ ତାଙ୍କୁ ଏବଂ ଜୟାଙ୍କୁ ବିବାହ ବାର୍ଷିକୀରେ
Read More...

କରୋନାରେ ଆକ୍ରାନ୍ତ ହେଲେ କଙ୍ଗନା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ କରି କଙ୍ଗନା ଏହା ସୂଚନା ଦେଇଛନ୍ତି । ନିଜର ଟେଷ୍ଟ ରିପୋର୍ଟ ଇନଷ୍ଟାଗ୍ରାମରେ ସାର୍ବଜନୀନ କରି ପଜିଟିଭ ହୋଇଛନ୍ତି ବୋଲି କଙ୍ଗନା କହିଛନ୍ତି । ତାଙ୍କୁ କିଛି ଦିନ ହେଲା ଦୁର୍ବଳତା
Read More...

ଆଜି ରିଲିଜ୍ ହେଲା ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ ‘ତେରା ସୁଟ୍‌’ ଗୀତ

ମୁ‌ମ୍ବାଇ : ଆଜି ରିଲିଜ୍ ହୋଇସାରିଛି ଟୋନି କକ୍କରଙ୍କ ମ୍ୟୁଜିକ୍ ଭିଡିଓ 'ତେରା ସୁଟ୍‌' ଗୀତ । ତେବେ ଏଥିରେ ଏକ ଜବରଦସ୍ତ ଅନ୍ଦାଜରେ ନଜର ଆସୁଛନ୍ତି ବିଗ୍‌ବସ୍ ସିଜିନ୍ ୧୪ର ଲଭ ବାର୍ଡ କୁହାଯାଉଥିବା, ଅଲି ଗନ୍ନି ଏବଂ ଜସ୍ମିନ୍ ଭାସିନ୍‌ । ଏହି ଗୀତଟି ଦର୍ଶକ ବେଶ ପସନ୍ଦ ଆସିବା ସହିତ
Read More...

ଆଜି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଜନ୍ମ ଦିନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜାହ୍ନବୀ କପୁର‌ଙ୍କ ଆଜି ୨୪ ତମ ଜ‌ନ୍ମ ଦିବସ । ସେ ହେଉଛନ୍ତି ବଲିଉଡର ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ । ଜାହ୍ନବୀ ତାଙ୍କର ପରବର୍ତ୍ତୀ ଫି‌ଲ୍ମ ‘ଶୁଭ ଭାଗ୍ୟ ଜେରୀ’ର ସୁଟିଂସେଟ୍‌ ପଞ୍ଜାବରେ ତା‌ଙ୍କର ଦଳ ସହ ୨୪ ତମ
Read More...