pakka

ଜନ୍ମାଷ୍ଟମୀ ଉପଲକ୍ଷେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କଲା ସମ୍ବଲପୁରୀ କୃଷ୍ଣ ଭଜନ ‘କେଶବ କୃଷ୍ଣ ମୂରାରୀ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଜନକ ସେଠ୍ ଅଫିସିଆଲ୍ ୟୁଟ୍ୟୁବ ଚେନାଲରେ ଏକ ସୁନ୍ଦର ସମ୍ବଲପୁରୀ କୃଷ୍ଣ ଭଜନ ‘କେଶବ କୃଷ୍ଣ ମୂରାରୀ’ ଇତି ମଧ୍ୟରେ ମୁକ୍ତିଲାଭ ହୋଇଯାଇଛି । ଗୀତଟିକୁ ଲେଖିଛନ୍ତି ଗୁଣନିଧି ଛତ୍ରିଆ, ଗୀତକୁ ସ୍ୱର ସଂଯୋଜନା କରିଛନ୍ତି ଜନକ ସେଠ୍ ଏବଂ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶ୍ରୀରାମ ଲୁହାର୍ । ଏହି ସୁନ୍ଦର ସମଲପୁରୀ ଭଜନର ପ୍ରଯୋଜକ ହେଉଛନ୍ତି ସରୋଜ ଛତ୍ରିଆ ଏବଂ ସହ ପ୍ରଯୋଜକ ଅଛନ୍ତି ଗଗନ ବେହେରା, ସଂଜୟ ଏବଂ ମଣ୍ଟୁ । ଗୀତକୁ ଖୁବ ସୁନ୍ଦର ଭାବେ ଗାଇଛନ୍ତି ନବାଗତ ସୁଭମ କୁମାର ସାହୁ । ଏହି ଗୀତଟି ଭଗବାନ ଶ୍ରୀକୃଷ୍ଣ ଏବଂ ଶ୍ରୀରାମଙ୍କ ଉପରେ ପର୍ଯ୍ୟବେସିତ ।

Leave A Reply

Your email address will not be published.

three + nine =