Daily Archives

ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାରେ ବଜ୍ରପାତ ନେଲା ୩ ଜଣଙ୍କ ଜୀବନ । ଲୋଇସିଂହା ଜଡ଼ାମୁଣ୍ଡା ଠାରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା କୁହାଯାଇଛି । ମୃତକ ମାନେ ହେଲେ ଜଡ଼ାମୁଣ୍ଡା ଗ୍ରାମର
Read More...

ଶାନ୍ତିପଡ଼ାରେ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶାନ୍ତିପଡ଼ାର ସରକାରୀ କଂଟ୍ରୋଲ୍‌ ସାମଗ୍ରୀ ବଂଟନ କେନ୍ଦ୍ର ଗଳି ସ୍ଥିତ ଅବସରପ୍ରାପ୍ତ ଛତ୍ରିଆ ଅମିନ୍‌ଙ୍କ ଘରେ ଭଡ଼ାରେ ରହୁଥିବା ଜଣେ ଯୁବକ ଆଜି ସଂଧ୍ୟାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଯୁବକ ଜଣକ ସୋନପୁର ଜିଲ୍ଲାର ଉଲୁଣ୍ଡା ଅଂଚଳର
Read More...

ଛତ୍ରପୁରଠାରେ ବର୍ଣ୍ଣାଢ୍ୟ ସାମାରୋହରେ ଗଞ୍ଜାମ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉତ୍ସବକୁ ସମଗ୍ର ଓଡିଶାରେ ଉତ୍ସବମୂଖର କରି ଲୋକାଭିମୁଖୀ କରାଯିବା ନିମନ୍ତେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ
Read More...

ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଇରଙ୍ଗପୁର : ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଟାଉନ ଥାନା ଅନ୍ତର୍ଗତ ୩ ନଂ ୱାର୍ଡ ସାକିଲାଡିହି ଗ୍ରାମର ଏକ ଘର ଭିତରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସୂଚନା ଅନୁଯାୟୀ, ସାକିଲାଡିହି ଗ୍ରାମର ସୁରେନ୍ଦ୍ର ସିଂଙ୍କ ଝିଅ ସାଲୋନୀ ସିଂ(୨୦) ଚାକିରି ପାଇଁ ପରୀକ୍ଷା
Read More...

ଦିନେ ଥିଲେ ଦୁର୍ଦ୍ଦାନ୍ତ ମାଓବାଦୀ, ଆଜି ହେଲେ ସାତ ଜନ୍ମର ସାଥୀ

ନୂଆପଡା, (ନିରାକାର ମେହେର) : ବାଜା ବଜେଇ ନାଚ ଗୀତରେ ମସଗୁଲ ହୋଇ ଆସୁଛନ୍ତି ବରଯାତ୍ରୀ । ପଛରେ ପଛରେ କାରରେ ବସି ଆସୁଛି ବର । ସେପଟେ ଆଖିରେ ଆଖିଏ ସ୍ୱପ୍ନ ନେଇ ବୋହୂ ବେଶରେ ସଜେଇ ହୋଇ ଅପେକ୍ଷା କରିଛି କନିଆ । ଏହା କୌଣସି ସାଧାରଣ ବାହାଘର ନୁହେଁ । ଦୁର୍ଦ୍ଦାନ୍ତ ମାଓ ସଂଗଠନର ପ୍ରେମୀ
Read More...

ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର : ୧ ଗିରଫ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ବନ ବିଭାଗର ୫ ଜଣିଆ
Read More...

ବେଆଇନ ଜୁଆ ଆଡ୍ଡାରେ ଅତାବିରା ପୋଲିସର ଚଢାଉ : ୬ ଗିରଫ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ପୋଲିସ ଷ୍ଟେସନ ଖରମୁଣ୍ଡା ପଂଚାୟତ ବନ୍ଦଲିଟିକା ଜୁଜୁଗାଁରେ ବେଆଇନ ଭାବେ ଚାଲିଥିଲା ଘୁଡୁଘୁଡୁ ପଟି । କୌଣସି ସୁତ୍ରରୁ ଖବର ପାଇ ଜୁଆ ଆଡ୍ଡାରେ ପୋଲିସ ପହଞ୍ଚି ଚଢ଼ାଉ କରିଥିଲା । ତେବେ ଏହି ଚଢାଉରେ ୬ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ
Read More...

ବଲାଙ୍ଗିର ସିନିୟର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚତୁର୍ଥ ଦିବସ

ତୁର୍ଲା, ଚନ୍ଦନଭାଟି, ପ୍ରୋଗ୍ରେସିବ ବ୍ଲକ, ଏନ୍‌ଏସ୍‌ ସ୍ପୋଟିଂ, ବେନକେରା, ଭୁଲୁଦର୍ହୋ, ମାଲପଡା, ବଡଙ୍ଗୋମୁଣ୍ଡା ଓ ଯୋଗିସର୍ଡା ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଚନ୍ଦନଭାଟି ୩-୦
Read More...

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଟ୍ଵିନ୍ ସିଟିରେ ଚାଲିବ ଇ-ଭେଇକିଲ୍ : ମନ୍ତ୍ରୀ ଟୁକୁନୀ ସାହୁ

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ସରକାରୀ କାର୍ଯ୍ୟାଳୟରେ ଇ-ଭେଇକିଲ ଚାଲିବାକୁ ନେଇ ମନ୍ତ୍ରୀ ଟୁକୁନୀ ସାହୁଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, କଟକ ଭୁବନେଶ୍ୱରରେ ଅଧିକ ଗାଡି ଚଳାଚଳ ହେଉଛି । ପ୍ରାଥମିକ ପର୍ଯ୍ୟାୟରେ କିଛି କିଛି ଇଲେଟ୍ରି ଗାଡି ଚାଲିବ । ପ୍ରଦୂଷଣ ରୋକିବା ପାଇଁ ସରକାର
Read More...

କୋଶଳ ରାଜ୍ୟ ଗଠନ ଦାବୀରେ ପାଟଣାଗଡ଼ଠାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାରତ ସ୍ୱାଧୀନତା ପରେ କଲିଙ୍ଗ ରାଜ୍ୟରୁ ଓଡ଼ିଶା ରାଜ୍ୟ ଗଠନ ହୋଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ନୀତି ଯୋଗୁଁ ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ପାର୍ଥକ୍ୟ ଦେଖା ଦେଇଛି । ସବୁ କ୍ଷେତ୍ରରେ ପୂର୍ବାଞ୍ଚଳକୁ ସୁବିଧା ସୁଯୋଗ ଯୋଗାଇ
Read More...