pakka
Monthly Archives

April 2021

ପଦ୍ମପୁର ସଟ୍‌ ଡାଉନ ଷ୍ଟ୍ରାଟେଜି ବଦଳିବା ଜରୁରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କର କୋଭିଡ ଗାଇଡ ଲାଇନ ଅନୁସାରେ, ପଦ୍ମପୁର ସହରକୁ ପ୍ରଶାସନ ତରଫରୁ ସଟ୍‌ଡାଉନ ଘୋଷଣା କରାଯାଇଥିଲା । ସକାଳ ୫ ଘଣ୍ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଖୋଲା ଯାଉଥିଲା । ଶନିବାର ଓ ରବିବାର କେତୋଟି ନିତ୍ୟ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୪୫୯ ନୂଆ ସଂକ୍ରମିତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୫ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୩, ୧୦ରୁ ୧, ୧୧ରୁ ୪, ୧୩ରୁ ୨, ୧୪ରୁ ୨, ୧୫ରୁ ୩, ୧୮ରୁ ୧,
Read More...

ମ.ରାମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର : କରୋନା ଟେଷ୍ଟିଂ ସଂଖ୍ୟା ବଢାଇବାକୁ ଦାବୀ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କରୋନା ପଜିଟିଭଙ୍କ ସଂଖ୍ୟା ୩୦୦ ପାର ହେଇସାରିଛି । ଏବେ ଲୋକଙ୍କ ମନରେ ଭୟ ପ୍ରକାଶ ପାଇବା ସ୍ୱାଭାବିକ । ତେବେ କରୋନା ଟେଷ୍ଟିିଂ ସଂଖ୍ୟା ବଢିଲେ ଆହୁରି କରୋନା ପଜିଟିଭ ସଂଖ୍ୟା ସାମ୍ନାକୁ ଆସିବା ସହିତ ଲୋକେ ଶୀଘ୍ର
Read More...

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ବରିଷ୍ଠ ଶିକ୍ଷକ ବୃନ୍ଦବାନ ଦାଶ ଅବସର ଗ୍ରହଣ କଲେ । କୋଭିଡ଼ ନିୟମ ପାଳନ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସେବାଶ୍ରୀ ଭୋଇଙ୍କ ସଭାପତିତ୍ୱରେ ଏକ ନିରାଡ଼ମ୍ବର ବିଦାୟ କାଳୀନ ସମ୍ବର୍ଦ୍ଧନା
Read More...

ଦିନକରେ ୩୬ ପଜିଟିଭ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ବିଡ଼ିଓ : ଦୋକାନ, ବଜାରକୁ ୭ଦିନ ବନ୍ଦ୍ ପାଇଁ ସରପଞ୍ଚଙ୍କ ଚିଠି

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ ବ୍ଲକ୍ ଉପରଝର ପଞ୍ଚାୟତ ଅଧିନରେ ୩୬ଜଣ ନୂଆଁ ସଂକ୍ରମଣ ଚିହ୍ନଟ ହୋଇଥିବା ନେଇ ସରକାରୀ ରିପୋର୍ଟ ଆସିବା ପରେ ଅଞ୍ଚଳରେ ଛନକା ପଶିଛି । ନୁଆଁପାଲି ଗାଁରୁ ବହୁ ଲୋକେ ସଂକ୍ରମିତ ହେବାର ଖବର ଜଣାପଡ଼ିବା ପରେ ଦେଓଗାଁ ଗୋଷ୍ଠୀ ଉନ୍ନୟନ
Read More...

ଆସନ୍ତାକାଲିଠାରୁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବନ୍ଦ ରହିବ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ମେ ୧ ଅର୍ଥାତ ଆସନ୍ତାକାଲିଠାରୁ ନନ୍ଦନକାନନ ଓ ବଟାନିକାଲ୍ ଗାର୍ଡେନ ବନ୍ଦ ରହିବ ବୋଲି ନିଷ୍ପତ୍ତି ନେଇଛନ୍ତି । ପରେ ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ସୂଚନା
Read More...

ବର୍ଷିଆନ ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ଦେହାନ୍ତ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ସହରର ବର୍ଷିଆନ ସାମ୍ବାଦିକ, ସମାଜସେବୀ ତଥା ଆଗଧାଡ଼ିର ଲଢ଼ୁଆ ମଣିଷ ଅଦ୍ୱୈତ ପ୍ରସାଦ ବିଶ୍ୱାଳଙ୍କ ଆଜି ସକାଳେ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । କରୋନା ସଂକ୍ରମଣରେ ତାଙ୍କ ପରଲୋକ ହୋଇଥିବା କୁହାଯାଇଛି । ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ
Read More...

ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟ୍ଟଲାମପୁର, ବଉଳଗାଁ ଓ ବିପୁଲିଙ୍ଗି ପ୍ରମୁଖ ତିନି ଗୋଟି ଗ୍ରାମ ପଞ୍ଚାୟତର ୫ଗୋଟି ଗ୍ରାମ ନିମନ୍ତେ ୩ କୋଟି ୫୬ ଲକ୍ଷ ଟଙ୍କାର ଅନୁଦାନରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ
Read More...

ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମହାମହିମ ରାଜ୍ୟପାଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ମହାମହିମ ରାଜ୍ୟପାଳ ଗଣେଶୀଲାଲ । ଆଜି ମଧ୍ୟାହ୍ନରେ ରାଜ୍ୟପାଳ ଗଣେଶୀଲାଲ ଶ୍ରୀ ମିଶ୍ରଙ୍କୁ ଫୋନ କରି କରୋନା ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା
Read More...

କରୋନା ସମୟରେ ମଧ୍ୟ ସ୍ୱଇଚ୍ଛାରେ ରକ୍ତଦାତାଙ୍କ ରକ୍ତଦାନ ଜାରି

କଂଟାବାଂଜି, (କୈଳାଶ ସଗ୍ରିଆ) : କରୋନା ଯୋଗୁଁ ସାରା ବିଶ୍ୱରେ ରକ୍ତର ଘୋର ଅଭାବ ଦେଖା ଯାଉଥିବା ସମୟରେ ମଧ୍ୟ କିଛି ରକ୍ତଦାତା ସ୍ୱଇଚ୍ଛାରେ ରକ୍ତ ଦେଇ ମହାନତାର ପରିଚୟ ସୃଷ୍ଟି କରୁଛନ୍ତି । ବର୍ତ୍ତମାନ ଲୋକଙ୍କ ମନରେ କରୋନାକୁ ନେଇ କୋକୁଆ ଭୟ ଥିବା ବେଳେ କଣ୍ଟାବାଞ୍ଜିର ରକ୍ତଦାତା
Read More...