pakka

ବଲାଙ୍ଗିର ଜିଲ୍ଲାରେ ଆଜି ୪୫୯ ନୂଆ ସଂକ୍ରମିତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୮୫

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୮୫ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧ରୁ ୩, ୧୦ରୁ ୧, ୧୧ରୁ ୪, ୧୩ରୁ ୨, ୧୪ରୁ ୨, ୧୫ରୁ ୩, ୧୮ରୁ ୧, ୨ରୁ ୧୯, ୨୦ରୁ ୧୦, ୨୧ରୁ ୪, ୪ରୁ ୫, ୫ରୁ ୧୦, ୬ରୁ ୪, ୭ରୁ ୬, ୮ରୁ ୭ ଏବଂ ୯ରୁ ୪ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ଆଗଲପୁର ବ୍ଲକରୁ ୧୪, ବଲାଙ୍ଗିର ବ୍ଲକରୁ ୨୬, ବଙ୍ଗୋମୁଣ୍ଡା ବ୍ଲକରୁ ୧୦, ବେଲପଡ଼ା ବ୍ଲକରୁ ୩୮, ଦେଓଗାଁ ବ୍ଲକରୁ ୧୭, ଗୁଡ଼ଭେଲା ବ୍ଲକରୁ ୨୯, କଂଟାବାଂଜି ଏନ୍‌ଏସିରୁ ୨୦, ଖପ୍ରାଖୋଲ ବ୍ଲକରୁ ୨୫, ଲୋଇସିଂହା ବ୍ଲକରୁ ୩୨, ପାଟଣାଗଡ଼ ବ୍ଲକରୁ ୧୧, ମୁରିବାହାଲ ବ୍ଲକରୁ ୪, ପାଟଣାଗଡ଼ ଏନ୍‌ଏସିରୁ ୧୧, ପୁଇଁନ୍ତଲା ବ୍ଲକରୁ ୩୦, ସଇଁନ୍ତଲା ବ୍ଲକରୁ ୨୯, ଟିଟିଲାଗଡ଼ ବ୍ଲକରୁ ୩୮, ଟିଟିଲାଗଡ଼ ମ୍ୟୁନିସିପାଲିଟି ଅଂଚଳରୁ ୧୭, ତୁରେକେଲା ବ୍ଲକରୁ ୧୨, ତୁଷୁରା ଏନ୍‌ଏସିରୁ ୧୧ ଜଣ ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.

five × four =