Monthly Archives

April 2023

ଇସ୍ପାତ ଫିଟ୍‌ନେସ୍‌ ପାର୍କ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାର ସହରସେବା ବିଭାଗର ମୁଖ୍ୟ ସିଜିଏମ ଅଜୟ କୁମାର ନାୟକ ଆଜି ଚାକିରିରୁ ଅବସର ନେଇଥିବାରୁ ଇସ୍ପାତ ଫିଟ୍‌ନେସ୍‌ ପାର୍କ ଏଲାଇଟ୍ସ ଗ୍ରୁପ ତରଫରୁ ସେକ୍ଟର ୧୯ରେ ଥିବା ଫିଟ୍‌ନେସ୍‌ ପାର୍କରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା
Read More...

୧ରୁ ନୃସିଂହନାଥ ବୈଶାଖ ମେଳା ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ସର୍ବବୃହତ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠରେ ଆଉ ଏକ ଦିନ ପରେ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ବୈଶାଖ ମେଳା । ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମୋତ୍ସବ ତଥା ବୈଶାଖ ମେଳା ପାଇଁ ଚଳଚଞ୍ଚଳ ନୃସିଂହନାଥ ପୀଠ । ପ୍ରଶାସନ ତଥା
Read More...

ତୁଳସୀ ସୁପକାରଙ୍କ ‘ଓଡ଼ିଆ ଆଳତି ସଂଗ୍ରହ’ ପୁସ୍ତକ ଲୋକାର୍ପିତ

ବରଗଡ଼, (ନିରୋଜ କୁମାର ପାଣୀ) : ବରାହଗୁଡା ଗ୍ରାମସ୍ଥିତ ନୂତନ କରି ପ୍ରତିଷ୍ଠା ହୋଇଥିବା ଅର୍ଦ୍ଧ ନାରୀଶ୍ଵର ମନ୍ଦିର ପରିସର ମଧ୍ୟରେ ଶିକ୍ଷକ ତଥା ପଣ୍ଡିତ ତୁଳସୀ ପ୍ରସାଦ ସୁପକାରଙ୍କ ଦ୍ଵାରା ହିନ୍ଦୀ ଓ ସଂସ୍କୃତରୁ ଓଡ଼ିଆରେ ଅନୁବାଦିତ ବିଭିନ୍ନ ଦେବାଦେବୀଙ୍କ ଆଳତିକୁ ନେଇ ପ୍ରସ୍ତୁତ
Read More...

ଆକାଶବାଣୀ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ଆକାଶବାଣୀ କେନ୍ଦ୍ର ରାଉରକେଲା ଆନୁକୂଲ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ ୧୦୦ତମ ଏପିସୋଡ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆକାଶବାଣୀ କେନ୍ଦ୍ରର ମୁଖ୍ୟ ପରିଚାଳକ ଜୟଦେବ ଭୁଏ ଓ ଇଂ ଏମ୍‌ଡି ସମିମ୍‌ଙ୍କ
Read More...

ନୂତନ ସାଇକେଲ ଷ୍ଟାଣ୍ଡ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲର ଇମାଜିନ ରୋଟାରୀ ତରଫରୁ ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସାଇକେଲ ଷ୍ଟାଣ୍ଡ ସେଡ୍ ତିଆରି କରାଯାଇଛି । ଏହାକୁ କ୍ଲବର ଡିଜିଏମ୍‌ ରୋଟାରିଆନ ମନଜିତ ସିଂ ଆରୋରା,
Read More...

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ ଘଟଣା : ଟେଣ୍ଟ ମାଲିକଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଖରସେଲପଡ଼ାରେ ଏକ ବିବାହ ଭୋଜି ଖାଇ ଯାଇଥିବା ବେଳେ ଶନିବାର ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଯୁବକ ଜଣକ ଦେଓଗାଁ ବ୍ଲକ୍‌ ବହଲି ଗାଁର ଗୋକୁଳ ସାହୁ(୩୫) ବୋଲି ଜଣାପଡ଼ିଛି । ଖରସେଲପଡ଼ାର କ୍ଷମା ସାହୁଙ୍କ ଝିଅ
Read More...

ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷାର ବିନିଯୋଗ ପ୍ରମାଣ ପତ୍ର ପାଇଁ ଟଙ୍କା ଅସୁଲି ହେଉଥିବା ନେଇ ଅଭିଯୋଗ ହେଉଛି । ସୂଚନା ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଓଡିଶାର ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବିଭିନ୍ନ
Read More...

ନଳକୂପକୁ ଉଦ୍‌ଘାଟନ କଲେ ପୌର ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣିକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହୋଇ ବହୁବାର ପ୍ରଶାସନ ହେଉ କି ଜନ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇ ପାଣି ଟିକାକ ଯୋଗାଇ ଦେବାକୁ ଗୁହାରି କରୁଥିଲେ ବଲାଙ୍ଗିର ସହରର ୧୦ ନଂ ୱାର୍ଡ ଅନ୍ତର୍ଗତ ବଜରଙ୍ଗନଗରର ବାସିନ୍ଦା । କିନ୍ତୁ କିଛି ସୁଫଳ ମିଳିନଥିଲା ।
Read More...

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଅବସରରେ ‘ଗୃହ କାର୍ଯ୍ୟ ଯୋଜନା’ ପାଇଁ ଗଞ୍ଜାମ ଜିଲ୍ଲା…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି । ଏଥିନିମନ୍ତେ ଏହି ଛୁଟି ଅବସର ସମୟରେ ଜିଲ୍ଲାର ସମସ୍ତ
Read More...

୬୦ ଘର ଡୁମାଲ ସମାଜର ସାଙ୍ଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୬୦ ଘର ଡୁମାଲ ସମାଜ ବଲାଙ୍ଗିର ଜିଲ୍ଲାର ଏକ ସାଙ୍ଗଠାନିକ ବୈଠକ ଯାଦବ ଭବନଠାରେ ଜିଲ୍ଲା ସଭାପତି ଲମ୍ବୋଧର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ପରିଷଦକୁ ପ୍ରତିନିଧିତ୍ୱ
Read More...