csstore

ନଳକୂପକୁ ଉଦ୍‌ଘାଟନ କଲେ ପୌର ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଣିକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହୋଇ ବହୁବାର ପ୍ରଶାସନ ହେଉ କି ଜନ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇ ପାଣି ଟିକାକ ଯୋଗାଇ ଦେବାକୁ ଗୁହାରି କରୁଥିଲେ ବଲାଙ୍ଗିର ସହରର ୧୦ ନଂ ୱାର୍ଡ ଅନ୍ତର୍ଗତ ବଜରଙ୍ଗନଗରର ବାସିନ୍ଦା । କିନ୍ତୁ କିଛି ସୁଫଳ ମିଳିନଥିଲା । ବଲାଙ୍ଗିର ପୌର ପରିଷଦର ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ପାଖକୁ ଏହି ଖବର ପହଂଚିବା ପରେ ସଙ୍ଗେ ସଙ୍ଗେ ଏକ ନଳକୂପ ଖନନ କରି ଆଜି ତାକୁ ଉଦ୍‌ଘାଟନ କରିବା ସହ ଏହି ଅଂଚଳର ଯାହା କିଛି ସମସ୍ୟା ଅଛି ତାକୁ ଅତି ଶୀଘ୍ର ଦୂର କରିବା ପାଇଁ ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରତିଶୃତି ଦେଇଛନ୍ତି ।

jayashree
Leave A Reply

Your email address will not be published.