Browsing Category
ସ୍ୱତନ୍ତ୍ର
ପବିତ୍ର ମହାଶିବରାତ୍ରିର ତତ୍ତ୍ୱ କଥା
ଆଜି ପବିତ୍ର ମହାଶିବରାତ୍ରି ଦେବ ଦେବ ମହାଦେବଙ୍କ ବିଶେଷ ପୂଜନ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ମହାଶିବରାତ୍ରି ଏକ ହିନ୍ଦୁ ପର୍ବ । ଏହି ଦିନ ମହାଦେବଙ୍କ ଆରାଧନା କରାଯାଏ । ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି!-->…
Read More...
Read More...
ମହିମା ଧର୍ମରେ ମାନବୀୟ ଚେତନାବୋଧ
ପୂର୍ଣ୍ଣଚନ୍ଦ୍ର ପଣ୍ଡା
ମହିମା ଧର୍ମ ହେଉଛି ବିଶ୍ୱର ସର୍ବ କନିଷ୍ଠ ଧର୍ମ । ଓଡିଶା ମାଟିର ଏହା ହେଉଛି ନିଜସ୍ୱ ଧର୍ମ । ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ମହିମା ଗୋସାଇଁ ରୂପରେ ଆବିର୍ଭାବ ହୋଇଥିବା ସିଦ୍ଧସାଧୁ ଏହି ଧର୍ମକୁ ଅଷ୍ଟାଦଶ ଶତାବ୍ଦୀରେ ସ୍ଥାପନା କରିଥିଲେ । ପୁରୀରୁ ସମଗ୍ର ଓଡିଶା!-->!-->!-->…
Read More...
Read More...
ପୌରାଣିକ ତଥ୍ୟ ଅନୁସାରେ ମା’ ସରସ୍ୱତୀ ଦେବୀଙ୍କ ବିଷୟରେ କିଛି….
ହିନ୍ଦୁଧର୍ମରେ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶ ରୂପ । ସେ ବ୍ରହ୍ମାଙ୍କ ସହଚରୀ ଓ ଶକ୍ତି ରୂପେ ବିଦିତ । ପଶ୍ଚିମ ଓ ମଧ୍ୟ ଭାରତର ଜୈନ ଧର୍ମାବଲମ୍ବୀ ଓ ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ସରସ୍ୱତୀଙ୍କୁ ପୂଜା!-->…
Read More...
Read More...
ଆଜି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ହେଉଛି ସ୍ୱାମୀ ବିବେକାନନ୍ଦ ଜୟନ୍ତୀ । ପ୍ରତିବର୍ଷ ଜାନୁୟାରୀ ମାସ ୧୨ ତାରିଖକୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଭାବରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ପାଳନ କରାଯାଏ । ଏହି ଦିନ ସ୍ୱାମୀ ବିବେକାନନ୍ଦଙ୍କ ସ୍ମୃତିଚାରଣ କରାଯାଇଥାଏ । ତେବେ ଆସନ୍ତୁ ତାଙ୍କ!-->…
Read More...
Read More...
ଓଡ଼ିଶାରେ ସମ୍ବାଦପତ୍ରର ପିତାମହ ସଂଗ୍ରାମୀ ଶଶୀଭୂଷଣ ରଥ
ରବି ରଥ
ଓଡ଼ିଆ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଗୌରୀ ଶଙ୍କର ରାୟଙ୍କ ସମ୍ପାଦନାରେ ୧୮୬୬ ମସିହାରେ ଉତ୍କଳ ଦୀପିକା ନାମକ ଏକ ଓଡ଼ିଆ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ସେହି ବର୍ଷଟି ଓଡ଼ିଶା ପାଇଁ ଥିଲା ଦୁଃଖଦ ବର୍ଷ । ସେହି ବର୍ଷରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିବା ଯୋଗୁଁ ପ୍ରାୟ!-->!-->!-->…
Read More...
Read More...
ଯଦି ଟିକିଏ ସମୟ ମିଳୁଛି
ସୁଶ୍ରୀ ସ୍ନେହଲତା
ଯଦି ଟିକିଏ ସମୟ ମିଳୁଛି, ତେବେ ନିଜର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ । ଅନେକ ସ୍ଥାନରେ ଘର କାମରେ ଗୃହିଣୀମାନେ ଏତେ ମଜ୍ଜି ଯାଆନ୍ତି ଯେ, ନିଜ ପ୍ରତି ସାମାନ୍ୟ ବି ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ସବୁ କାମ ଯେପରି ଜରୁରୀ, ସେପରି ନିଜ ପ୍ରତି ଧ୍ୟାନ ଦେବା ମଧ୍ୟ!-->!-->!-->…
Read More...
Read More...
ବିଦ୍ରୋହୀ ଲୋକଦେବତା ଶୁଲିଆ ବୁଢ଼ା
ନବୀନ ବିଶ୍ୱବନ୍ଧୁ
କ୍ଷେତ୍ରପାଳ ଚୁଡ଼ଙ୍ଗ ଦେଓ ସୁବର୍ଣ୍ଣଗିରିରେ ଦେବତାମାନଙ୍କ ସଭା ଡାକିଲେ । ସମବେତ ହେଲେ ଲକ୍ଷେକୋଟି ଦେବାଦେବୀ । ଶୁଲିଆ ବୁଢ଼ା ଓ ଜଗନ୍ନାଥ ବି ସେ ସଭାରେ ଉପସ୍ଥିତ ଥିଲେ । କ୍ଷେତ୍ରପାଳ କହିଲେ- 'ତମେ ଦେବାଦେବୀମାନେ ସମସ୍ତେ ମୋର ପ୍ରିୟ ଓ ଆରାଧ୍ୟ । ମାତ୍ର,!-->!-->!-->…
Read More...
Read More...
କବିତା : ସମୁଦ୍ର ପହଁରା
ତ୍ରିନାଥ ସିଂହ
ବେଳାଭୂମି ସାରା ଝଲଝଲ ଭାଙ୍ଗି ପଡ଼ିଥିବାଜହ୍ନର ଟୁକୁରା ଆଖିରେ କଳାପଟିଟିଏ ଭିଡ଼ିଦେଇତମେ ଗୋଟାଉଥାଅ ସ୍ୱପ୍ନଓ ଝିଣ୍ଟି ପଡ଼ୁଥାଅ ବାରମ୍ବାର ….
ଏଣେମୋ’ ଭିତରେ କିଏ ଜଣେ ଥରକୁ ଥରଚିହିଁକି ଉଠୁଥାଏ ।
ଝାଉଁଳି ପଡ଼ିଥିବା ସମୟର ଦେହରୁଗତାୟୁର ଧୂଳିମଳି ସବୁକୁ!-->!-->!-->!-->!-->!-->!-->…
Read More...
Read More...
ଓଜନ ବଢ଼ିଲେ କରିବେ କ’ଣ ?
ଥରେ ଜଣେ ମହିଳା ଭକ୍ତ ତାଙ୍କ ପରମପୂଜ୍ୟ ସନ୍ନ୍ୟାସୀ ଧର୍ମଗୁରୁଙ୍କ ପାଖରେ ପହଂଚି ତାଙ୍କ ମନ ମଧ୍ୟରେ ଆନ୍ଦୋଳିତ କରୁଥିବା ପ୍ରଶ୍ନ ପଚାରିଲେ । “ହେ ଗୁରୁଦେବ, ଓଜନ ବଢ଼ିଲେ କ’ଣ କରିବାକୁ ପଡ଼ିବ ।” ଗମ୍ଭୀତାର ସହ ଧର୍ମଗୁରୁ ଉତ୍ତର ଦେଲେ - ତନ(ଶରୀର) ବଢ଼ିଲେ ବ୍ୟାୟାମ, ମନ ବଢ଼ିଲେ ଧ୍ୟାନ!-->…
Read More...
Read More...
ଶ୍ରୀମନ୍ଦିରରେ ପାରମ୍ପରିକ ପହିଲି ଭୋଗ ଏକ ସ୍ୱତନ୍ତ୍ର ନୀତି ଅନନ୍ୟ ନିଆରା
ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ
ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଶ୍ରୀମନ୍ଦିରରେ ଆରମ୍ଭ ହୁଏ ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୁଏ । ଆସ ମୁଆଁ ଖାଇବା, ପହିଲି ଭୋଗରେ ମନ!-->!-->!-->…
Read More...
Read More...