Monthly Archives

April 2022

ହରିଶଙ୍କର ରେଞ୍ଜ ଅଫିସକୁ ନବୀକରଣ କରାଯାଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କର ରେଞ୍ଜ ଅଫିସକୁ ନବୀକରଣ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ତେବେ ଜନସାଧାରଣଙ୍କ ସମସ୍ତ ମୌଳିକ ସୁବିଧା ପାଇଁ ୫ଟି ଗଭର୍ନାନ୍ସ ଅଧୀନରେ ପରିବର୍ତ୍ତନର ଏକ ଅଂଶ ଭାବରେ ଏହି ଅଫିସକୁ ନବୀକରଣ କରାଯାଇଥିବା ବେଳେ ଏଥିପାଇଁ
Read More...

ଏସ୍‌ପି ଅଫିସରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏସ୍‌ପି ଅଫିସରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ଉପସ୍ଥିତିରେ ଏସ୍‌ଆଇ ନନ୍ଦଲାଲ୍ ରଥ, ଏସ୍‌ଆଇ କାର୍ତ୍ତିକ ନାଗ ଏବଂ ବଲାଙ୍ଗିର ଜିଲ୍ଲା ପୋଲିସର ସି/୫୩୪ କମଲ ଲୋଚାନ୍ ସେଠଙ୍କୁ
Read More...

ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୈଦିପାଲିରେ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୈଦିପାଲିରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ୍‌ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି
Read More...

ଘନ ଘନ ବିଦ୍ୟୁତ ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବଢ଼ୁଛି

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗ୍ରୀଡ୍‌ରେ ଘନ ଘନ ବିଦ୍ୟୁତ ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଚଳିତ ବର୍ଷର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଲୋକେ ଡହକ ବିକଳ ହୋଇ ପଡ଼ୁଥିବା ବେଳେ ପ୍ରତ୍ୟହ ଘଡ଼ିକୁ ଘଡ଼ି ବିଜୁଳି ବିଭ୍ରାଟ ଜାରି
Read More...

ଡେଲାଙ୍ଗ ବ୍ଲକରେ ୩୪୦ ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ୪୦ଜଣ ଅନୁପସ୍ଥିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ପାଣୀ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ୨ଟି ପରୀକ୍ଷା କେନ୍ଦ୍ରରେ ଶନିବାର ୩୪୦ ଜଣ ପରୀକ୍ଷାର୍ଥୀ ୬ଷ୍ଠ ଶ୍ରେଣୀ ନାମ ଲେଖା ଚୟନ ପାଇଁ ଜବାହାର ନବୋଦୟ ପ୍ରବେଶିକା ପରୀକ୍ଷା ଦେଇଛନ୍ତି । ୩୮୦ଜଣ ପରୀକ୍ଷା ଦେବା ପାଇଁ ଥିବା ବେଳେ ୪୦ଜଣ ଅନୁପସ୍ଥିତ ଅଛନ୍ତି ।
Read More...

କଣ୍ଠେଶ୍ଵରପୁରଠାରେ ସର୍ବଭାରତୀୟ ସ୍ଵାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜର ସାମାଜିକ ବୈଠକ

ସାମାଜ ଭାଇ ଭଉଣୀମାନଙ୍କୁ କୌଣସି ଅଣ ଆଦିବାସୀ ଲୋକ ଶାରୀରିକ ମାନସିକ ଏବଂ ଜାତିଆଣ ଆକ୍ଷେପ କଲେ ତାର ଦୃଢ଼ ଭାବରେ ଜବାବ ଦେବା ପାଇଁ ନିଷ୍ପତ୍ତି ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ପଞ୍ଚାୟତ ଅନ୍ତର୍ଗତ କଣ୍ଠେଶ୍ଵର ଗ୍ରାମର ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ଵର
Read More...

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଧଣ୍ଡାମାଲ ସତ୍ୟବାଦୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ସାହୁଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଦେଓଗାଁ ବ୍ଲକର ପୂର୍ବତନ ବି.ଆର୍‌.ସି.ସି. ଶ୍ୟାମସୁନ୍ଦର ଦାସଙ୍କ ସଭାପତିତ୍ୱରେ ସଭା ଆୟୋଜିତ ହୋଇଥିଲା ।
Read More...

ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୫ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ପାଣି ପାଇଁ ଡହକ ବିକଳ ହେଉଛନ୍ତି ଗାଈଗୋରୁ : ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଭିଏଚ୍‌ପି ନେତା

ରାଉରକେଲା, (ସସ୍ମିତା ପ୍ରଧାନ) : ମାତ୍ରାଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ଟୋପାଏ ପାଇଁ ବୁଲା ଗାଈଗୋରୁ ତଥା ଜୀବଜନ୍ତୁମାନେ ଡହକ ବିକଳ ହେଉଥିବା ବେଳେ ଏଥିପ୍ରତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଆଜି ଏହି ପରିପ୍ରେକ୍ଷୀରେ ଶ୍ରୀ
Read More...

ଷୋହଳ ପ୍ରହରୀ ନାମଯଜ୍ଞରେ ବରଗଡ ସାଂସଦ ଓ ପୂର୍ବତନ ବିଧାୟକଙ୍କ ଦର୍ଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୯ ତାରିଖ ଦିନ ଠାରୁ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ସୋଢା ଗ୍ରାମରେ ଅଖଣ୍ଡ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଛି । ନାମ ଯଜ୍ଞରେ ଯଜ୍ଞକର୍ତ୍ତା ଭାବରେ ଦେବାର୍ଚନ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ସୁବୋଦିନୀ ସାହୁ ବସିଥିବା ବେଳେ ଯଜ୍ଞରେ ପଣ୍ଡିତ
Read More...