pakka

ଏସ୍‌ପି ଅଫିସରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଏସ୍‌ପି ଅଫିସରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଏସ୍‌ପି ନିତିନ କୁଶଲକରଙ୍କ ଉପସ୍ଥିତିରେ ଏସ୍‌ଆଇ ନନ୍ଦଲାଲ୍ ରଥ, ଏସ୍‌ଆଇ କାର୍ତ୍ତିକ ନାଗ ଏବଂ ବଲାଙ୍ଗିର ଜିଲ୍ଲା ପୋଲିସର ସି/୫୩୪ କମଲ ଲୋଚାନ୍ ସେଠଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଆଗାମୀ ଜୀବନ ସୁଖମୟ ହେଉ ବୋଲି କାମନା କରାଯାଇଥିଲା ।

jay balangir
Leave A Reply

Your email address will not be published.

twenty − fifteen =