pakka

ହରିଶଙ୍କର ରେଞ୍ଜ ଅଫିସକୁ ନବୀକରଣ କରାଯାଇଥିବା ନେଇ ଡିଏଫ୍‌ଓଙ୍କ ସୂଚନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରିଶଙ୍କର ରେଞ୍ଜ ଅଫିସକୁ ନବୀକରଣ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ତେବେ ଜନସାଧାରଣଙ୍କ ସମସ୍ତ ମୌଳିକ ସୁବିଧା ପାଇଁ ୫ଟି ଗଭର୍ନାନ୍ସ ଅଧୀନରେ ପରିବର୍ତ୍ତନର ଏକ ଅଂଶ ଭାବରେ ଏହି ଅଫିସକୁ ନବୀକରଣ କରାଯାଇଥିବା ବେଳେ ଏଥିପାଇଁ ସ୍ଥାନୀୟ ଜନସାଧାରଣ ଖୁସିବ୍ୟକ୍ତ କରିଛନ୍ତି ।

jay balangir
Leave A Reply

Your email address will not be published.

four × one =