ବିଚାର ଅନୁଷ୍ଠାନ ପକ୍ଷରୁ ଲ କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିତ୍ତରଞ୍ଜନ ଦାସଙ୍କ ଆବାହକତ୍ୱରେ ସ୍ଥାନୀୟ ଲ କଲେଜ ଠାରେ ବିଚାର ଅନୁଷ୍ଠାନ ପକ୍ଷରୁ ରାଜ୍ୟ ନୀତିର ନିର୍ଦ୍ଦେଶନାମା ଶୀର୍ଷକରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଜୟ କୃଷ୍ଣ ସାହୁ ଯୋଗଦାନ କରିଥିବା ବେଳେ ପ୍ରଶ୍ନ ରଖିଥିଲେ ଭବାନୀ ଶଙ୍କର ଶତପଥି । ଏଥିରେ ପ୍ରଫେସର ମଧୁସୂଦନ ପତି, ଭାଗୀରଥି ମିଶ୍ର, ଦତ୍ତାନଦ ପଣ୍ଡା, ଅଖିଳ ହୋତା, ପ୍ରିୟ ରଂଜନ ବହିଦାର, ସନାତନ ଠାକୁର, ବିଜୟ ତ୍ରିପାଠୀ, ଗୋପାଳ ନାଏକ, ବ୍ୟାସଦେବ ନନ୍ଦଙ୍କ ସହ ସହରର ବହୁମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × three =

error: Content is protected !!