Monthly Archives

August 2021

ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବବିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଟଗାଁ ସରପଞ୍ଚ ତଥା ବିଜେଡି ଜିଲ୍ଲା ଉପସଭାନେତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ବବିତା ପୁଟେଲ । ତେବେ କରୋନା ମହାମାରୀ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ବବିତା ଏବେ
Read More...

ସ୍ୱର୍ଗତ ଷଡ଼ଙ୍ଗୀଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବକଟି ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭେଡେନ ବ୍ଳକର ସାମ୍ବାଦିକ ସ୍ୱର୍ଗତ ମଣ୍ଟୁ ଷଡ଼ଙ୍ଗୀଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ସହ ଏକ ସଭା ଅନୁଷ୍ଠିତ
Read More...

ଦିବଂଗତ ସଂଚାର କଳାକାରଙ୍କୁ ଶ୍ରଦ୍ଧାଞ୍ଜଳି : ବିଧବା ପତ୍ନୀଙ୍କୁ ସରକାରୀ ସହାୟତା ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମର ଜଣାଶୁଣା ସଂଚାର କଳାକାର ମନଭୋଲା ଭୋଇଙ୍କର ଗତ ୧୯ ତାରିଖରେ ଦେହାନ୍ତ ଘଟିଥିଲା । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଗତ ୨୯ ତାରିଖ ଅପରାହ୍ନରେ, ଗାଆଁର ଗୌନ୍ତିଆ ପ୍ରଦୀପ ସାହୁଙ୍କ ସଭାପତିତ୍ୱରେ ଏକ ଶୋକ ସଭା
Read More...

ସ୍ୱାୟତ୍ତ ଶାସନ ଦିବସ ପାଳିତ : ପୌର କର୍ମଚାରୀ ପୁରସ୍କୃତ ହେଲେ

ବଲାଙ୍ଗିର, (ଦେବାଶିଷ ମିଶ୍ର): ବଲାଙ୍ଗିର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ କୋଭିଡ ଗାଇଡ ଲାଇନ ମଧ୍ୟରେ ପାଳିତ ହୋଇଯାଇଛି । ପୌର ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ତଥା ପୌର ପ୍ରଶାସକ ଚଞ୍ଚଳ ରାଣା
Read More...

ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ମୃଣ୍ମୟୀ ମୂତ୍ତି ନିର୍ମାଣ ପାଇଁ ବୈଦିକ ରୀତିନୀତି ଅନୁସାରେ ମଙ୍ଗଳବାର ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବିଳ୍ୱ ବୃକ୍ଷ ମୂଳରୁ ମୃତ୍ତିକା ସଂଗ୍ରହ କରାଯାଇଛି ।
Read More...

ଯାଦବ ବଂଶଧରଙ୍କ ପାରମ୍ପରିକ ନନ୍ଦୋତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଁଇପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରା ସାହି ଯାଦବ ବଂଶଧରମାନେ ପାରଂପାରିକ ଭାବେ ଆଜି ନନ୍ଦୋତ୍ସୋବ ପାଳନ କରିଥିଲେ । ସତେ ଯେମିତି ଗୋପପୁର ଶ୍ରୀକୃଷ୍ଣଙ୍କ ଆଗମନରେ ଆନନ୍ଦ ଉଲ୍ଲାସରେ ଝଲସିଥିଲା ଚାଁଇପୁର ମୌଜା ।
Read More...

ସୁବର୍ଣ୍ଣପୁର ଠାରେ ଏ ବର୍ଷର ନୂଆଁଖାଇ ଲଗ୍ନ ସ୍ଥିର ହେଲା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗଣପର୍ବ ନୂଆଁଖାଇ ପାଇଁ ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଂଚରା ଅଂଚଳ ସକାଶେ ଆଜି ସୁବର୍ଣ୍ଣପୁର ଠାରେ ଲଗ୍ନ ସ୍ଥିର ହୋଇଛି । ସୁବର୍ଣ୍ଣପୁର ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପଠାରେ ଆୟୋଜିତ ପଣ୍ଡିତ ମହାସଭାରେ
Read More...

ବୌଦ୍ଧ ଏନ୍‌ଏସି ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ

ବୌଦ୍ଧ ସହରକୁ ଆବର୍ଜନା ମୁକ୍ତ କରିବା ପାଇଁ ଶ୍ରୀଯୁକ୍ତ ଅମାତଙ୍କ ଆହ୍ଵାନ ବୌଦ୍ଧ,(ବଂଶୀଧର ମାଝୀ) : ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୫୯ତମ ସ୍ଵାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଦିବସ ଉପଲକ୍ଷେ ପ୍ରାତଃ ଘ. ୪. ୩୦ମି. ସମୟରେ ଡାକବାଦି ଯନ୍ତ୍ର ଯୋଗେ ରାମଧୂନ ପରିବେଷଣ
Read More...

ସ୍ପେସାଲ୍‌ ଡ୍ରାଇଭ୍‌ କରି ୧୩୪ ଜଣ ଜାମିନହୀନ ୱାରେଣ୍ଟିଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ୧୬ରୁ ୨୫ ପର୍ଯ୍ୟନ୍ତ ସ୍ପେସାଲ୍‌ ଡ୍ରାଇଭ୍‌ କରି ୧୩୪ ଜଣ ଜାମିନହୀନ ୱାରେଣ୍ଟିଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏ ସଂପର୍କରେ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର । ତେବେ ସଂପୃକ୍ତ ୱାରେଣ୍ଟିମାନେ
Read More...

ଫୋକସ୍‌ରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମି ଓ ଭିତ୍ତିଭୂମିକୁ ନେଇ ସାଂସଦ-କୁଳପତି ଆଲୋଚନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ କିଛି ସମୟ ହେବ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଜମି ଓ ଭିତ୍ତିଭୂମି ଫୋକସ୍‌ରେ ରହିଛି । ଆଜି ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଯାଇ ବିଶ୍ୱବିଦ୍ୟାଳୟର ଜମିପଟ୍ଟା ଓ ଭିତ୍ତିଭୂମିକୁ ନେଇ
Read More...