pakka

ସ୍ପେସାଲ୍‌ ଡ୍ରାଇଭ୍‌ କରି ୧୩୪ ଜଣ ଜାମିନହୀନ ୱାରେଣ୍ଟିଙ୍କୁ ଗିରଫ୍‌ କଲା ବଲାଙ୍ଗିର ପୋଲିସ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗଷ୍ଟ ୧୬ରୁ ୨୫ ପର୍ଯ୍ୟନ୍ତ ସ୍ପେସାଲ୍‌ ଡ୍ରାଇଭ୍‌ କରି ୧୩୪ ଜଣ ଜାମିନହୀନ ୱାରେଣ୍ଟିଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ପୋଲିସ । ଏ ସଂପର୍କରେ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର । ତେବେ ସଂପୃକ୍ତ ୱାରେଣ୍ଟିମାନେ ପୂର୍ବରୁ ବିଭିନ୍ନ ମାମଲାରେ ସଂପୃକ୍ତ ରହିଥିବା କୁହାଯାଇଛି ।

Leave A Reply

Your email address will not be published.

2 + 10 =