Daily Archives

ବିଧାୟକଙ୍କ ଦ୍ୱାରା ସେଚନାଳ ପୁନଃରୁଦ୍ଧାର ଭୂମିପୂଜା

୬୫୦ ମିଟର ଦୈର୍ଘ୍ୟ କେନାଲ ଶଯ୍ୟା ପାଇଁ ଖର୍ଚ୍ଚ ହେବ ୧ କୋଟି ୩୯ ଲକ୍ଷ ଟଙ୍କା ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଜଳ ସମ୍ପଦ ଉପଖଣ୍ଡ ଅଧୀନସ୍ଥ ବେନୁପଡା ମାଇନର କେନାଲର ପୁନଃରୁଦ୍ଧାର କାମକୁ ବିଧାୟକ ଆଶ୍ରିତ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୧୦ଟାରେ ଭୂପୂଜନ
Read More...

ଚିକିନିବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଳିଶିରା ପଞ୍ଚାୟତ ଚିକିନିବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳଣା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟେକ୍ଷ
Read More...

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ମହିଳା ଆତ୍ମସୁରକ୍ଷା ତାଲିମ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ
Read More...

ସିକନ୍ଦରାବାଦରୁ ନାବାଳିକା ଉଦ୍ଧାର, ଅପହର୍ତା ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଞ୍ଚଳରୁ ଅପହୃତ ଜନୈକା ନାବାଳିକାକୁ ପୋଲିସ ସିକନ୍ଦରାବାଦରୁ ଉଦ୍ଧାର କରିବା ସହିତ ଅପହରଣକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଲୋଇସିଂହା ଥାନା ଵେନ୍ଦ୍ରା ପଞ୍ଚାୟତ ଅନ୍ତର୍ଗତ ଧଉରଦାଦର ଗ୍ରାମର ଗୋପୀନାଥ ଘେଶରାଙ୍କ ପୁଅ ବିନୋଦ(୨୯) ।
Read More...

ଚନ୍ଦନଭାଟି ଜଗନ୍ନାଥ ମନ୍ଦିର ବାର୍ଷିକ ଉତ୍ସବରେ ନରସିଂହ

ଆଧ୍ୟାତ୍ମିକ ଏକତା ଅଂଚଳର ବିକାଶରେ ସହାୟକ ହେଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ ଅଂଚଳର ଆବାଳ ବୃଦ୍ଧ ବନୀତାଙ୍କ ଅନୁରୋଧ ଯୋଗୁଁ ଚନ୍ଦନଭାଟିରେ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର ପ୍ରତିଷ୍ଠା ହୋଇପାରିଛି । ମୋର ସାମର୍ଥ୍ୟ ମତେ ଯେତେ ହୋଇପାରିଛି ଆପଣମାନଙ୍କ ଅନୁରୋଧ
Read More...

ବିଶ୍ୱ ସମୁଦାୟ ନିକଟରେ ଓ୍ୱେଭ୍ସ ସମ୍ମିଳନୀର ବାର୍ତ୍ତା ପହଞ୍ଚାଇବେ ଭାରତ ସରକାର

● ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ହେବାକୁ ଥିବା ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀରେ ବ୍ୟାପକ ଭାଗିଦାରୀ ଲକ୍ଷ୍ୟ● ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ସମନ୍ୱିତ ଆଭିମୁଖ୍ୟ ପାଇଁ ଏକ ବିଶ୍ୱସ୍ତରୀୟ ମଞ୍ଚ ଭାବେ ୱେଭ୍ସର ଲାଭ ବିଷୟରେ ଅବଗତ କରାଇବେ ସରକାର●
Read More...

ସାଲେପାଲି ଶିଶୁ ଯତ୍ନ ଅନୁଷ୍ଠାନରେ “ସ୍ୱଚ୍ଛତା ହିଁ ସେବା” ଆଲୋଚନା ଚକ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ଵାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନରେ "ସ୍ୱଚ୍ଛତା ହିଁ ସେବା" ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ର ସଭାକୁ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ସମିତିର ପିଓଆଇସି
Read More...

ରାମଲୀଳା ନାଟକର ସଂକଳ୍ପ ପୂଜା : ଅଭିନୟ ଲାଗି ଆଖଡାଶାଳ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବ ପୁରାତନ ରାମଜୀ ନାଟକ ସଂସଦ ୧୫୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ମାର୍ଚ୍ଚ ୧୨ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ମାଉସୀ ମାଁ ମନ୍ଦିର ପଂଚମ ଅନୁଷ୍ଠାନ ଠାରେ ରାମଲୀଳା ନାଟକ ପାଇଁ ଆଖଡାଶାଳ ଓ ଅଭିନୟ କରିବା ପାଇଁ କଳାକାର ଚୟନ କରାଯାଇଥିଲା ।
Read More...

ଭାଟବାହାଲି ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଡୁଙ୍ଗୁରିପାଲି ବ୍ଲକ ତମାମୁରା କ୍ଲଷ୍ଟର ଅନ୍ତର୍ଗତ ଭାଟବାହାଲି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ୱାର୍ଡ ସଭ୍ୟ ନରେନ୍ଦ୍ର ପଧାନଙ୍କ ସଭାପତିସ୍ୱରେ ଅନୁଷ୍ଠିତ ହୋଇଯାଇଛି । ତମାମୁରା ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ରନାରାୟଣ ଶତପଥି ମୁଖ୍ୟ ଅତିଥିଭାବେ
Read More...

ଭଜନ ପୁସ୍ତିକା “ଭକ୍ତି ଅର୍ଘ୍ୟ” ବିମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜ୍ୟୋତିର୍ମୟୀ ତ୍ରିପାଠୀଙ୍କ ରଚିତ ଭକ୍ତି ଅର୍ଘ୍ୟ ଭଜନ ପୁସ୍ତିକା ଶ୍ରୀ ଶ୍ରୀ ଶ୍ରୀ ଟାଙ୍ଗେଶ୍ୱର ବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ମୂଖ୍ୟ ଅତିଥି ବରେଣ୍ୟ ପରମାନନ୍ଦ ସରସ୍ଵତୀ ମହାରାଜ, ନାଟ୍ୟଭୁଷଣ ଜଗଦାନନ୍ଦ ଛୁରୀଆ, କେଶବ ମିଶ୍ର, ଜୋସ୍ନାମୟୀ ତ୍ରିପାଠୀ ଓ
Read More...