Daily Archives

ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ନେଇ ବଲାଙ୍ଗିର ବିଡ଼ିଓଙ୍କ ଦ୍ୱାରସ୍ଥ ହେଲା ଓଷ୍ଟା ବ୍ଲକ ଶାଖା

ବଲାଙ୍ଗିର : ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ବଲାଙ୍ଗିର ଜୋନ ପକ୍ଷରୁ ବଲାଙ୍ଗିର ବ୍ଲକ ଓଷ୍ଟା ସଭାପତି ସୁରେଶ ଷଡ଼ଙ୍ଗୀ,ସମ୍ପାଦକ ସଞ୍ଜୟ ତ୍ରିପାଠୀ,ଜିଲ୍ଲା କାର୍ଯକାରୀ ସଭାପତି ଅନିଲ ସାହୁ,ଜିଲ୍ଲା ସମ୍ପାଦକ ଶଙ୍କର ମିଶ୍ର ପ୍ରମୁଖଙ୍କ ନେତୃତ୍ୱରେ ଶିକ୍ଷକ ମାନଙ୍କ ବିଭିନ୍ନ
Read More...

ବଲାଙ୍ଗିରରେ ଶୁଭାରମ୍ଭ ହୋଇଛି “ପିଓର୍ ଲୁମ୍ସ୍ ବାଏ ସୋନି ହୋମ୍ ଷ୍ଟୁଡିଓ” ସମ୍ବଲପୁରୀ ଶାଢ଼ୀ ସୋରୁମ୍

ବଲାଙ୍ଗିର : ବଲାଙ୍ଗିର ସହରରେ ସମ୍ବଲପୁରୀ ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ପେଲେସ୍ ଲାଇନ୍‌, ବ୍ଲୁଜୁମ୍ ସ୍କୁଲ ନିକଟରେ ଶୁଭାରମ୍ଭ ହୋଇଛି । "ପିଓର୍ ଲୁମ୍ସ୍ ବାଏ ସୋନି ହୋମ୍ ଷ୍ଟୁଡିଓ" ସମ୍ବଲପୁରୀ ଶାଢ଼ୀ ସୋରୁମ୍ । ଏଠାରେ ବଜାର ଦରଠାରୁ କମ୍ ମୂଲ୍ୟରେ ବିଭିନ୍ନ ଡିଜାଇନ୍ ଓ ଆକର୍ଷଣୀୟ
Read More...

ହଷ୍ଟେଲରେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ : ଘଟଣାର ଭିଡିଓ ଭାଇରାଲ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରୁ ସାମ୍ନାକୁ ଆସିଛି ଏଭଳି ଏକ ଗୁରୁତର ଘଟଣା । ଜଣେ ଛାତ୍ର ଓ ତାଙ୍କ କିଛି ସହପାଠୀ ମିଶି ନବମ ଶ୍ରେଣୀର ୨୦ରୁ
Read More...

ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାର ମହତ୍ୱ ବିଷୟରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଧାରା ୩୭୦ ଏବଂ ୩୫ (ଏ) ଉଚ୍ଛେଦର ସାତ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ନିର୍ଣ୍ଣାୟକ ପଦକ୍ଷେପର ମହତ୍ୱ ବିଷୟରେ ଅବତାରଣା କରିଛନ୍ତି । ୫ ଅଗଷ୍ଟ ୨୦୧୯କୁଭାରତର ସମାବେଶୀ ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି
Read More...

ଲଗାଣ ବର୍ଷାରେ ଉଜୁଡିଲା ଚାଷ : ପନିପରିବା ବଜାରରେ ନିଆଁ

ଶ୍ରାବଣ ମାସରେ ଖାଉଟିର ପକେଟରେ ମାଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଗତ ଜୁଲାଇ ମାସରେ ଲଗାଣ ବର୍ଷା, ଶେଷ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ଦେଓଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇ ଅନେକାଂଶରେ ଧାନ ତଳି ଓ ପନିପରିବା ଫସଲ ନଷ୍ଟ ହୋଇଥିବା ବେଳେ ପନିପରିବା ଫସଲ
Read More...

କପିଲାଭଟା ୟୁପି ସ୍କୁଲରେ ଦ୍ୱିତୀୟ ପିଟିଏ ବୈଠକ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଦ୍ୱିତୀୟ ପିଟିଏ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା
Read More...

ବ୍ଲକସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସର୍ବସାଧାରଣ ଖେଳ ପଡିଆ ଠାରେ ହେବାକୁ ଥିବା ବ୍ଲକସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ବଙ୍ଗୋମୁଣ୍ଡା
Read More...

ସାଲେପୁରଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା “ବାର୍ତ୍ତାଳାପ” ଆୟୋଜିତ

ସଠିକ୍ ସୂଚନା ହିଁ ସରକାର ଓ ଜନତାଙ୍କ ମଧ୍ୟରେ ବିଶ୍ୱାସର ଆଧାର : ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ସାଲେପୁର, (ପିଆଇବି) : ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁବନ୍ଧନ ଭାବେ ଗଣମାଧ୍ୟମର ଭୂମିକାକୁ ଆହୁରି ସୁଦୃଢ଼ କରିବା ଏବଂ କେନ୍ଦ୍ର
Read More...

ସ୍ଵାଭିମାନ ପରିବାର ପକ୍ଷରୁ କ୍ୟାନ୍ସର ରୋଗୀଙ୍କୁ ଆର୍ଥିକ ସହାୟତା

ସଇଁତଲା, (ଖୁସିରାଣୀ ସାହୁ) : ସ୍ଥାନୀୟ ଅଗ୍ରଣୀ ସାମାଜିକ ସଂଗଠନ 'ସ୍ଵାଭିମାନ ପରିବାର' ପକ୍ଷରୁ ଜଣେ କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ପାଇଁ ମାନବିକତାର ପରିଚୟ ଦେଇ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସଂଗଠନର ଏହି ଜନହିତକର ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପ୍ରଶଂସା କରାଯାଉଛି ।
Read More...

ହିନ୍ଦୁ ଜାଗରଣ ମଞ୍ଚ ଓ ସ୍ମାଇଲ ଫର୍‌ଏଭର୍‌ର ସାମାଜିକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସାମାଜିକ ଅନୁଷ୍ଠାନ ହିନ୍ଦୁ ଜାଗରଣ ମଞ୍ଚ ଓ ସ୍ମାଇଲ ଫର୍‌ଏଭର୍ ତରଫରୁ ସେକ୍ଟର ୩ ସ୍ଥିତ ବାଜି ରାଉତ ଶିକ୍ଷା ନିକେତନ ଓ ଏନ୍ଆଇଟି କ୍ୟାମ୍ପସ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ସହ ନିଶାମୁକ୍ତ ଭାରତ ଅଭିଯାନ
Read More...