pakka
Monthly Archives

July 2022

ବରିଷ୍ଠ ଶିକ୍ଷକ ଭାସ୍କର ନନ୍ଦଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ପ୍ରାଥମିକ ବିଦ୍ୟାଳୟ (କ) ସେକ୍ଟର ୧୬ର ବରିଷ୍ଠ ଶିକ୍ଷକ ତଥା ଜାତୀୟ ରେଫ୍ରି ଭାସ୍କର ନନ୍ଦଙ୍କୁ ବିଦ୍ୟାଳୟ ତରଫରୁ ଅବସରକଳୀନ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଶ୍ରୀ ନନ୍ଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମ
Read More...

ସ୍ୱନିଧି ମହୋତ୍ସବ ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜାଦି କା ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ରାସ୍ତାକଡ ଉଠା ଦୋକାନୀଙ୍କ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ଓ ପାରିବାରିକ ଉନ୍ନତି ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସ୍ୱନିଧି ମହୋତ୍ସବ ଆଜି ଜର୍ଜ ହାଇସ୍କୁଲ ପଡ଼ିଆରେ ଆୟୋଜିତ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ପରିସରଠାରେ ଡ. ଲତିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇଂରାଜୀ ବିଭାଗର ଅଧ୍ୟାପକ ଡ. ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ୱାରା ଅନୁବାଦନ କରାଯାଇଥିବା
Read More...

ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ତାଲପାଲି ହସ୍ପିଟାଲର ନୂତନ ଗୃହରେ ଅବସର ଗ୍ରହଣ କରିଥିବା ଡୋଲାମଣି ପ୍ରଧାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା ପୂର୍ବକ ମାନପତ୍ର ଏବଂ ଉତ୍ତରୀୟ ପ୍ରଦାନ କରାଯାଇଥିଲା ଏବଂ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ଡ଼ାକ୍ତର ସିଦ୍ଧାନ୍ତ ପ୍ରଧାନ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୨୩ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୮ଟି କେନ୍ଦ୍ରରେ(କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୋନପୁର ମ୍ୟୁନିସିପାଲିଟି
Read More...

ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲକ୍ଷ୍ମଣ କୁମାର ପଣ୍ଡାଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆକାଶବାଣୀ ବଲାଙ୍ଗିର କେନ୍ଦ୍ର ମୁଖ୍ୟ ଲକ୍ଷ୍ମଣ କୁମାର ପଣ୍ଡା ଆଜି ଅବସର ଗ୍ରହଣ କରିଥିବା ସୂଚନା ମିଳିଛି । ଦୀର୍ଘ ୩୩ ବର୍ଷ ଧରି ସେ ଭାରତ ସରକାରଙ୍କୁ ଶୃଙ୍ଖଳାର ସହିତ ସେବା ଯୋଗାଇ ଆଜି ସେ ତାଙ୍କ କାର୍ଯ୍ୟକାଳ ସମାପ୍ତ କରିଛନ୍ତି । ତାଙ୍କ କାର୍ଯ୍ୟକାଳ
Read More...

ପାଣ- ଗଣ୍ଡା ସମାଜ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାଧାନଗର ପଂଚାୟତର ଗାନ୍ଧୀନଗରଠାରେ ୫୦ଟି ଆମ୍ବ ଚାରା ରୋପଣ କରାଯାଇଛି । ସଂଗଠନର ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗଙ୍କ ନେତୃତ୍ୱରେ ଏବଂ ଜିଲ୍ଲା ଉପସଭାପତି ରୋହିତ
Read More...

ସମାଜ ପାଠକ ମଞ୍ଚର ଆଲୋଚନାଚକ୍ର ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଆଜିର ସାରସ୍ୱତ ସଂଧ୍ୟାରେ ସମାଜ ପାଠକ ମଂଚ ଟିଟିଲାଗଡର "ସମାଜ ସେବାରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ" ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସମାଜ ପାଠକ ମଂଚର ସଭାପତି ଅଭିଭାଷଣରେ ଭିକାରୀ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ଆଲୋଚକ ଭାବରେ ସାହିତ୍ୟିକ
Read More...

ଅଲଣ୍ଡା ଚୌଦ୍ୱାର ମହିମା ଆଶ୍ରମରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ଗ୍ରାମସ୍ଥିତ ଚୌଦ୍ୱାର ମହିମା ଆଶ୍ରମରେ ବୃକ୍ଷ ରୋପଣ ସହ ସଚେତନତା କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ପରିବେଶ ପ୍ରେମୀ ସାଇପ୍ରସାଦ ସାହୁଙ୍କ ନେତୃତ୍ୱରେ ଆଶ୍ରମ
Read More...

ବଲାଙ୍ଗିର ଜିଲ୍ଲା ମଧୁବୈଶ୍ୟ/ଗୁଡିଆ ସମାଜର ନୂତନ କର୍ମକର୍ତ୍ତା ପୁର୍ନଗଠନ

ତ୍ରିନାଥ ସରାଫ ସଭାପତି ଓ ଜୟକୃଷ୍ଣ ସାହୁ ସଂପାଦକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗଣେଶ ମନ୍ଦିରଠାରେ ନିଖିଳ ଉତ୍କଳ ମଧୁବୈଶ୍ୟ/ଗୁଡିଆ ସମାଜ, ବଲାଙ୍ଗିର ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ରାଜ୍ୟ ଉପସଭାପତି ତ୍ରିନାଥ ସରାଫଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...