Monthly Archives

October 2021

କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଓଡ଼ିଶା କନିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ, ସମଗ୍ର ଶିକ୍ଷା
Read More...

ଯୁବ ଗୋଷ୍ଠୀଙ୍କ ଦ୍ଵାରା ଗାଁ ସଫେଇ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଗାଁର ମଧ୍ୟ ଭାଗରୁ ପୋଖରୀ ପର୍ଯ୍ୟନ୍ତ ରାସ୍ତା ସଫା କରାଯାଇଛି । ଗାଁର ରମେଶ ବେହେରା, ମାନସ ତ୍ରିପାଠୀ, କାର୍ତ୍ତିକ ଭୋଇ ଓ ନିରୋଜ ବଗର୍ତ୍ତି ନେତୃତ୍ୱରେ ଗାଁର ୩୦ରୁ ଅଧିକ ଯୁବକ ଗାଁରୁ ପୋଖରୀକୁ
Read More...

ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ବୁଢ଼ୀପଦର ପଞ୍ଚାୟତ ସଲତରପାଲି ଗ୍ରାମରେ ଆଦିବାସୀ ସ୍ପୋଟିଂ କ୍ଳବ୍ ତରଫରୁ ଆୟୋଜିତ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳ
Read More...

କ୍ଲବପଡା ହନୁମାନ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କ୍ଲବପଡା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ପୂର୍ବରୁ କିଛିଦିନ ତଳେ ମା’ ସମଲେଇଙ୍କ ମନ୍ଦିରର ଛାତ ଭୁଷୁଡି ଥିବା ବେଳେ ଆଜି ହନୁମାନ
Read More...

ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପଛ ପାଖ ଅଂଚଳ ରାତ୍ରି ସମୟରେ ପାଲଟିଛି ଅସାମାଜିକଙ୍କ ଆଡ୍ଡା ସ୍ଥଳ : ରାସ୍ତା ଉପରେ ବିଜୁଳି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ପଛ ପାଖ ଅଂଚଳ ରାତ୍ରି ସମୟରେ ପାଲଟିଛି ଅସାମାଜିକଙ୍କ ଆଡ୍ଡା ସ୍ଥଳ । ଏହି ଅଂଚଳରେ ରାସ୍ତା ଉପରେ ବିଜୁଳି ନାହିଁ କି ପୋଲିସ ପେଟ୍ରୋଲିଂ ମଧ୍ୟ ନାହିଁ, ଯେଉଁଥି ପାଇଁ ରାତ୍ରି ସମୟରେ ଅସାମାଜିକଙ୍କ ଚରାଭୂଇଁ ପାଲଟିଛି ସଂପୃକ୍ତ ଅଂଚଳ
Read More...

ତୈଳ, ରନ୍ଧନ ଗ୍ୟାସ ଆଦି ଦର ବୃଦ୍ଧି ବିରୋଧରେ ସ୍ୱର ଉତ୍ତୋଳନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : କେନ୍ଦ୍ର ସରକାରଙ୍କ ତୈଳ ଦର ବୃଦ୍ଧିକୁ ନେଇ ବର୍ତ୍ତମାନ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ତିରିଶରୁ ଚାଳିଶ ପଇସା ବୃଦ୍ଧି ପାଇ ଆଜି ଲିଟର ପିଛା ୧୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଲାଣି ପେଟ୍ରୋଲ । ଚଳିତ ଖରିଫ ଫସଲରେ ଅଭାବୀ ଧାନ
Read More...

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ବଲାଙ୍ଗିର ଶାଖାର ସଭାପତି ଭବାନୀ ଶଙ୍କର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଏମ୍‌ଆଇ ଡାକବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ ଗୋପାଲଜି ପାଣିଗ୍ରାହୀ ଯୋଗ ଦେଇ
Read More...

ତେଲେଙ୍ଗାନାରୁ ପ୍ରବାସୀ ଶ୍ରମିକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଲେ ଦୀପା ବାରିକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ, ଲହଣ୍ଡିପୁର ଏବଂ ଘୁଚାପାଲି ଗ୍ରାମର କିଛି ପ୍ରବାସୀ ଶ୍ରମିକ ସୁଦୁର ତେଲେଙ୍ଗାନା ରାଜ୍ୟର ପେଦାପଲ୍ଲୀ ଅଞ୍ଚଳରେ ଇଟାଭାଟିରେ କାମ କରୁଥିଲେ ଏବଂ ନିର୍ଯ୍ୟାତନାର ଶିକାର ହେଉଥିବା ପାଇକମାଲ ବ୍ଲକ ଟେମରି ଗ୍ରାମର
Read More...

ସର୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତର ଉଦ୍‌ଯାପନି ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ଥିତ ସରକାରୀ ମହିଳା ମହା ବିଦ୍ୟାଳୟର ଅଡିଟୋରିୟମ ଠାରେ ନେହେରୁ ୟୁବକ କେନ୍ଦ୍ର ଭାରତ ସରକାର, ବଲାଙ୍ଗିର ଏବଂ ଜାତୀୟ ସେବା ଯୋଜନା ମହିଳା ବିଦ୍ୟାଳୟଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ଉଦ୍‌ଯାପନି ଉତ୍ସବ ଏବଂ ଲୌହମାନବ
Read More...

ନିଷ୍ଠା ପରିବାର ଓ ଜୀବନ ସଂଯୋଗର ମିଳିତ ଉଦ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିରରୁ ୬୦ୟୁନିଟ ରକ୍ତ ସଂଗୃହିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ନିଷ୍ଠା ପରିବାର ଓ ଜୀବନ ସଂଯୋଗର ମିଳିତ ଆନୁକୁଲ୍ୟରେ ତାଳଶ୍ରୀଗିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ସରପଞ୍ଚ ଧରିତ୍ରୀ ସାହୁ ଓ ଗାଁର ଭଦ୍ର ବ୍ୟକ୍ତିମାନେ ଫିତା କାଟି ଶୁଭ
Read More...