pakka

କ୍ଲବପଡା ହନୁମାନ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କ୍ଲବପଡା ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ପୂର୍ବରୁ କିଛିଦିନ ତଳେ ମା’ ସମଲେଇଙ୍କ ମନ୍ଦିରର ଛାତ ଭୁଷୁଡି ଥିବା ବେଳେ ଆଜି ହନୁମାନ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଯୋଗୁଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ନିରୁତ୍ସାହ ଭାବାବେଗ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

19 − three =