Monthly Archives

March 2024

ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ଟାଣୁଆ ନେତା ତଥା ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି । ଏନେଇ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି । ଏନେଇ ରବିବାର ପବିତ୍ର
Read More...

ଜିଲ୍ଲା ଓବିସି ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ରପଡା ସ୍ଥିତ ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର କାର୍ଯ୍ୟାଳୟ ପରିସରରେ ମଲିଆ ଗଡୁଆଙ୍କ ଆବାହନ କ୍ରମେ ବଲାଙ୍ଗିର ଜିଲ୍ଲାର ଓବିସି ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ରାଜ୍ୟ ଓବିସି ମଞ୍ଚ ଓଡ଼ିଶାର
Read More...

ମୁରିବାହାଲ ପଂଚାୟତି ହାଇସ୍କୁଲ ଖେଳ ପଡ଼ିଆ ଠାରେ ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ :…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପଂଚାୟତି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଆଦିବାସୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ମା' ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ
Read More...

କଣ୍ଟାବାଞ୍ଜିରେ ବିକାଶ ଗ୍ରୁପ୍‌ର ସ୍କୁଲ ଉଦ୍‌ଘାଟନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ୟବସାୟିକ ସହରରେ ବିକାଶ ଗ୍ରୁପ୍‌ର ବିକାଶ ଟେକ୍‌ନୋ ସ୍କୁଲର ଶୁଭ ଉଦ୍‌ଘାଟନ ରବିବାର ସନ୍ଧ୍ୟାରେ ହୋଇଯାଇଛି । ପୂର୍ବରୁ ଏହି ବିଦ୍ୟାଳୟ ମୁସ୍କାନ୍ ଇଣ୍ଟର୍‌ନେସନାଲ୍‌ ସ୍କୁଲ ନାମରେ ପରିଚିତ ଥିଲା । ମୁସ୍କାନ
Read More...

ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀବିହାର ରାଧାକୃଷ୍ଣ ମନ୍ଦିର ପରିସରରେ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାର ୧୯ଟି ସଂକୀର୍ତ୍ତନ ଦଳ ସଦାଇପାଲି ଗ୍ରାମରେ ନଗର
Read More...

ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ବିଷ୍ଣୁମୁଣ୍ଡା ସ୍ଥିତ ଅନ୍ନପୂର୍ଣ୍ଣା ନଗର ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡା. ଅଶୋକ କୁମାର ସେଠୀ ଯୋଗଦାନ କରିଥିଲେ । ସମିତିର ପ୍ରତିଷ୍ଠାତା
Read More...

ଯୁବ କୁଲୁତା ସମାଜ ଭାଉଜ ଦିଅରଙ୍କ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ କଙ୍କରିୟା ଗ୍ରାମର ମକରଧ୍ୱଜ ପଧାନ ଓ ବଙ୍ଗୋମୁଣ୍ଡା ବ୍ଲକ୍‌ ପିପଲମୁଣ୍ଡା ଗ୍ରାମର ଭାନୁମତି ଜାନି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତାଭାବରୁ ଡାକ୍ତର
Read More...

ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ୍‌ ଆନୁକୁଲ୍ୟରେ ସଂସ୍କୃତ ଅଧ୍ୟାପକ ସି. ଭୋଇଙ୍କ ଅଧ୍ୟକ୍ଷତାରେ ପରିବେଶ ଶିକ୍ଷା ଅନ୍ତର୍ଗତ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟିର
Read More...

ମାକ୍ରିପଡ଼ା ଗ୍ରାମରେ ଯୁବଗୋଷ୍ଠୀ ଦ୍ୱାରା ପୁଷ୍କରିଣୀ ସଫେଇ କାର୍ଯ୍ୟ : ଗୋଟିଏ ପାଦ ସ୍ୱଚ୍ଛତା ଆଡ଼କୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡା ପଞ୍ଚାୟତ ମାକ୍ରିପଡ଼ା ଗ୍ରାମରେ ତିନୋଟି ଗ୍ରାମ ନିର୍ଭର କରୁଥିବା ମୁଖ୍ୟ ପୋଖରୀ 'ଶାଗୁଣା ମୁଣ୍ଡା'କୁ ପଙ୍କ ଉଦ୍ଧାର ପାଇଁ ପାଣି କଟାଯାଇଛି । ଏଥିପାଇଁ ଗାଁ ଲୋକମାନଙ୍କର ଅନେକ ଅସୁବିଧା ହେଉଥବାରୁ ନିକଟରେ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ସହଯୋଗ ଫାଉଣ୍ଡେସନ୍‌ ପକ୍ଷରୁ ଅନ୍ନପୂର୍ଣ୍ଣା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରାୟ ୪୦୦ ଜଣ ବ୍ୟକ୍ତି ଏହି କର୍ଯ୍ୟକ୍ରମରୁ ଉପକୃତ ହୋଇଥିବା କୁହାଯାଇଛି । ସଞ୍ଜୟ ଅଗ୍ରୱାଲ ତାଙ୍କ
Read More...