Monthly Archives

March 2024

ଅବସର ଗ୍ରହଣ କଲେ ଫରେଷ୍ଟ ରେଞ୍ଜର କେଶବ କିଶୋର ନାୟକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୯ ବର୍ଷ ନିଜର କୁଶଳ କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରି ଆଜି କାର୍ଯ୍ୟରୁ ଅବସର ନେଇଛନ୍ତି ଫରେଷ୍ଟ ରେଞ୍ଜର କେଶବ କିଶୋର ନାୟକ । ନିଜର କାର୍ଯ୍ୟକାଳ ଅବଧି ଭିତରେ ଜଙ୍ଗଲ ସୁରକ୍ଷାକୁ ମୂଳମନ୍ତ୍ର କରିଥିବା ନାୟକ ଅନେକ ଗୁଡିଏ ଜଙ୍ଗଲ ମାମଲା ରୁଜ୍ଜୁ କରି
Read More...

ଥାନେରେ ଭୀଷଣ ଅଗ୍ନିକାଣ୍ଡ : ୨୦ଟି ସ୍କ୍ରାପ୍ ଗୋଦାମ ଜଳିଗଲା

ଥାନେ : ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିୱାଣ୍ଡିରେ ଥିବା ଏକ ସ୍କ୍ରାପ୍ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ହଠାତ୍ ନିଆଁ ଲାଗିଯିବାରୁ ୧୫ରୁ ୨୦ଟି ସ୍କ୍ରାପ୍ ଗୋଦାମ ଜଳି ଯାଇଥିଲା । ଏହି ଅଗ୍ନିକାଣ୍ଡ ଘଟଣାଟି ଓଉଲି ଗ୍ରାମ ପଞ୍ଚାୟତ ଅଞ୍ଚଳର ବୋଲି ଜଣାପଡ଼ିଛି ।
Read More...

ବିଷ ହେଲା ବାର୍ଥ ଡେ’ କେକ୍ : କେକ୍ ଖାଇ ୧୦ ବର୍ଷର ଝିଅ ମୃତ

ପଞ୍ଜାବ : ବିଷ ହେଲା ବାର୍ଥ ଡେ' କେକ୍ । ଜନ୍ମ ଦିନରେ କେକ୍ ଖାଇ ୧୦ ବର୍ଷର ଝିଅ ମୃତ । ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ପଞ୍ଜାବରେ । ଝିଅର ଜନ୍ମଦିନ ପାଳନ ପାଇଁ ପରିବାର ଲୋକେ ଅନଲାଇନରେ କେକ୍ ଅର୍ଡର କରିଥିଲେ । ପଟିଆଲାର ଏକ ବେକେରୀରୁ ଚୋକୋଲେଟ୍ କେକ୍ ଅର୍ଡର କରାଯାଇଥିଲା ।
Read More...

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କାଲିମେଳା : କାଲିମେଳା ପୋଲିସକୁ ବଡ ସଫଳତା । ୫୦୦ ଗ୍ରାମ ଗଞ୍ଜେଇ ସହ ଏକ ଧଳା ରଙ୍ଗର ପିକ୍‌ଅପ୍ ଭ୍ୟାନ୍ ଜବତ ହୋଇଥିବା ଖବର ମିଳିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷରୁ ଅଧିକ ହେବ ବୋଲି କୁହାଯାଇଛି । ଖବର ଅନୁଯାୟୀ, ଏକ ପିକ୍‌ଅପ୍ ଗାଡିରେ ତରଭୁଜ ତଳେ ଗଞ୍ଜେଇ ରଖି ପଡୋଶୀ
Read More...

ମହାରାଜା ରାଜେନ୍ଦ୍ର ନାରାୟଣ ଥିଲେ ଜଣେ ଅନନ୍ୟ ଆଦର୍ଶ ପୁରୁଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଟି ହୃଦୟର ମଣିଷ ଭାବରେ ପ୍ରଜାନୁରଂଜନ ଧର୍ମକୁ ଧାରଣ କରି କେବଳ ବଲାଙ୍ଗିର ନୁହେଁ ସମଗ୍ର ଓଡିଶାରେ ତଥା ଭାରତୀୟ ରାଜନୀତିରେ ସେ ଥିଲେ ଜଣେ ଅନନ୍ୟ ପୁରୁଷ । ତାଙ୍କ ପଦାଙ୍କ ଅନୁସରଣ କରି ନିଜ ଅଂଚଳର ବିକାଶରେ ବ୍ରତୀ ହେବା ପାଇଁ ମତ ଦେଇଛନ୍ତି । ଆଜି
Read More...

ବଲାଙ୍ଗିର ଟେକ୍ସବାର ଏସୋସିଏସନ୍‌ ନିର୍ବାଚନ : ଶାନ୍ତାନୁ ଭୋଇ ସଭାପତି, ପ୍ରଭଞ୍ଜନ ହୋତା ସଂପାଦକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟେକ୍ସବାର ଏସୋସିଏସନ୍‌ର କର୍ମକର୍ତ୍ତା ଚୟନ ହୋଇଯାଇଛି । ଏଥିରେ ସଭାପତି ଭାବରେ ଶାନ୍ତାନୁ କୁମାର ଭୋଇ ସଭାପତି ଓ ପ୍ରଭଞ୍ଜନ ହୋତା ସଂପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ସେହିପରି ସରୋଜ କୁମାର ମାଝୀ ଉପସଭାପତି, ପ୍ରକାଶଚନ୍ଦ୍ର ମହାପାତ୍ର
Read More...

ଜାତୀୟ ବୁନସେନ୍ ବର୍ନର୍ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାର୍ଚ୍ଚ ୩୧ରେ ଜାତୀୟ ବୁନସେନ୍ ବର୍ନର୍ ଦିବସ ପାଳନ ହୁଏ । ଏହି ଦିନଟି ବୁନସେନ୍ ବର୍ନର୍‌ର ଚମତ୍କାର ଉଦ୍ଭାବନକୁ ସ୍ମରଣ କରିବା ପାଇଁ ଉତ୍ସର୍ଗୀକୃତ ଅଟେ, ଯାହା ବୈଜ୍ଞାନିକ ଏବଂ ଛାତ୍ରମାନଙ୍କୁ ସେମାନଙ୍କ ପରୀକ୍ଷଣରେ ସାହାଯ୍ୟ କରିଆସୁଛି । ସେହି
Read More...

ବାଇକ୍ ଦୁର୍ଘଟଣା : ୧ ଗୁରୁତର

କୋକସରା : କୋକସରା ଥାନା ଡଙ୍ଗରୀଗୁଡ଼ା ବୁଲାଣିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଳକ ଗୁରୁତର ଥିବା ଜଣା ପଡିଛି । ଗୁରୁତର ଜଣକ ହେଲେ ଗୌଡ଼ଛେଣ୍ଡିଆ ଗ୍ରାମର ଧବଳେଶ୍ଵର ବାରିକ । ଧବଳେଶ୍ଵର ଜୟପୁରରୁ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବାବେଳେ ଉକ୍ତ ସ୍ଥାନରେ ଥିବା ଡିଭାଇଡରରେ ପିଟିହୋଇ
Read More...

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ପରିବାରର ୪ ମୃତ

ନୂଆଦିଲ୍ଲୀ : ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ପରିବାରର ୪ ମୃତ । ଉତ୍ତରପ୍ରଦେଶ ଦେଓରିଆରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟି ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ରୋଷେଇ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ବିସ୍ଫୋରଣରେ
Read More...

ସଇଁତଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ : ସୁବୋଧ ସଭାପତି, ଫିରୋଜ ସମ୍ପାଦକ ଭାବରେ ନିର୍ଦ୍ଵନ୍ଦରେ…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ୍‌ ସ୍ଥିତ ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଓକିଲ ରାଧେଶ୍ୟାମ ସାହୁଙ୍କ ତତ୍ତ୍ୱବଧାନରେ ନିର୍ବାଚନ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ସଂଘର ସମସ୍ତ
Read More...