Monthly Archives

July 2021

+୨ ବିଜ୍ଞାନ ଫଳାଫଳ : ଜେଆଇଟିଏମ୍‌ କଲେଜ୍‌ର ୧୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜେଆଇଟିଏମ୍‌ କଲେଜର ୧୨୬ ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିବା ବେଳେ ୧୨୦ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ର ସୌରଭ ହୋତା ସମୁଦାୟ ୫୭୦(୯୫%) ମାର୍କ ଓ ପ୍ରଣଜିତ ରାୟଗୁରୁ ୫୬୦(୯୩.୩%)
Read More...

+୨ ବିଜ୍ଞାନ ଫଳାଫଳରେ ଯୁବୋଦୟ ମହାବିଦ୍ୟାଳୟର ଋତୁପର୍ଣ୍ଣାଙ୍କ କମାଲ୍‌ : ୬୦୦ ମାର୍କରୁ ରଖିଲେ ୫୭୭

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବିଜ୍ଞାନ ଫଳାଫଳରେ ଯୁବୋଦୟ ମହାବିଦ୍ୟାଳୟର ଛାତ୍ରୀ ଋତୁପର୍ଣ୍ଣା କମାଲ୍‌ ଦେଖାଇଛନ୍ତି । ଋତୁପର୍ଣ୍ଣା ଦାଶ ସମୁଦାୟ ୬୦୦ ମାର୍କରୁ ୫୭୭ ମାର୍କ ରଖିଥିବା ବେଳେ ସେ ପଶ୍ଚିମ ଓଡ଼ିଶାରେ ଶୀର୍ଷରେ ରହିଥିବା ଜଣାପଡିଛି । ତାଙ୍କ ସଫଳତା ଯୋଗୁଁ ମହାବିଦ୍ୟାଳୟର
Read More...

+୨ ବାଣିଜ୍ୟରେ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ସଫଳତା : ୮୭% ରଖି ଅନୁଭବ ରହିଲେ ଶୀର୍ଷରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବାଣିଜ୍ୟ ଫଳାଫଳରେ ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟ ସଫଳତା ହାସଲ୍‌ କରିଥିବା ବେଳେ ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା କଲେଜ ପକ୍ଷରୁ କୁହାଯାଇଛି । ଛାତ୍ର ଅନୁଭବ ପୂଜାରୀ ୮୭% ମାର୍କ ରଖିଥିବା ବେଳେ ନିତେଶ କୁମାର ମାଖିଜା ୮୩% ମାର୍କ
Read More...

+୨ ବାଣିଜ୍ୟରେ ସିଏନ୍‌ସି ବାଣିଜ୍ୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବାଜିମାତ୍‌ : ଶ୍ରେୟାଂଶ ଜୈନ ରଖିଲେ ୯୬.୧୭%…

ବଲାଙ୍ଗିର, (କେପିଏନ୍‌ଏସ୍‌) : +୨ ବାଣିଜ୍ୟର ଫଳାଫଳ ପ୍ରକାଶ ପାଇଥିବା ବେଳେ ବଲାଙ୍ଗିରର ଅଗ୍ରଣୀ ବାଣିଜ୍ୟ ମହାବିଦ୍ୟାଳୟ ସିଏନ୍‌ସି ବିଶେଷ ସଫଳତା ପ୍ରଦର୍ଶନ କରିଛି । ମହାବିଦ୍ୟାଳୟର ଶତ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଶ୍ରେୟାଂଶ ଜୈନ ୯୬.୧୭% ମାର୍କ ରଖି
Read More...

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଦେଓଗାଁ ଆଶ୍ରମରେ ସହାୟତା

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଆଜି ଦେଓଗାଁ, ସାଲେପାଲି ବୃଦ୍ଧାଶ୍ରମରେ ମଧ୍ୟାହ୍ନ ଭୋଜନ, ବସ୍ତ୍ର ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ତେବେ ସ୍ୱାର୍ଗତ ବୁଲେଇ ଚରଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଏକାଦଶ ମଧ୍ୟ
Read More...

ଗାୟତ୍ରୀ ବାହିନୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାୟତ୍ରୀ ବାହିନୀ ସଭାପତି ଜିତେଶ୍ୱରୀ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି ସଫେଇ କାର୍ଯ୍ୟକ୍ରମ । ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଶ୍ରୀ ରାମ ମନ୍ଦିର ଠାରେ ଗାୟତ୍ରୀ ବାହିନୀ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
Read More...

ବରଗଡ଼ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଥିବା ରକ୍ତ ସଂରକ୍ଷଣ ବିଭାଗ ଦୀର୍ଘଦିନ ହେଲା ଅଚଳାବସ୍ଥାରେ ପଡି ରହିଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସହରଠୁ ପ୍ରାୟ ଆଠ କିଲୋମିଟର ଦୂରରେ ଗଢିଉଠିଥିବା ନୂତନ ଚକଚକିଆ କୋଠାରେ ଜିଲ୍ଲା ମୁଖ୍ୟ ଚିକତ୍ସାଲୟ ସ୍ଥାପିତ ମାତ୍ର ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା ଅଭାବରୁ ରୋଗୀ ବିଭିନ୍ନ ସମୟରେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ସୂଚନାନୁସାରେ ଜିଲ୍ଲା ମୁଖ୍ୟ
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ଡୁଙ୍ଗୁରିିପାଲି, (କେପିଏନ୍‌ଏସ୍‌) : ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତାଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମୋରହରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ଅତିଥି ବୃନ୍ଦ ମତପ୍ରକାଶ କରିଛନ୍ତି ଯେ, ଜଣେ ଶିକ୍ଷକ ନିଜ ଜୀବନରେ ଅଗଣିତ ଛାତ୍ରଛାତ୍ରୀଙ୍କର ଉଜ୍ଜଳ
Read More...

ଦୀପାଙ୍କ ପ୍ରୟାସ ପରେ ମରାମତି ହେଲା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ସରକାରଙ୍କ ମୋ ସରକାର ଏବଂ ୫ଟି ଯୋଜନା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ ଅଭିଯୋଗ ଗୁଡ଼ିକୁ ସମସ୍ତ ବିଭାଗ ଗୁରୁତ୍ୱ ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରୁଥିବା ଦେଖାଯାଉଛି । ଏହିଭଳି ହଜାର ହଜାର ସମସ୍ୟାର ସମାଧାନ କରି ସାରିଥିବା ପାଇକମାଲ ଅଂଚଳର
Read More...

ଅସହାୟ ମହିଳାଙ୍କୁ ସାହା ହେଲା ମାହେଶ୍ୱରୀ ସଂଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ପୂର୍ବରୁ ମାହେଶ୍ୱରୀ ସଂଗଠନ ସେବା ପରମଧର୍ମକୁ ପାଥେୟ କରି ଜନସେବାରେ ଲିପ୍ତ ରହିଛି । କରୋନା ମହାମରୀର ପରବର୍ତ୍ତୀ ସମୟରେ ସଂଗଠନ ଉପରେ ସାମାଜିକ ଦାୟିତ୍ୱ ଆହୁରି ବଢି ବଢି ଚାଲିଛି । କେଉର୍ ରୋଗୀଙ୍କୁ ଡାକ୍ତଖାନାରେ ଚିକିତ୍ସା ପାଇଁ ପହଞ୍ଚାଇବା
Read More...