pakka

ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଦେଓଗାଁ ଆଶ୍ରମରେ ସହାୟତା

bbehera

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ଆଜି ଦେଓଗାଁ, ସାଲେପାଲି ବୃଦ୍ଧାଶ୍ରମରେ ମଧ୍ୟାହ୍ନ ଭୋଜନ, ବସ୍ତ୍ର ବଣ୍ଟନ, ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ତେବେ ସ୍ୱାର୍ଗତ ବୁଲେଇ ଚରଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଏକାଦଶ ମଧ୍ୟ ପାଳନ କରାଯାଇଥିଲା । ଜିଲ୍ଲା ନାରୀ ଶକ୍ତି ଫାଉଣ୍ଡେସନର ସମ୍ପାଦିକା ନୂତନ ଦାସଙ୍କୁ ନେତୃତ୍ୱରେ ଶତାଧିକ ମହିଳାମାନେ ସାମିଲ ହୋଇ ସହାୟତା କରିଥିଲେ ।

jay balangir
Leave A Reply

Your email address will not be published.

three × three =