ସାବିତ୍ରୀ ଉଆଁସ୍ ଲାଗି ଫଲ୍ମୂଲ୍ ବଜାରେ ଲାଗିଛେ ନିଆଁ
ରେଟ୍ ଦେଖି କରି ସତ୍ୟବାନ୍ ଛାନିଆଁ
ଦେଓଗାଁ, (ମନୀଷ କୁମାର ସାହୁ): ଆଏଯ ସାବିତ୍ରୀ ବ୍ରତ । ଗାଁନୁ ସହର ଚାରି ଆଡେ ଘିନବିକା ଥି ଲୋକ ମସଗୁଲ । କିଏ ଶାଢ଼ୀ ପଟା ଘିନି ଯାଉଛେ ସହର କେ ତ କିଏ ଭିନ୍ ଭିନ୍ ଫଲ୍ମୂଲ୍ ଘିନି ଯାଉଛେ ବଜାର କେ । ଇହାଦେର୍ ଲୋକର୍ ଚାହିଦା କେ ଦେଖି କରି ସବୁ!-->!-->!-->…
Read More...
Read More...