Browsing Tag

deogaon news

ଦେଓଗାଁରେ ସୁଭଦ୍ରା ଯୋଜନାର ଜନ୍ମ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ମିଶନ ଶକ୍ତି କାର୍ଯ୍ୟାଳୟରେ ସୁଭଦ୍ରା ପ୍ରତିଷ୍ଠା ଦିବସ ତଥା ସୁଭଦ୍ରା ଜୀବନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁଭଦ୍ରା ହିତାଧିକାରୀମାନେ ଏକତ୍ରିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଶିଶୁ ବିକାଶ ପ୍ରକଳ୍ପ…
Read More...

ସାହାଜବାହାଲରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ସାହାଜବାହାଲ ଗାଁରେ ବୁଢ଼ାଡଙ୍ଗର ଯୁବ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମାଜସେବୀ ତଥା ପୂର୍ବ ସରପଞ୍ଚ ପ୍ରଦ୍ୟୁମ୍ନ ହୋତା, ସମ୍ମାନିତ ଅତିଥି…
Read More...

ବୟୋଜ୍ୟେଷ୍ଠ ନାଗରିକ ଆବାସରେ ସେବା ସଂକଳ୍ପ ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ପରିଚାଳିତ ବୟୋଜ୍ୟେଷ୍ଠ ନାଗରିକ ଆବାସରେ ସେବା ସଂକଳ୍ପ ଅଭିଯାନ ୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆବାସର ଅନ୍ତେବାସୀଗଣ ମିଳିତ ଭାବେ ବୃକ୍ଷରୋପଣ…
Read More...

ହିର୍ଲିମାଲରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହିର୍ଲିମାଲ ଗାଁରେ ପବିତ୍ର ଗଣେଶ ପୂଜା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି…
Read More...

ପ୍ରାଥମିକ ବିଦ୍ୟାଳୟ ପୁଲସଖଣ୍ଡରେ ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ବଡବନ୍ଧ କ୍ଲଷ୍ଟରର ଚଳିତ ଶିକ୍ଷାବର୍ଷର ତୃତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପୁଲସଖଣ୍ଡର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ବୁଡେକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବଡବନ୍ଧ ଆଞ୍ଚଳିକ ସାଧନ କେନ୍ଦ୍ର…
Read More...

ରେଙ୍ଗାଲି ଗୋ-ହତ୍ୟା ଘଟଣାରେ ବାପ ପୁଅ ଗିରଫ

କୋର୍ଟ ଚାଲାଣ କଲା ପୁଲିସ, ଦୁଇ ଫେରାରଗୋ-ହତ୍ୟାକାରୀକୁ କୋର୍ଟ ଚାଲାଣ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ହୋଇଥିବା ଗୋ-ହତ୍ୟା ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ଆହୁରି ଦୁଇ ଜଣ ଫେରାର ଥିବାରୁ…
Read More...

ଆସୁଛି ନୂଆଁଖାଇ : ଛୁଟିରେ ଯୋଗାଣ ସହାୟକ ସଂଘ

ହିତାଧିକାରୀଙ୍କୁ ମିଳିବନି ଚାଉଳ, ଫିକା ପଡ଼ିବ ପଶ୍ଚିମ ଓଡ଼ିଶାର ଗଣପର୍ବ ଦେଓଗାଁ, (ମନୀଷ କୁମାର ସାହୁ) : ପଶ୍ଚିମ ଓଡ଼ିଶାର ସବୁଠାରୁ ବଡ଼ ଗଣପର୍ବ 'ନୂଆଁଖାଇ' ପାଇଁ ଚାରିଆଡ଼େ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ଗ୍ରାମାଞ୍ଚଳର ଗରିବ ହିତାଧିକାରୀଙ୍କ ପାଇଁ ସୃଷ୍ଟି ହୋଇଛି…
Read More...

ମାଟି ଚିରି ବାହାରିଲେ ମହାଦେବ : ଗ୍ରାମବାସୀ କଲେ ସ୍ୱପ୍ନେଶ୍ୱର ବାବାଙ୍କ ପ୍ରତିଷ୍ଠା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଜରାସିଂହା ରାସ୍ତାରେ ଥିବା ଚନ୍ଦ୍ରପୁର ଓଏଭି ସ୍କୁଲ ନିକଟରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ମାଟି ଚିରି ମହାଦେବ ବାହାରିଥିବା ଜଣାପଡ଼ିଛି । ତେବେ ନିକଟସ୍ଥ ଚନ୍ଦ୍ରପୁର ଗାଁର ଜୈନିକ ମହିଳାଙ୍କୁ ସ୍ୱପ୍ନାଦେଶ ହେବାରୁ ଇଟା ଫ୍ୟାକ୍ଟ୍ରିରେ ମାଟି ଖୋଲା…
Read More...

ଦେଓଗାଁ ବ୍ଲକ କଳାକାର ସଂଘର ନୂଆଖାଇ ଭେଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ଥିତ ନାଗେଶ୍ୱର ଯୁବକ ସଂଘରେ ଦେଓଗାଁ ବ୍ଲକ କଳାକାର ସଂଘ ପକ୍ଷରୁସୋମବାର ଅପରାହ୍ନରେ ଦେଓଗାଁ ବ୍ଲକ କଳାକାର ସଂଘର ଉପସଭାପତି ତଥା ବଲାଙ୍ଗିର ଜିଳ୍ଲା କଳାକାର ସଂଘର ଉପସଭାପତି ସୁଦାମ ବିଶିଙ୍କ ସଭାପତିତ୍ୱରେ ଆସନ୍ତା ୨୪ ତାରିଖ ଦିନ ହେବାକୁ…
Read More...

ଦେଓଗାଁ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶନିବାର ଦିନ ପବିତ୍ର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଦେଓଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ କଳାକାର ସାଧୁଚରଣ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ପ୍ରଧାନ…
Read More...