Browsing Tag

deogaon news

ଦେଓଗାଁ ଶିଶୁ ମନ୍ଦିରର ଜନ୍ମାଷ୍ଟମୀ ଉତ୍ସବ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ହାତୀସରା ପଞ୍ଚାୟତ ଅନ୍ତର୍ଗତ ନାଇକେନଶିରା ଗାଁ ଜଗନ୍ନାଥ ପଥାଗଣ ପରିସରରେ ଦେଓଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଶୁକ୍ରବାର ଦିନ ଜନ୍ମାଷ୍ଟମୀ ମହାସମାରୋହରେ ପାଳନ ହୋଇଯାଇଛି । ଅତିଥି ଭାବେ ସ୍ଥାନୀୟ ସମିତି ସଭ୍ୟ ଯୋଗ ଦେଇଥିଲେ ।…
Read More...

ହାତୀସରାରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ଗାଁରେ ଶୁକ୍ରବାର ସନ୍ଧ୍ୟାରେ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂଜା ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଥିବା ସୂଚନା ମିଳିଛି । କମିଟିର ସଭାପତି ପିଣ୍ଟୁ ହରିପାଲ,…
Read More...

ସୋନଗଡ଼ ବ୍ୟାରେଜକୁ ନେଇ ବିଜେଡ଼ି କଂଗ୍ରେସର ଶ୍ରେୟ ଲଢେଇ

ଦେଓଗାଁ ବ୍ଲକରେ ଜମୁଛି ରାଜନୀତି ଦେଓଗାଁ, (ମନୀଷ କୁମାର ସାହୁ) : ୨୪ ବର୍ଷର ବିଜେଡ଼ି ସରକାର ଅମଳରୁ ଦୁଇ ଦଶନ୍ଧି ଧରି ଦାବି ହୋଇ ଆସୁଥିବା ସୋନଗଡ ବ୍ୟାରେଜ ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗାଇ ଦେଇଛନ୍ତି । ତେବେ ଏହି ଅନୁଦାନ ଆସିବା ପରେ ଏହାର ଶ୍ରେୟ ନେବା ପାଇଁ ବଲାଙ୍ଗିର…
Read More...

କୁତୁର୍ଲା ହାଇସ୍କୁଲରେ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ କୁତୁର୍ଲା ସ୍ଥିତ ସୁରଧନୁ ଉଚ୍ଚ ବିଦ୍ୟାଳୟରେ ଚାଇଲ୍ଡ ହେଲ୍ପ ଲାଇନ ତରଫରୁ ଶିଶୁ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁରଧନୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଦର୍ଶିନୀ…
Read More...

ଦେଓଗାଁ ଡ଼ାକ୍ତରଖାନାରୁ ବାଇକ ଚୋରି : ଥାନାରେ ଏତଲା

ଅଚଳ ସିସିଟିଭିକୁ ନେଇ ବଢିଲା ଅସନ୍ତୋଷ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପ୍ରତିଦିନ ଲୋକେ ଚିକିତ୍ସା ପାଇ ଆସୁଛନ୍ତି । ଶହ ଶହ ବାଇକ ମଧ୍ୟ ଲାଇନ ଲମ୍ଭୁଛି ହସ୍ପିଟାଲ ଆଗରେ । ଏହି ସବୁକୁ ନଜର ରଖିବା ପାଇ ସିସିଟିଭିର ବ୍ୟବସ୍ଥା ହୋଇଛି ।…
Read More...

ଜରାସିଂହା ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଜରାସିଂହା ସ୍ଥିତ ଶାଶ୍ୱତ ଡିଗ୍ରୀ ମହାବିଦ୍ୟାଳୟରେ ଶକ୍ତି ଶ୍ରୀ ସଶକ୍ତିକରଣ ଶାଖା ଦ୍ୱାରା ଛାତ୍ରୀ ମାନଙ୍କର ଏକ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପୁରୁଷୋତ୍ତମ…
Read More...

ସୋନଗଡ ନଦୀରେ ନାଦୀଗର୍ଭ ଜଳ ସଞ୍ଚୟ ପ୍ରକଳ୍ପ ପାଇଁ ହେଲା ଟେଣ୍ଡର

ହେବ ୯୧କୋଟି ୧୧ ଟଙ୍କାର ବ୍ୟୟ ଅଟକଳ ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଅଢ଼େଇ ଦଶନ୍ଧିର ଅପେକ୍ଷାର ଅନ୍ତ ଘଟିଛି । ଦେଓଗାଁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି । ପୂର୍ବ ସରକାର ଅମଳରେ ଘୋଷଣା ହୋଇଥିବା ପ୍ରସ୍ତାବିତ ସୋନଗଡ ନଦୀର ସିକୁଆଁରେ ଆଇଏସ୍‌ଏସ୍‌ ବା ନଦୀଗର୍ଭ ଜଳ…
Read More...

ଗ୍ରାମୀଣ ରାସ୍ତା ଶୋଚନୀୟ : ମରାମତି ଦାବି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ହିର୍ଲିମାଲ, ତେଲପାଲି, ଜାମଝରଣକୁ ସଂଯୋଗ କରୁଥିବା ରାସ୍ତା ଏବେ ଶୋଚନୀୟ ହୋଇପଡ଼ିଛି । ଏହି ରାସ୍ତାରେ ବିଭିନ୍ନ ସମୟରେ ହାଇୱା ଗାଡ଼ି ଯାଇ ରାସ୍ତାରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଛୋଟ ଛୋଟ ଗାଡି ସହ…
Read More...

ଦେଓଗାଁ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଯୋଗ ଦେଇ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଲୋକଙ୍କ…
Read More...

ଲକ୍ଷେ ଘର ଗଣ୍ଡା ସମାଜ ଓ ଦଳିତ ଶିକ୍ଷକ ସଂଘର ମିଳିତ ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ଓ ଦେଓଗାଁ ବ୍ଲକ ଦଳିତ ଶିକ୍ଷକ ସଂଘର ମିଳିତ ଆନୁକୂଲ୍ୟରେ ଭୀମ ପାହାଡ଼ ସ୍ଥିତ ପର୍ଯ୍ୟଟନ କେନ୍ଦ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠାନିକ ବୈଠକ ରବିବାର ଅନୁଷ୍ଠିକ ହୋଇଯାଇଛି । ଏହି ବୈକରେ ଲକ୍ଷେଘର ଗଣ୍ଡା ସମାଜର…
Read More...