Daily Archives

ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ଆଇନ କ୍ଷେତ୍ରରେ କ୍ୟାରିୟର ମାର୍ଗଦର୍ଶନ ପାଇଲେ ଛାତ୍ରଛାତ୍ରୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଏବଂ ସଠିକ୍ କ୍ୟାରିୟର ଚୟନରେ ସହାୟତା କରିବା ଉଦ୍ଦେଶ୍ୟରେ ପିଏମ୍ ଶ୍ରୀ କାର୍ଯ୍ୟକ୍ରମ ୨୦୨୬–୨୭ ଅନ୍ତର୍ଗତ ପିଏମ୍ ଶ୍ରୀ ସ୍କୁଲ୍ ଜବାହର ନବୋଦୟ…
Read More...

ଗଞ୍ଜାମରେ ବାତ୍ୟାର ପୁନରୁଦ୍ଧାର ଓ ଜଳ ସମ୍ପଦ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ବିଭାଗୀୟ ପ୍ରମୁଖ ଶାସନ ସଚିବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଗଞ୍ଜାମ ଗସ୍ତରେ ଆସି ଭିତ୍ତିଭୂମିର ତଦାରଖ କ୍ଷୟକ୍ଷତି ଆକଳନ ଉପରେ ସମୀକ୍ଷା କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଏବଂ ଜଳ ସମ୍ପଦର…
Read More...

ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଅଷ୍ଟମ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି” ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସ୍ଥାନୀୟ ସୋନପୁର ମହାବିଦ୍ୟାଳୟ ପରିସରରେ "ଅଷ୍ଟମ ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି" ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସୋନପୁର ଜିଲ୍ଲାର ବିଭିନ୍ନ ବ୍ଲକରୁ ପ୍ରାୟ ୫୦ ଜଣ…
Read More...

ଗଞ୍ଜାମ ବାତ୍ୟାରେ ଦେବଗଡ଼ ଜିଲ୍ଲାର ଓଡ୍ରାଫ୍ ଟିମ୍‌ର ପ୍ରଶଂସନୀୟ କାର୍ଯ୍ୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ଅର୍ଣ୍ଣବ, ମୁରାସୁ, ଏବଂ ‘’ଅକୱାନ୍"ର ପ୍ରବାହ ଜାରି ରହିଥିବା ବେଳେ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ଦେବଗଡ଼ ଚତୁର୍ଥ ଆଇ.ଆର.ବି.ଏନ୍. ଓଡ୍ରାଫ୍ ଟିମ୍ ଉଲ୍ଲେଖନୀୟ…
Read More...

ବନ୍ୟା, ବାତ୍ୟା ପ୍ରପୀଡ଼ିତଙ୍କୁ କମ୍ବଳ ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୀତର ପ୍ରକୋପରୁ ରକ୍ଷା ପାଇବା ପାଇଁ ତଥା ନିକଟରେ ହେଇଥିବା ବନ୍ୟା ଓ ବାତ୍ୟା ପ୍ରପୀଡ଼ିତଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗଜପତି ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର…
Read More...

ଜୁନିଅର ମିସ୍ ଇଣ୍ଡିଆ ଫାଇନାଲରେ ମୁରିବାହାଲର ଚୈତନ୍ୟା କ୍ରିଷ୍ଣା ଦୀପ

ମୁରିବାହାଲ, (ଦୁର୍ଗା ନନ୍ଦ ମହାକୁର) : ବଲାଙ୍ଗିର ଜିଲା ପାଇଁ ଗୌରବ ଆଣିଛନ୍ତି ମୁରିବାହାଲ ବ୍ଲକର ଜଣେ କୁନି ଝିଅ । ମୁରିବାହାଲ ବ୍ଲକ ପତ୍ରାପାଲି (କ) ପଞ୍ଚାୟତ ଦେବଙ୍ଗ ଗ୍ରାମର ଝିଅ ଚୈତନ୍ୟା କ୍ରିଷ୍ଣା ଦୀପ ଜାତୀୟସ୍ତରୀୟ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ‘ଜୁନିଅର ମିସ୍ ଇଣ୍ଡିଆ'ର ଚୂଡ଼ାନ୍ତ…
Read More...