Yearly Archives

2026

ତହସିଲ ଅଫିସରେ ଉତ୍ତେଜନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ତହସିଲ ଅଫିସରେ ଉତ୍ତେଜନା ପରିସ୍ଥିତି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ର ମାନେ ବିଶ୍ୱ ବିଦ୍ୟାଳୟର ଗାୟବ ହୋଇଥିବା ଜମିକୁ ନେଇ ଆଜି ତହସିଲ ଅଫିସ ଆସିଥିଲେ । ଏତିକି ବେଳେ ତହସିଲ ଅଫିସର ଜଣେ କର୍ମଚାରୀ ଛାତ୍ର ମାନଙ୍କୁ ଡାକିବା ପରିବର୍ତ୍ତେ…
Read More...

ସ୍ୱଚ୍ଛତା ହିଁ ସେବା ୨୦୨୬ ଡାକ୍ତରଖାନା ପରିସର ସଫା କଲେ ମେଡିକାଲ କର୍ମଚାରୀ

କେସିଙ୍ଗା, (ପ୍ରୀତେଶ ପଟେଲ) : କେନ୍ଦ୍ର ସରକାରଙ୍କ ଦ୍ୱାରା ୧୫ ସେପ୍ଟେମ୍ବରରୁ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିଥିବା "ସ୍ୱଚ୍ଛତା ହିଁ ସେବା ୨୦୨୬" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ…
Read More...

ବରିଷ୍ଠ କିରାଣୀ ମାନଭଞ୍ଜନ ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ବରିଷ୍ଠ କିରାଣୀ ମାନଭଞ୍ଜନ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି । ସେ ଦୀର୍ଘ ୩୦ ବର୍ଷ ୯ ମାସର ସରକାରୀ ସେବା ସମାପ୍ତ କରି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲ୍ଲାପାଳଙ୍କ…
Read More...

ମାନବୀୟ ସମ୍ବେଦନାର ମାର୍ମିକ ଅନ୍ତରାତ୍ମାକୁ ପରିମାର୍ଜିତ କରେ ସାହିତ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାହିତ୍ୟ ହିଁ ମାନବୀୟ ସମ୍ବେଦନାର ମାର୍ମିକ ଅନ୍ତରାତ୍ମାକୁ ପରିମାର୍ଜିତ କରେ । ସମାବେଶୀ ରାଷ୍ଟ୍ର ଗଠନ ନିମନ୍ତେ ଛାତ୍ରଛାତ୍ରୀ ତଥା ଯୁବ ସମାଜ ସାହିତ୍ୟ ମନସ୍କ ହେବା ଅତ୍ୟନ୍ତ ସୁଖପ୍ରଦ । ଯେଉଁ ସଭ୍ୟତାର ସାହିତ୍ୟ ଯେତେ ସୁଦୃଢ ସେମାନେ ସେତେ ବିକଶିତ ।…
Read More...

ସତ୍ୟ ଓ ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଜୀବନରୁ ଶିକ୍ଷା

ଗୋପାଳପୁର,ବାଲେଶ୍ୱର : ଭାରତ ପରି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନସାଧାରଣ ସର୍ବେସର୍ବା ହୋଇଥାନ୍ତି । ପ୍ରକୃତ କ୍ଷମତା ଜନସାଧାରଣଙ୍କ ହାତରେ ରହିଥାଏ । ସବୁଠାରୁ ଶକ୍ତିଶାଳୀ ବୃହତ୍ତର ଗଣତାନ୍ତ୍ରିକ ରାଷ୍ଟ୍ର ଆମ ଭାରତ ଯେଉଁଠି ୧୪୦କୋଟିରୁ ଅଧିକ ଜନସାଧାରଣ ବସବାସ କରନ୍ତି କିନ୍ତୁ ଅତ୍ୟନ୍ତ…
Read More...

ନାରୀ ସ୍ୱାଭିମାନ କୃଷକ ଉତ୍ପାଦକ କମ୍ପାନୀର ଷଷ୍ଠ ବାର୍ଷିକ ସାଧାରଣ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ଖୁଣ୍ଟଲୁମୁଣ୍ଡା ଗ୍ରାମ, ହିଆଲ ପଞ୍ଚାୟତ ଠାରେ ବୁଧବାର ବିଓଡି ଜୟଶ୍ରୀ ସାହୁ ସଭାପତିତ୍ୱରେ ତଥା ଅଞ୍ଜଳି ମେହେର ଓ ହାରାବତୀ ମେହେରଙ୍କ ଉପସ୍ଥିତିରେ ନାରୀ ସ୍ୱାଭିମାନ କୃଷକ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ଆର୍ଥିକ ବର୍ଷ ୨୦୨୫-୨୬ର ଷଷ୍ଠ…
Read More...

ଅବସରକାଳୀନ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ନାଥଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ…
Read More...

ବିକଶିତ ଓଡ଼ିଶାର ସ୍ୱପ୍ନ ଶିଶୁଙ୍କ ଅଧିକାରର ସୁରକ୍ଷା ଓ ସେମାନଙ୍କ ଉତ୍ତମ ଭବିଷ୍ୟତ ଗଠନ

ଛତ୍ରପୁରରେ ଶିଶୁ ଅଧିକାର ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଅଧ୍ୟକ୍ଷା ବବିତା ପାତ୍ର ଶିଶୁ ଶ୍ରମ, ବାଲ୍ୟବିବାହ ରୋକିବାକୁ କହିଥିଲେ ।ଚାଇଲ୍ଡ ରାଇଟ୍‌ସ୍‌ କମିଶନ୍‌ ଶିଶୁଙ୍କ ବିକାଶ ହିଁ ବିକଶିତ ଓଡ଼ିଶାର ସୂତ୍ର : ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ଛତ୍ରପୁର, (କେପିଏନ୍‌ଏସ୍‌) : ବିକଶିତ…
Read More...

୯ ଦିନିଆ ଜାତୀୟ ନାଟ୍ୟ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୋହିତ କଲା ଭୁବନେଶ୍ୱରର ନାଟକ…

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ସହିଦ ସ୍ମୃତି ଭବନରେ ଆମେ, ବାରିପଦା ଆନୁକୂଲ୍ୟରେ ଆୟୋଜିତ ୨ୟ ବାର୍ଷିକ ୯ ଦିନିଆ ନାଟ୍ୟ ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଏକ ମାତ୍ର ନାଟକ ଅଜିତ, ଭୁବନେଶ୍ୱର ପ୍ରଯୋଜିତ ଏବଂ ଶଙ୍କର ତ୍ରିପାଠୀଙ୍କ ରଚିତ ଓ ଅମନଙ୍କ ନିର୍ଦ୍ଦେଶିତ ନାଟକ "ସମକାଳ"…
Read More...

ନର୍ଲା ରୋଡ୍‌–ଦେଓଗାଁ ରୋଡ୍‌ ମଧ୍ୟରେ ନୂତନ ରେଳପଥ ଦାବି

୭୫ କି. ମି. ରେଳ ସଂଯୋଗ ପାଇଁ ଏମ୍‌ଆଇଡିସିର ଦାବିପତ୍ର ମ. ରାମପୁର (ପି. କେ. ସାହୁ) : କଳାହାଣ୍ଡି–ବଲାଙ୍ଗିର ସୀମାବର୍ତ୍ତୀ ଆଦିବାସୀ ବହୁଳ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଓ ଆଞ୍ଚଳିକ ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ନର୍ଲା ରୋଡ୍‌ ରେଳ ଷ୍ଟେସନରୁ ଦେଓଗାଁ ରୋଡ୍‌ ରେଳଷ୍ଟେସନ…
Read More...