Monthly Archives

August 2022

ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଉଦ୍‌ଯାପିତ

ସିଙ୍ଗିଲ୍ସ୍‌ରେ ଅରବିନ୍ଦ ଓ ଡବଲ୍ସ୍‌ରେ ମାନଭଞ୍ଜନ ଓ ପ୍ରତୀକ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ବ୍ୟାଡମିଣ୍ଟନ୍‌ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ
Read More...

ବାଲିଗୁଡା ଏନ୍ଏସିରେ ସ୍ୱାୟତ୍ତ ଶାସନ ଦିବସ ପାଳିତ : ଥାନା ପରିସରରେ ସିସି ଟିଭିର କଣ୍ଟ୍ରୋଲ ରୁମ୍‌ ଉଦ୍‌ଘାଟିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆଜି ସ୍ୱାୟତ୍ତ ଶାସନ ଦିବସ, ଏନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ପକ୍ଷରୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି ସ୍ୱାୟତ୍ତ ଶାସନ ଦିବସ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ
Read More...

କୋଶଲ ଯୁବଶକ୍ତି ପକ୍ଷରୁ ନୂଆଁଖାଇ ଉପଲକ୍ଷେ ଅନାଥ ପିଲାମାନଙ୍କୁ ପୋଷାକ ଓ ଖାଦ୍ୟ ବଣ୍ଟନ

ବଙ୍ଗୋମୁଣ୍ଡା, (ଦିଲ୍ଲୀପ ସରାପ) : କୋଶଲ ଯୁବଶକ୍ତି ବଙ୍ଗୋମୁଣ୍ଡା ନୂଆଁଖାଇ ଉପଲକ୍ଷେ ଏକ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିଛି । କୋଶଲ ଯୁବଶକ୍ତି ବଙ୍ଗୋମୁଣ୍ଡା ବ୍ଲକ ସଭାପତି କେଦାର ଭୋଇଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବ୍ଲକ ଓ ମୁରିବାହାଲ ବ୍ଲକରେ ଥିବା ଅନାଥ ପିଲାମାନଙ୍କୁ ପୋଷାକ ସହ ଖାଦ୍ୟ
Read More...

ବାଲିଗୁଡାରେ ଗଣେଶ ପୂଜା ପାଳିତ : ଖଡି ଛୁଇଁଲେ ନୂତନ ଛାତ୍ରଛାତ୍ରୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇଯାଇଛି । ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ,
Read More...

ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଚ୍ୟୁତରାମ ମେହେରଙ୍କ ବିୟୋଗରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଅଚ୍ୟୁତ ରାମ ମେହେରଙ୍କ ଗତ ଶନିବାର ରାତିରେ ଦେହାନ୍ତ ହୋଇଯାଇଛି । ଶ୍ରୀ ମେହେର ଜଣେ ଉତ୍ସର୍ଗୀକୃତ ଏବଂ ଛାତ୍ର ବତ୍ସଳ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ
Read More...

ଦେଓଗାଁରେ ଅହିଂସା ରଥକୁ ବିପୁଳ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ମଙ୍ଗଳବାର ଦିନ ସକାଳ ସାଢ଼େ ୮ଟା ସମୟରୁ ବଲାଙ୍ଗିର ଠାରୁ ଗତ ସୋମବାର ଦିନ ବାହାରି ଥିବା ୨ଟି ଅହିଂସା ରଥ ମଧ୍ୟରୁ ଗୋଟିଏ ରଥ ଦେଓଗାଁ ବ୍ଲକକୁ ପରିକ୍ରମା କରିଥିବାରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗତ ସୋମବାର ଦିନ ଗୁଡ଼ଭେଲା ବ୍ଲକ
Read More...

ନୂଆଁଖାଇ ପର୍ବ ଉପଲକ୍ଷେ ସମାଜସେବୀଙ୍କ ପକ୍ଷରୁ ସାହାଯ୍ୟ ପ୍ରଦାନ

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ପତରାପାଲି ଗାଁର ଅନ୍ଧ ଦମ୍ପତି କାର୍ତ୍ତିକ ଖର୍ସେଲ, ତାଙ୍କ ସ୍ତ୍ରୀ ସୁଜାତା ଖର୍ସେଲ ଓ ୧୧ବର୍ଷର ଝିଅ, ୯ ବର୍ଷର ପୁଅଙ୍କ ସହିତ ନୂଆଁଖାଇ ପାଳନ କରିବା ପାଇଁ ନୂଆ କପଡା, ପରିବାପତ୍ର ସହିତ ତାଙ୍କ ଘରେ
Read More...

କନ୍ଧକେଲଗାଁରେ ଅମୃତ ସରୋବର ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ସଇଁତଲା ବ୍ଲକ କନ୍ଧକେଲଗାଁରେ ଅମୃତ ସରୋବର ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ତଳିବନ୍ଧରେ ଗାଁର ବରିଷ୍ଠ ନାଗରିକ ମହେଶ୍ୱର ମେହେରଙ୍କ ଦ୍ୱାରା ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା । ସଇଁତଲା ବ୍ଲକ ପ୍ରଶାସନ ପକ୍ଷରୁ ଆସିଷ୍ଟାଣ୍ଟ
Read More...

ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଏମଓୟୁ ସ୍ୱାକ୍ଷର ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଜୈବ ବିବିଧତା ସଂରକ୍ଷଣ କ୍ଷେତ୍ରରେ ଭାରତ ଏବଂ ନେପାଳ ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏ ସଂକ୍ରାନ୍ତରେ କେନ୍ଦ୍ର
Read More...

ଜଲିଆ ଗାଁର ଶତାୟୁ ବୃଦ୍ଧ ଗୌରହରି ବୁଡେକଙ୍କ ପରଲୋକ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଧୂମାଭଟା ପଂଚାୟତର ଜଲିଆ ଗାଁର ସବୁଠୁ ବୟସ୍କ ବୃଦ୍ଧ ଗୌରହରି ବୁଡ଼େକଙ୍କ ଦେହାନ୍ତ ହୋଇଯାଇଛି । ବୁଧବାର ମଧ୍ୟାହ୍ନ ୧୨ଟାରେ ସେ ଦେହତ୍ୟାଗ କରିଥିବା ବେଳେ ତାଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ହେଉଥିଲା । ସେ ଜଣେ
Read More...