Monthly Archives

August 2022

ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରଣ ଓ ନୂତନ ବିଦ୍ୟାଳୟର ପ୍ରବେଶ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ "ବିଜୁ ଏକ୍ସପ୍ରେସ ୱେ" ପାଇଁ ଭାଙ୍ଗି ଦିଆଗଲା ପରେ ଉକ୍ତ ବିଦ୍ୟାଳୟକୁ ସ୍ଥାନାନ୍ତରଣ କରି ୫୦ ଲକ୍ଷ ଅଟକଳ ବ୍ୟୟରେ ଏକ ନୂତନ ବିଦ୍ୟାଳୟ ତିଆରି କରାଯାଇଛି । ଆଜି ଶ୍ରୀ ଶ୍ରୀ ଗଣେଶ ଚତୁର୍ଥୀ ଶୁଭ ମୁହୂର୍ତ୍ତରେ
Read More...

୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍‌ ଧାନ କ୍ରୟ

• ୧,୭୨,୭୩୪.୬୯ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୩୦.୬୫ ଲକ୍ଷ ଚାଷୀ• ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ୧୮୭.୯୨ ଲକ୍ଷ ମେଟ୍ରିକ ଟନ୍‌ ଗହମ କ୍ରୟ; ୩୭,୮୬୬.୧୩ କୋଟି ଟଙ୍କାର ଏମଏସପି ମୂଲ୍ୟ ପ୍ରଦାନ ଦ୍ୱାରା ଲାଭାନ୍ୱିତ ହେଲେ ପ୍ରାୟ ୧୭.୮୩ ଲକ୍ଷ ଚାଷୀ•
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀ ଗଣେଶଙ୍କ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିଠାରେ ପବିତ୍ର ଶ୍ରୀ ଗଣେଶଙ୍କ ପୂଜା ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଳିତ ହୋଇଯାଇଛି । ବିଦ୍ୟା ମନ୍ଦିରଠାରେ ଯଦୁମଣି ଦାଶ ପୂଜକ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ
Read More...

କ୍ୟାବିନେଟ୍ ମଞ୍ଜୁରି : ରାଜ୍ୟମାନଙ୍କୁ ରିହାତି ଦରରେ ଡାଲି ଯୋଗାଇ ଦେବେ କେନ୍ଦ୍ର ସରକାର

• ମୂଲ୍ୟ ସମର୍ଥନ ଯୋଜନା ଏବଂ ମୂଲ୍ୟ ସ୍ଥିରତା ପାଣ୍ଠି ଅଧୀନରେ କିଣା ଯାଇଥିବା ଚଣା ଯୋଗାଣ ପ୍ରସ୍ତାବକୁ ଅନୁମୋଦନ• ବିରି, ହରଡ଼ ଏବଂ ମସୁର ଡାଲି ପାଇଁ ପିଏସଏସ ଅଧୀନରେ ଗୁଣବତ୍ତା କ୍ରୟ ସୀମା ବର୍ତ୍ତମାନର ୨୫%ରୁ ୪୦%କୁ ବଢ଼ିଲା• ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଖର୍ଚ୍ଚ ହେବ ୧୨ଶହ କୋଟି
Read More...

ଶୈଳ କୁମାରୀ ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଗ୍ରାମରେ ସ୍ୱର୍ଗତ ଶୈଳ କୁମାରୀ ଦେବତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗ୍ରାମ ରାସ୍ତାରେ ବୃକ୍ଷ ରୋପଣ କରାଯାଉଛି । ଗଙ୍ଗାଶ୍ରାଦ୍ଧ ଅବସରରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ସ୍ୱର୍ଗତଃ ଶୈଳ କୁମାରୀ
Read More...

ଦୟାନନ୍ଦ ପ୍ଲେ ସ୍କୁଲଠାରେ ଗଣେଶ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସ ଲାଇନ୍‌ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲଠାରେ ମହାସମାରୋହରେ ଗଣେଶ ପୂଜା ପାଳିତ ହୋଇଯାଇଛି । ଉକ୍ତ ଗଣେଶ ପୂଜାରେ ଶିକ୍ଷୟତ୍ରୀ ମାନେ ବିଶେଷ ସହଯୋଗ କରିଥିଲେ । ଏଥିରେ ସ୍କୁଲର ପ୍ରିନ୍‌ସିପାଲ ଦିବ୍ୟ ନାରାୟଣ ମିଶ୍ରଙ୍କ ସହ
Read More...

ଗ୍ରାସୀମ କମ୍ପାନୀ ପକ୍ଷରୁ ପିଲାଙ୍କୁ ସ୍କୁଲ ବ୍ୟାଗ ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତୋଳା ମଧ୍ୟ ଇରାଜୀ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗ୍ରାସୀମ କମ୍ପାନୀ ପକ୍ଷରୁ ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ସ୍କୁଲ ବ୍ୟାଗ ବଣ୍ଟନ କରାଯାଇଛି । କମ୍ପାନୀ ଏଚ୍‌ଆର ମୁଖ୍ୟ ନିରଜ ପଟ୍ଟନାୟକ, ଡିଜିଏମ୍‌ ରବୀନ୍ଦ୍ର କୁମାର ମହାନ୍ତି,
Read More...

ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ବରଗଡ ସଦର ତୋରା ପଞ୍ଚାୟତରେ ନୂଆଁଖାଇ ଯୋଟ୍ ଯାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏଥିରେ ୮୦ ଜଣ ଗରିବ ଅସହାୟ, ନିଷ୍ପେସିତମାନଙ୍କୁ ସମ୍ବିଧାନ ସୁରକ୍ଷା ମଂଚ, ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା ।
Read More...

ପୁରେନା ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତ ପୁରେନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝରଣା ଦାସ, ସ୍କୁଲ ପରିଚାଳନା କମିଟି ସଭାପତି ଓମ୍‌ ପ୍ରକାଶ ସୁନାନୀ, ସ୍କୁଲ ଶିକ୍ଷୟତ୍ରୀ ତିଳୋତ୍ତମା ନାଗ, ଲିପସା ସାହୁଙ୍କ ଉପସ୍ଥିତରେ
Read More...

ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ

ଦେବାଶିଷ ପଟ୍ଟନାୟକ ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ "ନବାନ୍ନ ପର୍ବ" ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ
Read More...