Monthly Archives

August 2022

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟରେ ପବିତ୍ର ଗଣେଶ ପୂଜା ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଣେଶ ଚତୁର୍ଥୀ, ଯାହାକୁ ବିନାୟକ ଚତୁର୍ଥୀ, ମଧ୍ୟ କୁହାଯାଏ । ଗଣେଶଙ୍କ ଜନ୍ମକୁ ସ୍ମରଣ କରିବା ସହିତ ଏହି ଉତ୍ସବରେ ଗଣେଶଙ୍କୁ ନୂତନ ଆରମ୍ଭର ଭଗବାନ ତଥା ଜ୍ଞାନ ଏବଂ ବୁଦ୍ଧିର ଦେବତା ଭାବରେ ଏହି ପବିତ୍ର ଗଣେଶ ପୂଜା ପାଳନ କରାଯାଏ । ଆଜି ଜେଏସ୍‌ଏମ୍‌
Read More...

ସାମ୍ବାଦିକ ଭବନରେ ଗଣେଶ ପୂଜା ଓ ବନ୍ଧୁ ମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଆନୁକୂଲ୍ୟରେ ସାମ୍ବାଦିକ ଭବନରେ ବିଘ୍ନ ବିନାସନ ଶ୍ରୀ ଗଣେଶଙ୍କ ପୁଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପୂଜା କାର୍ଯ୍ୟ ପଣ୍ଡିତ ନିରଂଜନ ମହାପାତ୍ରଙ୍କ ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା । ସଂଘ
Read More...

ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବୌଦ୍ଧ : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର । ବୌଦ୍ଧ-ବଘିଆପଡା ରାସ୍ତା ବ୍ରାହ୍ମଣୀପାଲି ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ବଘିଆପଡା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ, ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ
Read More...

ପାଟଣାଗଡରେ ବିଭିନ୍ନ ସ୍ଥାନରେ ଅଂହିସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ଛାତ୍ରଛାତ୍ରୀଙ୍କ ଦେଶାତ୍ମକବୋଧକ ନୃତ୍ୟ ଶୈଳୀ ହୃଦୟରେ ଦେଶାତ୍ମକ ଭାବାନା ଜାଗ୍ରତ କରିଥିଲା ପାଟଣାଗଡ, (ଗୋରେଖନାଥ ବରିହା) : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ତଥା ରାଜ୍ୟ ଆଜାଦୀ ଅମୃତ କା ମହୋତ୍ସବ ପାଳନ କରିଆସିଛି । ଗାନ୍ଧୀଜୀଙ୍କ ଅଂହିସା ପରମଧର୍ମ ମହାମନ୍ତ୍ର ନେଇ
Read More...

ବିଭତ୍ସ ହତ୍ୟାକାଣ୍ଡ : ସାଙ୍ଗକୁ ହାଣିଲେ ୨ ସାଙ୍ଗ

ଭୁବନେଶ୍ୱର ​: ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ରୁପାଲି ଛକରେ ସାଙ୍ଗମାନେ ବସି ନିଶା ଖାଇବା ପରେ ଏପରି ହତ୍ୟାକାଣ୍ଡ ଘଟାଇଛନ୍ତି । କୌଣସି ଏକ କାରଣକୁ
Read More...

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ, ପୂର୍ବ ଶତୃତା ସନ୍ଦେହ

କଳାହାଣ୍ଡି, (ପି.କେ. ସାହୁ) : ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । କଳାହାଣ୍ଡି ଜିଲ୍ଲା ବାହାଦୂର ପଦର ଗ୍ରାମର କିଛି ଯୁବକ ମଦ ପିଇ ସେହି ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣ କରିବା ବେଳର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । ଆହତ
Read More...

ସେପ୍ଟେମ୍ବର ୨ରୁ ୪ କଳିଙ୍ଗ ଷ୍ଟାଡିୟମରେ ହେବ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା

ଗଞ୍ଜାମରୁ ଭାଗ ନେବେ ୭୭ ଜଣ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସେପ୍ଟେମ୍ବର ୨, ୩ ଓ ୪ ତାରିଖ ତିିନିଦିନ ଧରି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ଗୃହଠାରେ ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି
Read More...

ଚିମିନିଭାଟିପଡାରେ ଗଣେଶ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଚିମିନିଭାଟିପଡାର ଶାସ୍ତ୍ରୀ କ୍ଲବଠାରେ ଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ସମସ୍ତ ପର୍ବ ଫିକା ପଡି ଯାଇଥିବା ବେଳେ ଚଳିତ ବର୍ଷ କରୋନା କଟକଣାକୁ କୋହଳ କରାଯାଇଥିବା ଯୋଗୁଁ ଉକ୍ତ ପଡାରେ ବେଶ ଉତ୍ସାହ
Read More...

ସାପ କାମୁଡାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ସୁଡୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ରାଣୀପଥର ଗ୍ରାମରେ ଏକ ଦୁଃଖ ଦାୟକ ଘଟଣା ଘଟିଯାଇଛି । ସୂଚନା ଅନୁସାରେ ସୋମବାର ରାତିରେ ଗ୍ରାମର ଦମ୍ପତି ଦ୍ୱୟ ସାଗର ମଳିକ ଓ ପତ୍ନୀ ଅନୁସୟା ମଳିକ ନିଜ ଘରେ ଶୋଇଥିବା ବେଳେ ବିଷାକ୍ତ ସାପ କାମୁଡ଼ି ଦେବାରୁ
Read More...

ଗଣେଶ ପୂଜା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ : ୧୪୪ ଧାରା ଜାରି

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡା ଗ୍ରାମ ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ବାଜପେୟୀ କ୍ଲବ ନିକଟରେ ଗଣେଶ ପୂଜା ପାଇଁ ମଣ୍ଡପ ନିର୍ମାଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହେବା ସହିତ କିଛି ଯୁବକ ଆହତ ହୋଇଛନ୍ତି । ଏନେଇ
Read More...