Browsing Category
ସାହିତ୍ୟ
କବିତା : ସହିବା ଲୋକ ହିଁ ଜାଣେ
ସବିତା ଭୋଇ
ଆପଣା ଲୋକକୁ ହରାଇବା ଦୁଃଖଅନୁଭବି ସିନା ବୁଝେହୃଦୟ ଦରଦ ଦହି ଚାଲିଥାଏଅବୁଝା ଲୁହରେ ଭିଜେ ,ସମୟ ଚକରେ ଯୁଝେ ।
ଯହିଁ ଆଖି ପଡେ ଅଭୁଲା ଚେହେରାନାଚି ଯାଏ ଆଖି କୋଣେଆଖେପାଖେ ସର୍ବେ ତଥାପି ଖୋଜଇଝଲସେ ସ୍ମୃତିରେ ଜଣେ,ଗୁଣିହୁଏ ତା'ର ଗୁଣେ ।
ଅଫେରା ରାଇଜେ ପାଦ ଯା'ର!-->!-->!-->!-->!-->!-->!-->…
Read More...
Read More...
ସାଆନ୍ତ
ଗଜାନନ ମିଶ୍ର
-୧-କାଟିଦେଲୁ କାଏଁଯେକଲାଖଡିର ଗାର୍ !ବିନ୍ ମୁହେଁ ଠାଡ୍ ହେଲୁଟୁଡେଁ ଟୁଡେଁ କହେବାର୍ଟାପାସରିଦେଲୁ ଦୁଇଦୁନେ ଚାଏର୍।
ମେଟେଇ ଦେଇକରି ଭିତରର୍ରଗ୍ ରଗ୍ ଜୁଏ ରହିଗଲୁ ଲୁକନିଆଁ ।ଇ ଫାଲ୍ ସେଫାଲ୍ କରିଦେଲୁଇଥିତାହିଁଁ ଗୁଟା ସମିଆଁକିଁଂଦ୍ରେଇ କିଁଂଦ୍ରେଇ ଆରୁଡେଗିଗଲୁ!-->!-->!-->!-->!-->…
Read More...
Read More...
କବିତା : ଅପରାହ୍ନ
ରାମକୃଷ୍ଣ
ବର୍ଷା, ଶୀତ, ବସନ୍ତଆତିଥ୍ୟର ଉଲ୍ଲାସ ଦେଇ ଫେରିଗଲେଜଣକ ପରେ ଜଣେଜନ୍ମ ବ୍ରତ ବିବାହର ମହୋତ୍ସବରେଉଠିଲା ପଡିଲା ଘରସବାଶେଷରେ ଆସିଛି ଗ୍ରୀଷ୍ମଅପରାହ୍ନରେ ଛିଡା ହୋଇଛି ବୟସ
ପବନ ଉଡାଇନେଲାଦାଣ୍ଡ ଦୁଆରେ ପଡିଥିବା ଝୋଟିର ମୁରୁଜପକ୍ଷୀଂକ ସଂଗୀତ ଆସରରେ ନାହିଁସକାଳର!-->!-->!-->!-->!-->…
Read More...
Read More...
କବିତା : ପାପଜ
ପିନାକୀ ମିଶ୍ର
କୋଉଠି କେମିତି ଅଛୁମୋ ରକ୍ତାଂଶୀ ଧନରେ !
ଶ୍ରଦ୍ଧାର କୋଳରେନା' ଅବାଞ୍ଛିତ ଅବର୍ଣ୍ଣରୂପରେ
ଦୟାଯୁକ୍ତ ଯତନରେନା' ଘୃଣିତ ଚକ୍ଷୁର ଅସନାରେ !!
ଟିକେ ତ ହେଲେ ଦିଶୁଥିବୁ ମୋ ପରିନତୁବା ନାକ ଓଠ ଆଖି ତୋ ମାଆ ପରି
ତୋତେ ଆଣିଲିମୋ ଅବାଧ୍ୟ ଉନ୍ମାଦ ରତିଭୋଗରୁ ,ତୁ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...
ପ୍ରେମ
ବବିତା ମହାପାତ୍ର
ଗୁଡ଼ାଏ ଦିନ ପରେ ପୁଅକୁ ଚୁପ ଥିବାର ଦେଖି ମିନର୍ଭା କିଛି ଅନୁମାନ କଲେ । କାରଣ ଜାଣିବାକୁ ଚାହିଁବାରେ ପୁଅର ଭାବି ପତ୍ନୀ ବାହାଘରକୁ ନା' କହିଥିବା ଶୁଣି ଆଶ୍ଚର୍ଯ୍ୟ ହେଲେ । ଦିନ କେଇଟାରେ ତ' ନିର୍ବନ୍ଧ ହେବାର ଥିଲା । କଣ ଏମିତି ହେଲା !!
ଅୟସୀ, ପୁଅର!-->!-->!-->!-->!-->…
Read More...
Read More...
କବିତା : ଦୁସ୍ରା କେନ୍ ନରକ୍
ସାବିତ୍ରୀ ପୁରୋହିତ
ଦୁସ୍ରା କେନ୍ ନରକ୍ମରନ୍ ଉତ୍ରୁଦୁସ୍ରା କେନ୍ ନରକ୍ ଅଏତ୍କାକଲା କରମର୍ ଫଲ୍ ଭୁଗ୍ତିର୍ ଲାଗି ।
ଇନେ ତ କଲ୍ ବଲ୍ଡହକ୍ ବିକଲ୍…ଅଠିପହର୍ତତଲା ଲୁହାର୍ ଚେଁକାନ୍ଦିହିଁ ନୁଁ ମନ୍ ତକ୍…ମନ୍ ନୁଁ ଆତ୍ମା ତକ୍ ।
ସମିଆଁର୍ କର୍ହେଇ ଥିତେଲ୍ ଫୁଟୁଛେ ଟକୋମକୋଭାଜି!-->!-->!-->!-->!-->!-->!-->…
Read More...
Read More...
ଅସ୍ୱସ୍ତି
ବବିତା ମହାପାତ୍ର
କୋଉଠୁ ମିଳିବ ସେ ଆକାଶ ଭଳିସାଦା କାଗଜଯାହା ପିଠିରେ ଲେଖାଥିବବାସ ସ୍ଥାନର ଠିକଣା ?କେଉଁଠୁ ଅବା ଯୋଗାଡିହେବଅମଣିଷଙ୍କ ଭିଡ଼ ଭିତରୁସେ ମଣିଷମାନଙ୍କୁ ଯେଉଁମାନେଚିହ୍ନନ୍ତି ବୋଲି ସ୍ୱୀକୃତି ଦେବେ ?
ଛାତି ଭିତରୁ ନାକପୁଡା ଦେଇବାହାରି ପଡୁଥିବା ସଜଳ ଆତ୍ମୀୟତାହୁଏତ!-->!-->!-->!-->!-->…
Read More...
Read More...
କବିତା : ପାଗଳୀର ନାନାବାୟା ଦିନ
ପ୍ରଣତି ବେହେରା
ମୁଁ ରୋଷେଇରେ ବ୍ୟସ୍ତ ଥାଏପୁଅ ଆସେ'କ'ଣ ରାନ୍ଧୁଚୁ ମାଁ…'କହି ଆପେଟ ଶୋଷାଡି ନିଏବାସ୍ନାକୁ…ମୁଁ ଖୁସି ହେଇଯାଏକିଛି ସମୟ ପରେ ଦେଖେଥାକରେ ଥିବା ମୋ ସେଲ୍ ଫୋନଟିତା' ଜାଗାରେ ନ ଥାଏଥରେ ନୁହେଁ, ସବୁଥର ଏମିତି ହିଁ ହୁଏଅଥଚସଚେତନ ହେବାବେଳକୁମୁଁ ବୋକା ହେଇସାରିଥାଏ ।
!-->!-->!-->!-->!-->…
Read More...
Read More...
ତମେ କେତେ ଦେବ ?
ରାଜଧାନୀ ନେ ଚାକିରି ସାର୍ଲା ଉତ୍ରୁ ବନ୍ଛୋର୍ ବାବୁ ଗାଁ କେ ଫିରି ଆଏଲେ । ଛୁଆ ଦିନୁଁ ତାକର୍ ସଫା ସୁତ୍ରା ଜୀବନ୍ । ଚାଲିଶ ବରଷ୍ର ସରକାରୀ ଚାକିରି ଭିତ୍ରେ ବି ତାକର୍ ଦିହେଁ କେବେ କଲା ନେଇଁଲାଗି । ତାକର୍ କଥା ଯେନତା ପର୍ଛା ଉର୍ଛା, ତାକର୍ ବେଭାର୍ ବି ହେନ୍ତା!-->…
Read More...
Read More...
ସାରା ଜଗତ୍ ତାହାକୁଁ ଶୂଇନ୍ ଶୂଇନ୍ ଲାଗୁଥାଏ
କବାଡ଼ି ବାଲା ଥର୍ ଥର୍ କରି ଯୁଖୁଛେ ବହି ପତର୍ । କେତେବେଲେ ନେଇଁ ସରୁଛେ… । ଘଂଟା ତିନେ ଯୁଖ୍ଲା ଉତ୍ରୁ ପାଁଚ ଶ’ ବୟାନବେ କେଜି ହେଲା । କେଜି କେ ପାଁଚ୍ ଟଁକା ଭଉ ଥି ଭଡେ଼ା ଭଡେ଼ା ପଏସା ଗନିଦେଲା ଆର୍ ଟ୍ରଲି ରିକ୍ସା ଥି ବହି ପତର୍ ଲଦି କରି ଭାଗ୍ଲା ।
ମାଷ୍ଟର୍ ବୁଢ଼ା!-->!-->!-->…
Read More...
Read More...
