Browsing Category

ସାହିତ୍ୟ

କବିତା : ସନ୍ଧାନ

ସୁଜାତା ଭୋଇ କେହି ଆସୁ ନ ଥିବା ବେଳେଯେବେ ଶୁଭେ କାହା ପଦଧ୍ଵନିଭାବିନିଏ ମୁଁ ଏକଲା ନୁହେଁ !ସବୁ ଦହନକୁ ଦଳିଦେଇଛଳଛଳ ଆବେଗରେଆଗେଇଯାଏ ଆଗକୁ, ଆହୁରି ଆଗକୁ । କେହି ଡାକୁ ନ ଥିବା ବେଳେଯେବେ ଗୁଞ୍ଜେ ଏକ ପ୍ରତିଧ୍ୱନି,କିଛି ସନ୍ଧାନରେଡେଇଁଯାଏ କିଛି ଧାରୁଆ ପାଚେରୀ…ହଠାତ୍ ପଛକୁ
Read More...

କବିତା : ଈଶ୍ୱର

ବବିତା ମହାପାତ୍ର କେବେ ଥରେ ତୁମକୁ ଈଶ୍ୱର ବୋଲିମାନି ନେଇଥିଲି ଯେ ଏଯାଏଁ ବିତୁମେ ଅଧିଷ୍ଠିତ ମନ୍ଦିରରେ,ମୁଁ କିନ୍ତୁ ତଳିତଳାନ୍ତ ତୁମ ପୂଜାରେତୁମ ଚବିଶ ପ୍ରହରୀୟ ଆରାଧନାରେ ।ନିର୍ଦ୍ଧାରିତ ବିଧି ବିଧାନରେ ମୁଁହରେଇ ସାରିଲିଣି ସାରା ଜୀବନର ଜମାପୁଞ୍ଜି । ତେବେ ବି ତୁମେ ଈଶ୍ୱର ମୋ'
Read More...

ଆମେ ବଲାଙ୍ଗିରିଆ

ଆଶୁକବି ହେମନ୍ତ ଦାଶ ମାଁ ପାଟମେଶିରି ମାଁ ସମଲେଶିରିଧରିଛନ୍ ତାକର୍ କୁଲେ,ବଲାଙ୍ଗିର୍ ମାଟିର୍ ପାଏନ୍ ପବନ୍ ଥିବଢିଛୁଁ ଉଲେଦୁଲେ। ହରି ଶଙ୍କରର୍ ଝରନ୍ ପାଏନ୍ଲାଗସି କେତେ ଅଏନ୍,ରାନିପୁର୍ ଆର୍ ଝରିଏଲ୍ ଦେଖିହେସୁଁ କେତନି ଧଏନ୍। ଭୀମ୍ ଡୁଙ୍ଗୁରି, କୁମୁଡା ପାହାଡ୍ପରକୁତି ରାନିର୍
Read More...

କବି ଚତୁର୍ଭୁଜ ସାଆନ୍ତଙ୍କ କବିତା ସଂକଳନ ‘ଉର୍‌ଘା’

ରତ୍ନମୟ ତ୍ରିପାଠୀ ଦୂରରୁ ଦେଖିଲେ - କେନ୍ତା ଅଛ ଭାଇ…. ବୋଲି କୋଳେଇ ନେଉଥିଲେ ଚତୁର୍ଭୁଜ ଦାଦା । ଅନେକ କାର୍ୟ୍ୟକ୍ରମରେ ତାଙ୍କ ସହ ଦେଖା ସାକ୍ଷାତ ହେଉଥିଲା । ଗୋଟେ ଆତ୍ମୀୟ ବନ୍ଧନ ଥିଲା ଆମ ଭିତରେ । ଦାଦା ଆମକୁ ଛାଡି ଯିବାର ଗୋଟିଏ ବର୍ଷ ଉପରେ ହୋଇଗଲା । କବିର କେବେ ମୃତ୍ୟୁ ନାହିଁ,
Read More...

ଆଖି

ଅଶୋକ କୁମାର ମହାପାତ୍ର ଦିନେ ଆଖି କହିଲା : "ମୁଁ ଏଇ ସବୁଜ ଉପତ୍ୟକାର ଆରପାରିରେ ନୀଳ କୁହୁଡ଼ିରେ ଆଚ୍ଛାଦିତ ଏକ ରଜତ ପର୍ବତ ଦେଖିବାକୁ ପାଉଛି !" କାନ ଶୁଣିଲା ଓ କିଛି ସମୟ ପାଇଁ ଏକାଗ୍ର ଚିତ୍ତରେ ନୀରବ ରହିବା ପରେ କହିଲା : "ହେଲେ ପର୍ବତ କେଉଁଠି, ମୁଁ ତ କାହିଁ ଶୁଣିପାରୁନି ?"
Read More...

କବିତା : ତୁମେ

ଜ୍ୟୋତିର୍ମୟ ତୁମେ ମୋ କବିତାର ଉତ୍ସ ଓ ଉତ୍ସବତୁମେ ମୋ’ କବିତାର ସ୍ୱାଦ ଓ ଶୀର୍ଷକତୁମେ ମୋ’ କବିତାର ଆଦ୍ୟ ଓ ଅନ୍ତତୁମଠାରେ କବିତା ମୋ’ଉଦୟ ଓ ଅସ୍ତ । ତୁମେ ମୋ’ କବିତାର ଅସ୍ଥି ଅବୟବତୁମେ ମୋ’ କବିତାର ନିଃଶ୍ୱାସ ପ୍ରଶ୍ୱାସତୁମେ ମୋ’ କବିତାର ଲହୁ ଓ ଲୁହତୁମ ବିନା ମୋ’ କବିତାହଜାଏ
Read More...

କବି ଓ କବିତା : କବି ଆନନ୍ଦ ଚନ୍ଦ୍ର ସାହୁଙ୍କ କବିତା ସଂକଳନ ‘ଗଦା ଗଦା ଜୀବନ’, ପ୍ରକାଶକ -ଦେବଶ୍ରୀ…

ରତ୍ନମୟ ତ୍ରିପାଠୀ ଆଧୁନିକ ସାହିତ୍ୟିକ ଜଗତରେ ଜଣେ ପରିଚିତ ଟାଣୁଆ ସ୍ୱର କବି ଆନନ୍ଦ ଚନ୍ଦ୍ର ସାହୁ । ଉଭୟ ଓଡ଼ିଆ ଓ କୋଶଲି ଭାଷାରେ ତାଙ୍କ ଲେଖନୀ ସଦା ଜାଗ୍ରତ । ନିଜ ମାଟିମାଁ, ନିଜ ଭାଷା, ନିଜ ଆଖପାଖର ମଣିଷଙ୍କ ଦୁଃଖକୁ, ଅବହେଳାକୁ ଅଣଦେଖା କରିପାରନ୍ତି ନାହିଁ କବି । କାହାର ବାରଣ
Read More...

ଅବଶୋଷ

ବିଜୟ ପ୍ରଧାନ ଭାରି ଇଚ୍ଛା ଥିଲା ଅନ୍ତତଃ ଥରଟିଏ ବାପୁଜୀଙ୍କ ଭଳି ବେଶ ପୋଷାକରେ ଚିତ୍ରିତ ହୋଇ ବାଡ଼ି ଖଣ୍ଡେ ଧରି କୋଉ ଛକରେ ଘଣ୍ଟାଏ କାଳ ଛିଡ଼ା ହୋଇଥାନ୍ତି । ହେଲେ ନିଜର ଶାରୀରିକ ପୃଥୁଳ କାୟା ତହିଁରେ ବ୍ୟାଘାତ ସୃଷ୍ଟି କଲା । ମୋର ଉତ୍କଣ୍ଠିତ ଆଗ୍ରହ ଓ ଅଶେଷ ଅନୁନୟ ସତ୍ତ୍ୱେ
Read More...

କବିତା : ତିନି ପାଦରେ ସକାଳ

ରାଜୀବ କୁମାର ଷଡଙ୍ଗୀ ଦର ଆଉଜା ଆଖିପତା ତଳେଭିଜା ଭିଜା ଯେତେ ସବୁ ସ୍ୱପ୍ନକହୁ କହୁ କହିଦେଲେ,ଦେଖ୍‌ ଥରେ! ନିରୀହ ଠେକୁଆ ପରିକୁଦାମରା ସକାଳତତଲା ଭାତହାଣ୍ଡି ପରିଫୁଟୁଥିବା ଖରାବେଳଗୋରୁପଲଙ୍କ ଖୁରାରେଓହ୍ଲେଇ ଆସୁଥିବା ସଞ୍ଜବେଳକୁ । ହଁ,ଦୁଇ ଆଖି ମେଲିଲା ବେଳକୁଫେରାର
Read More...

କବିତା : ଶବ୍ଦମାନେ

ପ୍ରଦୀପ କୁମାର ପଣ୍ଡା ଆମେ ତାଙ୍କୁ ଦୃଶ୍ୟ କରିବାରକେତେ କେତେ କୌଶଳ ଉଦ୍ଭାବନ କରିଛୁ,ଯଦିଓ ସେମାନେ ବସ୍ତୁ ନୁହନ୍ତି । ସେମାନେ ନିଆଁ ନୁହନ୍ତିସେମାନେ କାକର ନୁହନ୍ତିସେମାନେ ସ୍ଵର ବି ନୁହନ୍ତି,ଅତୀତରେ ଘଟି ଯାଇଥିବା ଘଟଣା ବାଘଟଣା ହେବାରୁ ଦୈବାତ ବଂଚିତ ହୋଇଥିବାଆମର ଭାବନା
Read More...