pakka

ମୁଇଁ ଆର୍ ସମିଆଁ

bbehera
  • ସୁଜିତ କୁମାର ସତପଥି

ଯିମି ଯିମି ସେ କହେଲା
ରହ ରହ ମୁଇଁ କହେଲିଁ
ଯିମି ଯିମି ମୁଇଁ କହେଲିଁ
ରହ ରହ ସେ କହେଲା ।

ଦୁହେକେ ଦୁହେ ଜାନି ନାଇଁ ପାର୍‌ଲୁଁ
କିଏ ଯିବା କିଏ ଥିବା ଯେ
କିଏ କାହାକେ ପଚ୍‌ରାବା ଆର୍
କିଏ କାହାକେ ଜବାବ୍‌ ଦେବା ଯେ ।

ମୁଇଁ ଆର୍ ସମିଆଁ ହେନ୍‌ତା ନ
କେଭେ ଏକ୍ ବର୍‌ଗି
ନର୍‌ଧୁଥିସୁଁ ତ
କେଭେ ଗୁପି ବଢା ଜଲ୍‌ଦି
ନିଜ୍‌କେ ଭି ପାସ୍‌ରି ଦେସୁଁ । ।

ମୋ.ନଂ. : ୭୦୦୮୦୩୯୬୦୧

Leave A Reply

Your email address will not be published.

3 + nineteen =