Monthly Archives

October 2020

ଦୁର୍ଘଟଣାରେ ବୟସ୍କ ବ୍ୟକ୍ତି ଗୁରୁତର ଆହତ

ପଦ୍ମପୁର,(ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅନ୍ତର୍ଗତ କେର୍ମେଲାବାହାଲ ଛକ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବୟସ୍କ ବ୍ୟକ୍ତି ଗୋଡରେ ଗୁରୁତର ଆହତ ହୋଇଛନ୍ତି । ମିଲିଥିବା ସୂଚନା ଅନୁସାରେ ପଦ୍ମପୁରରୁ ପାଇକମାଲ ଅଭିମୁଖେ ଯାଉଥିବା ଏକ ମୋଟର ସାଇକଲ କେର୍ମେଲାବାହାଲ ଛକ ନିକଟରେ ରାସ୍ତାର
Read More...

ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ “କୁମାର ପୂର୍ଣ୍ଣମୀ” ତଥା “ମହାଖଳା”…

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସ୍ତମ୍ଭେଶ୍ବରୀ ସଂସ୍କୃତିର ଆଦିଭୂମି ସୁବର୍ଣ୍ଣପୁର ଜିଲ୍ଲାର ୫୦ରୁ ଅଧିକ ମାହେଶ୍ବରୀ ଦେବୀପୀଠରେ ଆଜି ଆଶ୍ବିନର ଶେଷପାର୍ବଣ "କୁମାର ପୂର୍ଣ୍ଣମୀ" ତଥା "ମହାଖଳା" ପୂଜା ଅନୁଷ୍ଠିତ ହୋଇଯାଇଛି । ଭୋର୍ ସକାଳରୁ ଦେବୀ ମାହେଶ୍ବରୀ ଓ ପରମେଶ୍ବରୀଙ୍କ
Read More...

ମାଝୀପଡା ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

କଂଟାବାଂଜି, (ମନୀଶ କୁମାର ହଂସ) : ସାରା ଭାରତ ବର୍ଷର ରାଜ୍ୟ ଓ ଲୋକମାନଙ୍କୁ ଦେଶଭକ୍ତିର ଏକତାର ଡୋରିରେ ବାନ୍ଧି ଏକ ଅଖଣ୍ଡ ଦେଶ ଗଠନ କରିବାର ଜନନାୟକ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ତୁରେକେଲା ବ୍ଳକ ଅନ୍ତର୍ଗତ ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ଭରଚୁଆଲ
Read More...

କଥାନି : ନୂଆଁଖାଇର୍‌ ନୂଆଁ କଥା

ପ୍ରଦୀପ ମିଶ୍ର ନୂଆଁଖାଇର୍‌ ନାଁ ପଡ୍‌ଲେ ଏକା ଟିହିଲୁର୍‌ ତାଲୁ ତପି କରି ଟାଏଁ ଟାଏଁ କର୍‌ସି ! ତାର୍‌ ବାଗିର୍‌ ସୁଖ୍‌ବାସୀ ମାନେ ଗହକି ହେଇକରି ବନେ କେତେ ଦିନ୍‌ ଆଘଥୁ ଯେନ୍‌ ଘର୍‌ ଦୁଆର୍‌ ଲିପା ପୁଛା କରି ଚିକ୍‌ ଚିକ୍‌ କରି ପକାସନ୍‌, ଭେଲି ଭେଲି ହେଇ କରି ସିନ୍ଧି ଦୁକାନୁ
Read More...

ଅନ୍‌ ଲାଇନ ପରୀକ୍ଷା କରାଇବା ପାଇଁ ଦାବୀପତ୍ର ଦେଲା ଛାତ୍ର କଂଗ୍ରେସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଲେଜ ଛାତ୍ରଛାତ୍ରୀ ପାଇଁ ଏବେ ପରୀକ୍ଷାର ବେଳ । ବଲାଙ୍ଗିର ସରକାରୀ କଲେଜରେ ବିଭିନ୍ନ ପରୀକ୍ଷା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅନ୍ୟପଟେ କରୋନାର ଭୟାବହତା ଭିତରେ ଛାତ୍ରଛାତ୍ରୀ କଲେଜକୁ ଆସି ପରୀକ୍ଷା ଦେବା ପାଇଁ ଅମଙ୍ଗ ହେଉଛନ୍ତି । କଲେଜ
Read More...

ଚଣ୍ତୀ ପୂଜା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ନୃସିଂହନାଥ ନିକଟସ୍ଥ ରଶେଶ୍ବର ରାମଚଣ୍ତୀ ମନ୍ଦିର ପରିସରରେ ମା ଚଣ୍ତୀଙ୍କର ପୂଜା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ କେଶବ ଚନ୍ଦ୍ର ସାହୁ ଓ ତାଙ୍କ ଧର୍ମପତ୍ନୀ ମମତା ସାହୁ ଦାୟିତ୍ୱ ତୁଲାଇ ଥିଲେ । ପଣ୍ଡିତ ପ୍ରେମାନନ୍ଦ
Read More...

ସୁବର୍ଣ୍ଣପୁରରେ ବିରଳ ପ୍ରଜାତିର ମାଛ ଉଦ୍ଧାର

ସୁବର୍ଣ୍ଣପୁର ( ପ୍ରଭୁଦତ୍ତ ରଥ ) : ସୁବର୍ଣ୍ଣପୁର ମହାନଦୀର ଗଭୀର ନଦୀଶଯ୍ୟାରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ପ୍ରତିଦିନ ପରି ଦେଶୀ ଡଙ୍ଗାରେ ମହାନଦୀର ସ୍ଥାନୀୟ କେଉଁଟ ପଡାର ଚାରିଜଣ ମତ୍ସ୍ୟଜବୀ ବି ତେନ୍ତୁଲିଘାଟରୁ ଲଂକେଶ୍ବରୀ ଦର୍ହକୁ ମାଛ ମାରିବାକୁ ଯାଇଥିବା ବେଳେ ଏହି
Read More...

ଖୁଣ୍ଟିଗୋରାରେ ବରୁଳ ଯାତ୍ରା ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କୋଭିଡ କଟକଣା ଭିତରେ କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାରେ ବରୁଳ ଯାତ୍ରା ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି । କୁଦୁର୍କା ପ୍ରଗଣାର ମୁଖ୍ୟ ପର୍ବ ଭାବରେ କାହିଁ କେତେ ପୁରୁଷରୁ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଆସୁଛନ୍ତି । ପ୍ରତିବର୍ଷ ଆଶ୍ବିନ ମାସ ପୂର୍ଣ୍ଣିମା
Read More...

ନାବାର୍ଡ ସହାୟତାରେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ଘଣ୍ଟାପଡା ପଞ୍ଚାୟତ କୋଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାବାର୍ଡ ସହାୟତାରେ ମା' ସୁଭଦ୍ରା ଉତ୍ପାଦକ ଗୋଷ୍ଠୀ କୋଡିବାହାଲର ମାଁ ମାନଙ୍କୁ ନେଇ ସ୍ୱଚ୍ଛତା ଅଭିଯାନ କାର୍ୟ୍ୟକ୍ରମ
Read More...

ମା’ର ଚିକିତ୍ସା ପାଇଁ ଭାଇଭଉଣୀ ସାଜିଲେ ଦାଦନ ଶ୍ରମିକ : କରୋନା କଟକଣା ସତ୍ୱେ ଗଲେ ଇଟା ଗଢି

କଂଟାବାଂଜି, (ମନିଶ କୁମାର ହଂସ) : ଦୀର୍ଘ ଦୁଇ ତିନି ବର୍ଷ ହେଲା ମା’ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଖଟରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛି । ଅଭାବ ଅନାଟନ ମଧ୍ୟରେ ରୋଜଗାରଶୂନ୍ୟ ଜଂଗଲୀ ଗାଁରେ ବସବାସ କରୁଥିବା ପରିବାର ଚିକିତ୍ସା ପାଇଁ ତୁରେକେଲା, କଂଟାବାଂଜି ଡାକ୍ତରଖାନାକୁ ଯାଇ ଯାଇ
Read More...
error: Content is protected !!