Monthly Archives

March 2023

ପୌରାଧ୍ୟକ୍ଷା ଓ କାଉନସିଲମାନଙ୍କ ସହ ଆଲୋଚନା କଲେ ରାଜ୍ୟ କିନ୍ନର ଆଖଡ଼ାର ସଭାପତି ମୀରା ପରିଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜ୍ୟ କିନ୍ନର ଆଖଡ଼ାର ସଭାପତି ତଥା ମୁକ୍ତାର ରାଜ୍ୟ ଉପଦେଷ୍ଟା ମୀରା ପରିଡାଙ୍କୁ ବଲାଙ୍ଗିର ପୌରପରିଷଦ ତରଫରୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁଙ୍କ ନେତୃତ୍ୱରେ ଭବ୍ୟ ସ୍ୱାଗତ କରିବା ସହ ମୁକ୍ତା ଯୋଜନା ଉପରେ ବିସ୍ତୁତ ଆଲୋଚନା କରାଯାଇଥିଲା । ପରେ
Read More...

ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ସିଂଙ୍କୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟର ଅଧୀନସ୍ଥ ସମରସିଂ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ସିଂ ଆଜି ଷାଠିଏ ବର୍ଷ ପୂର୍ତ୍ତି ଅବସରରେ କର୍ମକ୍ଷେତ୍ରରୁ ଅବସର ଗ୍ରହଣ କରିଥିଲେ । ଏହି ବିଦାୟ ସମ୍ବର୍ଦ୍ଧନା
Read More...

ତେଲେନପାଲିଠାରେ ସିଆର୍‌ପିଏଫ୍‌ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ

ସିଆର୍‌ପିଏଫ୍‌ ପକ୍ଷରୁ ବିଭିନ୍ନ ସାମଗ୍ରୀ ବଣ୍ଟନ ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ତେଲେନପାଲିଠାରେ ସିଆର୍‌ପିଏଫ୍‌ ୧୮୯ ବାଟାଲିୟନ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ
Read More...

ମା’ ଗଙ୍ଗା ଦେବୀଙ୍କ ଯାତ୍ରା ସମ୍ପନ୍ନ

ମ. ରାମପୁର, (ହେମନ୍ତ ସାହୁ) : ମ. ରାମପୁରର ପ୍ରସିଦ୍ଧ ଗଙ୍ଗା ଦେବୀଙ୍କ ନବଦିନାତ୍ମକ ଯାତ୍ରା ସମ୍ପନ୍ନ ହୋଇଯାଇଛି । ପ୍ରତ୍ୟହ ମା'ଙ୍କ ନଗର ପରିକ୍ରମା ପରେ ଗୋଟିଏ ଦିନ ବିଶ୍ରାମ ଏବଂ ଶେଷ ଦିନ ସମଗ୍ର ମ. ରାମପୁର ସାରା ରାତି ପରିକ୍ରମା ପରେ ସହରର ମଧ୍ୟ ଭାଗରେ ଥିବା ଗଙ୍ଗା ଦେବୀଙ୍କ
Read More...

ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ବଦଳି ହୋଇ ଅନ୍ୟାନ ଶିକ୍ଷା ଅନୁଷ୍ଠାନକୁ ଯାଇଥିବା କର୍ମଚାରୀମାନଙ୍କର ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରୁ ଅବସର ନେଇଥିବା ୪ର୍ଥ ଶ୍ରେଣୀ କର୍ମଚାରୀ ଶିଖର ମହାପାତ୍ର ଏବଂ କିରାଣୀ
Read More...

ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଐତିହ୍ୟ ସଂପନ୍ନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେବା ପରେ ବ୍ଲକ ଶିକ୍ଷା ମଣ୍ଡଳର ଅଧିକାରୀ ଶ୍ରୀମତୀ ଭବମ୍‌ ପ୍ରଧାନ
Read More...

ଖେଳ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ ସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷକ ସୀତାରାମ ପଧାନଙ୍କୁ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ଭାଗବତିଆ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ମୁଖ୍ୟ ଅତିଥି
Read More...

ଶ୍ରୀ ରାମଚନ୍ଦ୍ର ମନ୍ଦିର ପ୍ରତିଷ୍ଠାରେ ୩୨ ୟୁନିଟ ରକ୍ତ ସଂଗୃହିତ

ବରଗଡ଼, (ନିରୋଜ କୁମାର ପାଣୀ) : ସୋହେଲା ଅନ୍ତର୍ଗତ ନଅଗାଁ ଗ୍ରାମରେ ସାର୍ବଜନୀନ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସଂକଳ୍ପ ପରିବାର, ବରଗଡ ଓ ମନ୍ଦିର ପ୍ରତିଷ୍ଠା କମିଟିଙ୍କ ମିଳିତ ଉଦ୍ୟମରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ନଅଗାଁଠାରେ ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ
Read More...

ପାଟଣାଗଡରେ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣା ଷ୍ଟେଟର ପୂର୍ବତନ ରାଜା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ଅବସରରେ ପାଟଣାଗଡ ରାମଜୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପାଟଣା ମହାରାଜ କନକବର୍ଦ୍ଧନ ସିଂହଦେଓ ପୁଷ୍ପମାଲ୍ୟ ପ୍ରଦାନ
Read More...

ଶ୍ରୀରାମ ମନ୍ଦିରରେ ନୂତନ ଭାବେ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ

ଅପ୍ରେଲ ୭ ତାରିଖରୁ ଓଡ଼ିଶା ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମଲୀଳା ମ,ରାମପୁର, (ହେମନ୍ତ ସାହୁ) : ମ. ରାମପୁର ଶ୍ରୀରାମ ମନ୍ଦିରରେ ନୂତନ ଭାବେ ନିର୍ମିତ କଲ୍ୟାଣ ମଣ୍ଡପ ପ୍ରତିଷ୍ଠା ପୂଜା ସମ୍ପନ୍ନ ହୋଇଯାଇଛି । ସଭାପତି ଜିବେଶ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂଜା କର୍ତ୍ତା ଭାବରେ ସମ୍ପାଦକ
Read More...