Monthly Archives

March 2023

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଆଦାନୀ ପାଇଁ ଦେଶ, ସମ୍ବିଧାନର ବଳି ଦେଉଛି ବିଜେପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦାନୀ ଏବେ ସାରା ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଗାନ୍ଧୀ ମଧ୍ୟ ଲୋକସଭାରେ ସେହି ବିଷୟକୁ ନେଇ ବିଜେପି ସରକାରଙ୍କୁ ଘେରିଥିଲେ । ସେଥିରେ ଆକ୍ରୋଶମୂଳକ ଭାବେ ବିଜେପି ସରକାର ରାହୁଲ ଗାନ୍ଧୀଙ୍କୁ ଜେଲ୍‌ କରାଇବା ସହ ତାଙ୍କୁ ସରକାରୀ ଘରୁ
Read More...

ବଲାଙ୍ଗିରରେ ବିଶ୍ୱ ତୃତୀୟଲିଙ୍ଗୀ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ସୋସିଆଲ୍‌ ଜଷ୍ଟିସ୍‌ ଏଣ୍ଡ୍‌ ଏମ୍‌ପାୱାର୍‌ମେଣ୍ଟ ବିଭାଗର ନେସନାଲ୍‌ କାଉନ୍‌ସିଲ୍‌ ଫର୍‌ ଟ୍ରାନ୍ସଜେଣ୍ଡର୍‌ ପର୍‌ସନ୍‌ ମୀରା ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ବଲାଙ୍ଗିର ଯାଦବ ଭବନଠାରେ ପାଳିତ ହୋଇଯାଇଛି ବିଶ୍ୱ
Read More...

ବଜ୍ରାଘାତରେ ୪ ଜଣ ଡାକ୍ତରଖାନାରେ ଭର୍ତ୍ତି, ଜଣେ ଗୁରୁତର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଜ୍ରାଘାତରେ ୪ ଜଣଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ୩ ଜଣ ସମାନ୍ୟ ଅସୁସ୍ଥ ଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ରହିଛି । ସୂଚନା ମୁତାବକ ଦେଓଗାଁ ବ୍ଲକ ଅନ୍ତର୍ଗତ ଉପରଝର ଗ୍ରାମରେ ପ୍ରତି
Read More...

ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ବିଷୟରେ ସ୍ପଷ୍ଟିକରଣ

ଦିଲ୍ଲୀ, (ପିଆଇବି) : ସୋସିଆଲ ଏବଂ ପ୍ରିଣ୍ଟ ମିଡିଆରେ ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀରେ ନିଯୁକ୍ତି ବିଷୟରେ ଏକ ମିଥ୍ୟା ବାର୍ତ୍ତା ପ୍ରଚାର କରାଯାଉଛି । ସମସ୍ତଙ୍କ ଅବଗତି ପାଇଁ ଏହା ସୂଚିତ କରାଯାଇଛି ଯେ ଆରପିଏଫ କିମ୍ବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ଅଫିସିଆଲ ୱେବସାଇଟରେ
Read More...

ଦେଶ ପାଇଁ ୪୦,୦୦୦ରୁ ଅଧିକ ଅମୃତ ସରୋବର ଉତ୍ସର୍ଗୀକୃତ : ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଉଲ୍ଲେଖନୀୟ…

ଦିଲ୍ଲୀ, (ପିଆଇବି) : ସ୍ୱାଧୀନତାର ୭୫ତମ ବର୍ଷରେ, ‘ଆଜାଦିର ଅମୃତ ମହୋତ୍ସବ'ର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ / ନବୀକରଣ ଲକ୍ଷ୍ୟ ନେଇ ୨୪ ଏପ୍ରିଲ, ୨୦୨୨ରେ ମିଶନ ଅମୃତ ସରୋବର ଆରମ୍ଭ କରିଥିଲେ । ଏହି କାର୍ଯ୍ୟ ଦେଶର
Read More...

ନବୀନର ୨୫ତମ ବିଷୁବ ମିଳନ ରଜତ ଜୟନ୍ତୀ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶ ପ୍ରସ୍ତୁତି

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସର୍ବପୁରାତନ ସମ୍ବାଦପତ୍ର ନବୀନ ପକ୍ଷରୁ ଗଠିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ୨୫ତମ ବିଷୁବ ମିଳନ ରଜତ ଜୟନ୍ତୀ ଅବସରରେ ୫ଜଣ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି
Read More...

ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାରାଜ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୧ତମ ଜନ୍ମ ଜୟନ୍ତୀ ବଲାଙ୍ଗିର ରାଜେନ୍ଦ୍ର ପାର୍କଠାରେ ପାଳିତ ହୋଇଯାଇଛି । ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ରାଜେନ୍ଦ୍ର ଯୁବକ ସଂଘର ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀଙ୍କ ପରିଚାଳନାରେ ରାଜେନ୍ଦ୍ର
Read More...

‘ମୋ ଓଡିଶା’ ଗୀତରେ ରାଉରକେଲାର ତରୁଣ କୁମାର

ରାଉରକେଲା, (ସସ୍ମିତା ପ୍ରଧାନ) : ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ 'ଆମର ମ୍ୟୁଜିକ' ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି "ମୋ ଓଡିଶା-ଟାଇଟଲ ଗୀତ" । ଗୀତଟିକୁ ଓଡିଶାର ୩୦ଟି ଜିଲ୍ଲାର ୩୦ ଜଣ ମେଲୋଡି କଣ୍ଠଶିଳ୍ପୀ ତାଙ୍କ କଣ୍ଠରେ ସଜାଇଛନ୍ତି । ଏହି ଗୀତରେ ସୁନ୍ଦରଗଡ ଜିଲ୍ଲା
Read More...

ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ଛାତ୍ରୀ ସାଚିଂ ସିଂହଙ୍କ କୃତିତ୍ୱ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବଲପୁର ସ୍ଥିତ ଡା.ଝସକେତନ ସାହୁ ସନ୍ତରଣାଗାରରେ ଦୁଇ ଦିନ ଧରି ଚାଲିଥିବା ୧୪ ବର୍ଷରୁ କମ୍ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ସହରର ଛାତ୍ରୀ ସାଚିଂ ସିଂହ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସାଚିଂ ୧୦୦ ମିଟର ବ୍ରେଷ୍ଟଷ୍ଟୋକ ସନ୍ତରଣରେ
Read More...

ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ

ସ୍ଵତନ୍ତ୍ର ପ୍ୟାକେଜରେ ଯାତ୍ରୀମାନେ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଭ୍ରମଣ କରିପାରିବେ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରର ଅନୁଷ୍ଠିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ହରିଶଙ୍କର ଦର୍ଶନ ବସର ଶୁଭାରମ୍ଭ
Read More...