ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀ ପାଇଁ ନିଯୁକ୍ତି ବିଷୟରେ ସ୍ପଷ୍ଟିକରଣ

ଦିଲ୍ଲୀ, (ପିଆଇବି) : ସୋସିଆଲ ଏବଂ ପ୍ରିଣ୍ଟ ମିଡିଆରେ ଆରପିଏଫରେ ୨୦୦୦୦ କନଷ୍ଟେବଳ ପଦବୀରେ ନିଯୁକ୍ତି ବିଷୟରେ ଏକ ମିଥ୍ୟା ବାର୍ତ୍ତା ପ୍ରଚାର କରାଯାଉଛି ।

ସମସ୍ତଙ୍କ ଅବଗତି ପାଇଁ ଏହା ସୂଚିତ କରାଯାଇଛି ଯେ ଆରପିଏଫ କିମ୍ବା ରେଳ ମନ୍ତ୍ରଣାଳୟ ପକ୍ଷରୁ ସେମାନଙ୍କ ଅଫିସିଆଲ ୱେବସାଇଟରେ କିମ୍ବା କୌଣସି ମୁଦ୍ରଣ କିମ୍ବା ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ବିଜ୍ଞାପନ ପ୍ରଦାନ କରାଯାଇ ନାହିଁ ।

Leave A Reply

Your email address will not be published.

eighteen − 17 =